ଜିନ୍ଦଲ ରୋଡରୁ ହଟିଲା ଜବରଦଖଲ, ଉଠା ଦୋକାନ ଭାଙ୍ଗିଲା ପ୍ରଶାସନ
ଅନୁଗୁଳ: ଅନୁଗୁଳ ଛେଣ୍ଡିପଦା ରାସ୍ତାର ଜିନ୍ଦଲ ମେଟେରିଆଲ ଗେଟ୍ ଠାରୁ ନିଶା ଶିଳ୍ପାଞ୍ଚଳ ଥାନା ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ୱରୁ ହଟିଲା ଜବରଦଖଲ। ଗୁରୁବାର ସକାଳେ ଏହି ଅଞ୍ଚଳକୁ ଜବରଦଖଲ ମୁକ୍ତ କରାଯାଇଛି। ବହୁ ଉଠା ଦୋକାନୀ ଏହି ସରକାରୀ ଜାଗାକୁ…
