ଦରମା ବୃଦ୍ଧି ଦାବିରେ ମାଲ୍ୟାଗିରି ମହାବିଦ୍ୟାଳୟର କର୍ମଚାରୀଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ, କଳା ବ୍ୟାଜ୍ ପିନ୍ଧି ଦେଲେ ଧାରଣା
ଅନୁଗୁଳ: ଦରମା ବୃଦ୍ଧି ଦାବିରେ ଅନୁଗୁଳ ଜିଲ୍ଲା ପାଳଲହଡ଼ାସ୍ଥିତ ମାଲ୍ୟାଗିରି ମହାବିଦ୍ୟାଳୟର ଅଧ୍ୟାପକ ଓ ଅଧ୍ୟାପିକା ଅନିର୍ଦ୍ଦିଷ୍ଟ କାଳ ପାଇଁ କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ କରିଛନ୍ତି। ମହାବିଦ୍ୟାଳୟ କର୍ମଚାରୀ ମାନେ କଳା ବ୍ୟାଜ୍ ପିନ୍ଧି ସାମୂହିକ ଧାରଣାରେ ବସିଛନ୍ତି। ମହାବିଦ୍ୟାଳୟର ୮…
