ବର୍ଷିଆନ ସାହିତ୍ୟିକଙ୍କୁ ଚାପି ଦେଲା କାର
ଅନୁଗୁଳ: ମଙ୍ଗଳବାର ଦିନ ପ୍ରାୟ ସାଢ଼େ ଏଗାରଟା ସମୟରେ ପାଲଲହଡା ଥାନା ଅନ୍ତର୍ଗତ ଖମାର କଲେଜ ନିକଟରେ ଏକ କାର ଜଣେ ସାଇକେଲ ଆରୋହୀଙ୍କୁ ଚାପି ଦେବାରୁ ତାଙ୍କର ମୃତ୍ୟୁ ଘଟିଛି।ସ୍ଥାନୀୟ ନୂଆପଡା ଗାଁର ତ୍ରିଲୋଚନ ପ୍ରଧାନ (୭୫) ସାଇକଲ ଯୋଗେ…
ଅନୁଗୁଳ: ମଙ୍ଗଳବାର ଦିନ ପ୍ରାୟ ସାଢ଼େ ଏଗାରଟା ସମୟରେ ପାଲଲହଡା ଥାନା ଅନ୍ତର୍ଗତ ଖମାର କଲେଜ ନିକଟରେ ଏକ କାର ଜଣେ ସାଇକେଲ ଆରୋହୀଙ୍କୁ ଚାପି ଦେବାରୁ ତାଙ୍କର ମୃତ୍ୟୁ ଘଟିଛି।ସ୍ଥାନୀୟ ନୂଆପଡା ଗାଁର ତ୍ରିଲୋଚନ ପ୍ରଧାନ (୭୫) ସାଇକଲ ଯୋଗେ…
ଅନୁଗୁଳ: ମହିଳାଙ୍କୁ ଛୁରୀ ଭୁଷି ହତ୍ୟା । ଅନୁଗୁଳ ଜିଲ୍ଲା ଖମାର ଥାନା ପାଲଲହଡ଼ା ଆଲୁରି ଗାଁରେ ସୋମବାର ବିଳମ୍ବିତ ରାତିରେ ହତ୍ୟାକାଣ୍ଡ ଘଟିଛି । ମୃତକ କୁମାରୀ ଶୁଣ୍ଢି ବୋଲି ଜଣାପଡ଼ିଛି । ଖମାର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି…
ଅନୁଗୁଳ : ଅନୁଗୁଳ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ୨୦୨୧ ରବିବାର ଅନୁଷ୍ଠିତ ହୋଇଯାଇଛି। ଏହି ଲୋକ ଅଦାଲତରେ ୫୬ଟି ପ୍ରାକ ମୋକଦମା ଜନିତ ମାମଲାର ଫଇସଲା କରାଯାଇଥିଲା। ସେଥିମଧ୍ୟରୁ ୫୪ଟି ବ୍ୟାଙ୍କ ସମ୍ପର୍କିତ ମାମଲାର…
ଅନୁଗୁଳ : ଅନୁଗୁଳ ଜିଲ୍ଲା ପାଳଲହଡା ଶିବ ମନ୍ଦିର ଛକରେ ଭାରତୀୟ ରାଷ୍ଟ୍ରୀୟ ରାଜମାର୍ଗ ପ୍ରାଧି କରଣ (ଏନଏଚଏଆଇ) ଅଣ୍ଡର ପାସ ରାସ୍ତା ନିର୍ମାଣ କରିବା ନେଇ ଏକ ପ୍ରତିନିଧି ଦଳ ମଙ୍ଗଳବାର ପାଳଲହଡାରେ ପହଞ୍ଚି ଶିବ ମନ୍ଦିର ଛକ ଅନୁଧ୍ୟାନ…
ଅନୁଗୁଳ: ଅନୁଗୁଳ ଜିଲ୍ଲା ପାଳଲହଡା ବ୍ଲକ ଅନ୍ତର୍ଗତ ଖମାର ରେଞ୍ଜ ବାଲିପଶି ଗାଁ ନିକଟସ୍ଥ ଖସଡ଼ା ଜଙ୍ଗଲରେ ଶନିବାର ଏକ ଦନ୍ତାହାତୀର ଗଳିତ ମୃତଦେହ ଠାବ ହୋଇଛି । ଦନ୍ତାହାତୀର ବୟସ ୨୫ବର୍ଷ ହେବ ବୋଲି ବନବିଭାଗ ଅନୁମାନ କରୁଛି ।…
ଅନୁଗୁଳ: ଅନୁଗୁଳ ଜିଲ୍ଲା ପାଳଲହଡା ବ୍ଲକ ନମପଶି ପଂଚାୟତର କଂଟାନାଳି ଓ ନମଗାଁର ଲୋକମାନେ ସୋମବାର ପାଳଳହଡା ଉପଜିଲ୍ଲାପାଳ ଅଜିତ ପ୍ରଧାନଙ୍କୁ ଭେଟି ସମିତି ସଭ୍ୟ ପୂର୍ଣ୍ଣଚନ୍ଦ୍ର ସାହୁଙ୍କ ବିରୋଧରେ ଅଭିଯୋଗ କରିଛନ୍ତି। ସମିତି ସଭ୍ୟ ଆବାସ ଟଙ୍କା ହଡପ କରିବା…
ଅନୁଗୁଳ: ଘରେ ପଶି ଚୋରି କରିବା ଅଭିଯୋଗରେ ପାଳଲହଡ଼ା ପୁଲିସ ବୁଧବାର ଜଣେ ଯୁବକକୁ ଗିରଫ କରି କୋର୍ଟଚାଲାଣ କରିଛି । ଅଭିଯୋଗ ଅନୁଯାୟୀ, ଗତ ୮ ତାରିଖରେ ପାଲଲହଡ଼ା ଅ ଳର ମମତା ମହାନ୍ତଙ୍କ ପରିବାର ଲୋକ ରାତିରେ ଖାଇସାରି…
ଅନୁଗୁଳ: ପାଳଲହଡ଼ା ବ୍ଲକ୍ ରୋହିଲା ପଂଚାୟତରେ ବ୍ୟାପକ ଦୁର୍ନୀତି, ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ହେରଫେର ,ମନରେଗା କାମରେ ଶ୍ରମିକ ବଦଳରେ ମେସିନ ଦ୍ବାରା କାମ ହେଉଥିବା ଅଭିଯୋଗ ହୋଇଛି। ଏ ନେଇ ୧୦ ଦିନ ତଳେ ଜିଲ୍ଲା ଓ ଉପଖଣ୍ଡ…
ଅନୁଗୁଳ: ମଙ୍ଗଳବାର ପାଳଲହଡ଼ା ଉପଖଣ୍ଡର ଖମାରଠାରେ ଥିବା ଔଷଧ ଦୋକାନ ଯାଞ୍ଚ କରିଛନ୍ତି ଡ୍ରଗସ୍ ଇନିସପେକ୍ଟର (ଡିଆଇ) ମୁକ୍ତିନନ୍ଦା ଶତପଥୀ । ପ୍ରାୟ ୧୦ଟି ଦୋକାନ ଯାଞ୍ଚ କରି ଔଷଧପତ୍ର ଓ କାଗଜାତ୍ ଯାଞ୍ଚ କରିଥିଲେ । ଔଷଧର ଅବଧି ସରିଛି…
ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ବେଆଇନ୍ ଗୋରୁ ଚାଲାଣ ଥମିବାର ନାଁ’ ନେଉନି। ପୁଲିସ୍କୁ ଖୋଲା ଚ୍ୟାଲେଞ୍ଜ ଦେଇ ମାଫିଆ ଗୋରୁଚାଲାଣ କରୁଥିବା ବେଳେ ଶୁକ୍ରବାର ପାଲଲହଡ଼ା ଥାନା ଇଲାକା ବାଙ୍କଧର ନିକଟ ୪୯ ନମ୍ବର ଜାତୀୟ ରାଜପଥରେ ଏକ ଅଭାବନୀୟ ଘଟଣା…