ଇଟାଭାଟିରେ ରୋଷେଇ କରିବା ବେଳେ ଶ୍ରମିକ ମୃତ, ଅଂଶୁଘାତ ସନ୍ଦେହ
ଅନୁଗୁଳ: ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ପରଙ୍ଗ ଗ୍ରାମରେ ଥିବା ଏକ ଇଟା ଭାଟିରେ ରୋଷେୟା ଭାବେ କାର୍ଯ୍ୟ କରୁଥିବା ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ମୟୂରଭଞ୍ଜ ଅଞ୍ଚଳର ଭଗବାନ ତିୱାରୀ ବୋଲି ଜଣାଯାଇଛି। ଅଂଶୁଘାତରୁ…
