ନିର୍ଦ୍ଦୋଷ ଆଦିତ୍ୟଙ୍କୁ ପୋଲିସର ଅକଥନୀୟ ଅତ୍ୟାଚାର ପରେ ପରିବାରକୁ ଭେଟିଲେ ବିଜେପି ପ୍ରତିନିଧି ଦଳ, ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି

ଅନୁଗୁଳ: ପାଳଲହଡ଼ା ପୋଲିସ ଦ୍ୱlରା ନିସ୍ତୁକ ମାଡ଼ ମରାଯାଇ ଥିବା ଆଦିତ୍ୟ ବେହେରାଙ୍କ ପରିବାରକୁ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଶୋକ ମହାନ୍ତିଙ୍କ ନେତୃତ୍ୱରେ ବିଜେପିର ପ୍ରତିନିଧି ଦଳ ଭେଟି ଆଲୋଚନା କରିଛନ୍ତି। ବିଜେପି କର୍ମୀମାନେ ଆଦିତ୍ୟଙ୍କ ପତ୍ନୀ ମମତା ସେଠୀ, ବାପା…

Continue Readingନିର୍ଦ୍ଦୋଷ ଆଦିତ୍ୟଙ୍କୁ ପୋଲିସର ଅକଥନୀୟ ଅତ୍ୟାଚାର ପରେ ପରିବାରକୁ ଭେଟିଲେ ବିଜେପି ପ୍ରତିନିଧି ଦଳ, ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି

ପୋଲିସର ବର୍ବରତା, ଯୁବକ ଗୁରୁତର, ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି

ଅନୁଗୁଳ: ଅନୁଗୁଳ ଜିଲ୍ଲାର ପାଲଲହଡ଼ା ଥାନା ପୋଲିସର ବର୍ବତାର ଏକ ନମୁନା ଆଜି ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି। ପୁଲିସ ମାଡ଼ରେ ଜଣେ ଯୁବକ ଗୁରୁତର ଆହତ ହୋଇଥିବା ଅଭିଯୋଗ ହୋଇଛି। ଯୁବକଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଅନୁଗୁଳ ଜିଲ୍ଲା…

Continue Readingପୋଲିସର ବର୍ବରତା, ଯୁବକ ଗୁରୁତର, ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି

ରାସ୍ତା ଅତିକ୍ରମ ବେଳେ ମାଡ଼ିଗଲା ଟ୍ରଲର: ଯୁବକ ଗୁରୁତର, ଡ୍ରାଇଭର ଗିରଫ

ପାଳଲହଡ଼ା: ପାଳଲହଡା ଉପଖଣ୍ଡ ୪୯ ନଂ ଜାତୀୟ ରାଜପଥ ମୁକ୍ତାପୁର ନିକଟସ୍ଥ ରାଜୁ ଢାବା ସମ୍ମୁଖରେ ଟ୍ରଲର ଧକ୍କାରେ ଜଣେ ଯୁବକ ଗୁରୁତର ହୋଇଛନ୍ତି। ସୂଚନା ଅନୁଯାୟୀ, ପାଳଲହଡା ଶିଗଡ଼ ପଞ୍ଚାୟତ ତିମି ଗାଁର ପୂର୍ଣ୍ଣଚନ୍ଦ୍ର ପ୍ରଧାନ (୪୮) ଜାତୀୟ ରାଜପଥ…

Continue Readingରାସ୍ତା ଅତିକ୍ରମ ବେଳେ ମାଡ଼ିଗଲା ଟ୍ରଲର: ଯୁବକ ଗୁରୁତର, ଡ୍ରାଇଭର ଗିରଫ

ପ୍ରଧାନମନ୍ତ୍ରୀ ଆବାସରେ ବଡ଼ ଘୋଟାଲା, ପାଳଲହଡ଼ା ବ୍ଲକ ଅଫିସ୍ ଘେରିଲା ବିଜେପି

ଅନୁଗୁଳ : ପ୍ରଧାନମନ୍ତ୍ରୀ ଆବାସରେ ବଡ଼ ଘୋଟାଲା ହୋଇଥିବା ଭାରତୀୟ ଜନତା ପାର୍ଟି ଅଭିଯୋଗ କରିଛି। ଆଜି ସ୍ଥାନୀୟ ପାଳଲହଡ଼ା ବ୍ଲକରେ ଏନେଇ ବିଜେପି ପକ୍ଷରୁ ଆନ୍ଦୋଳନ କରାଯାଇଥିଲା। ଏଠାକୁ ଆସିଥିବା ୩,୬୦୦ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ୧୫୦୦ ଘର ହେରଫେର…

Continue Readingପ୍ରଧାନମନ୍ତ୍ରୀ ଆବାସରେ ବଡ଼ ଘୋଟାଲା, ପାଳଲହଡ଼ା ବ୍ଲକ ଅଫିସ୍ ଘେରିଲା ବିଜେପି

ଆବାସ ଯୋଜନାରେ ଅଯୋଗ୍ୟ ହିତାଧିକାରୀଙ୍କ ନାଁ କହିଦେଲେ ବୋଲି ଗାଁ କଙ୍ଗାରୁ କୋର୍ଟରେ ହେଲେ ବାସନ୍ଦ, ନ୍ୟାୟ ପାଇଁ ଗୁହାରୀ

ଅନୁଗୁଳ : ସ୍ଥାନୀୟ ପାଳଲହଡ଼ା ବ୍ଲକ୍ କରଡ଼ାପାଳ ପଞ୍ଚାୟତ ମୁନିପାଳପୁର ଗାଁରେ କଙ୍ଗାରୁ କୋର୍ଟରେ ଗାଁର ଏକ ପରିବାରକୁ ବାସନ୍ଦ କରାଯାଇଛି। ସରକାରଙ୍କ ଆଇନ ଅନୁଯାୟୀ, ଅଯୋଗ୍ୟ ହିତାଧିକାରୀଙ୍କ ବିରୋଧରେ ଅଭିଯୋଗ କରିବା ପାଇଁ ପ୍ରତ୍ୟେକ ପଞ୍ଚାୟତ ଏବଂ ବ୍ଲକ୍ ଠାରେ…

Continue Readingଆବାସ ଯୋଜନାରେ ଅଯୋଗ୍ୟ ହିତାଧିକାରୀଙ୍କ ନାଁ କହିଦେଲେ ବୋଲି ଗାଁ କଙ୍ଗାରୁ କୋର୍ଟରେ ହେଲେ ବାସନ୍ଦ, ନ୍ୟାୟ ପାଇଁ ଗୁହାରୀ

ପାଳଲହଡ଼ାରେ ସାଧାରଣତନ୍ତ୍ର ଦିବସ ପାଳିତ, ଥାନା ଅଧିକାରୀ ପାରାଓ ଟୁଡୁ ସମ୍ମାନିତ

ପାଳଲହଡ଼ା: ଅନୁଗୁଳ ଜିଲ୍ଲା ପାଳଲହଡ଼ା ଉପଖଣ୍ଡ ସଦର ମହକୁମା ଷ୍ଟାଡିୟମ ଠାରେ ୭୪ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଛି। କରୋନା ଯୋଗୁ ଗତ ୨ ବର୍ଷ ହେଲା ଲୋକମାନେ ପରେଡ଼ ଦେଖିପାରିନଥିବାରୁ ଚଳିତବର୍ଷ ଷ୍ଟାଡିୟମରେ ପ୍ରବଳ ଭିଡ଼ ଜମିଥିଲା। କାର୍ଯ୍ୟକ୍ରମରେ ମୁଖ୍ୟ…

Continue Readingପାଳଲହଡ଼ାରେ ସାଧାରଣତନ୍ତ୍ର ଦିବସ ପାଳିତ, ଥାନା ଅଧିକାରୀ ପାରାଓ ଟୁଡୁ ସମ୍ମାନିତ

ଖମାର ବନାଞ୍ଚଳ ଅଧିକାରୀଙ୍କ ମାଡ଼ରେ ପାରା ଫରେଷ୍ଟ ଗାର୍ଡ ଆହତ

ପାଳଲହଡା: ସୋମବାର ଅପରାହ୍ନରେ ଖମାର ବନାଞ୍ଚଳରେ କାର୍ଯ୍ୟରତ ପାରା ଫରେଷ୍ଟ ଗାର୍ଡଙ୍କୁ ବନାଞ୍ଚଳ ଅଧିକାରୀ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ, ପାରା ଫରେଷ୍ଟଗାର୍ଡ ସୁଶାନ୍ତ କୁମାର ବେହେରା(୪୦) ଙ୍କୁ ବନାଞ୍ଚଳ ଅଧିକାରୀ ଚନ୍ଦ୍ର ଶେଖର ଗଡ଼ନାୟକ ମାଡ଼ ମାରିଥିବା…

Continue Readingଖମାର ବନାଞ୍ଚଳ ଅଧିକାରୀଙ୍କ ମାଡ଼ରେ ପାରା ଫରେଷ୍ଟ ଗାର୍ଡ ଆହତ

ପାଳଲହଡ଼ା ଗସ୍ତ କରି ବିଭିନ୍ନ କାର୍ଯ୍ୟ ସମୀକ୍ଷା କଲେ ଜିଲ୍ଲାପାଳ

ଅନୁଗୁଳ: ଅନୁଗୁଳ ଜିଲ୍ଲା ମାଜିଷ୍ଟ୍ରେଟ ତଥା ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଆଜି ପାଳଲହଡା ଗ୍ରସ୍ତ କରି ଉପଖଣ୍ଡ ଓ ତହସିଲର ବାର୍ଷିକ ତଦାରଖ କରିଥିଲେ। ଗସ୍ତ ସମୟରେ ସେ କେତେକ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିବା ସହ ବୁଲି ଦେଖିଥିଲେ।…

Continue Readingପାଳଲହଡ଼ା ଗସ୍ତ କରି ବିଭିନ୍ନ କାର୍ଯ୍ୟ ସମୀକ୍ଷା କଲେ ଜିଲ୍ଲାପାଳ

ରାଜ୍ୟରେ ବିଜେଡିର ଅରାଜକତା ଚାଲିଥିବା ଅଭିଯୋଗ: ପ୍ରତିବାଦରେ ବିଜେପିର ସତ୍ୟାଗ୍ରହ

ଅନୁଗୁଳ: ପାଳଲହଡ଼ାସ୍ଥିତ ପବିତ୍ର ନଗରରେ ବିଜେଡିର ରାଜନୈତିକ ଅପରାଧକରଣ ପ୍ରତିବାଦରେ ବିଜେପି ପକ୍ଷରୁ ସତ୍ୟାଗ୍ରହ କରାଯାଇଛି। ଏ ଅବସରରେ ପ୍ରଥମେ ବିଜେପି କର୍ମୀ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ତା' ପରେ ମୂର୍ତ୍ତି ଆଗରେ ସତ୍ୟାଗ୍ରହରେ ବସିଥିଲେ। ମଣ୍ଡଳ ସଭାପତି…

Continue Readingରାଜ୍ୟରେ ବିଜେଡିର ଅରାଜକତା ଚାଲିଥିବା ଅଭିଯୋଗ: ପ୍ରତିବାଦରେ ବିଜେପିର ସତ୍ୟାଗ୍ରହ

ପାଳଲହଡ଼ାରେ ମରୁଡ଼ି ସ୍ଥିତି, ଜିଲ୍ଲାପାଳଙ୍କୁ ଭେଟିଲେ ଗ୍ରାମବାସୀ

ଅନୁଗୁଳ: ସ୍ଥାନୀୟ ପାଳଲହଡ଼ା ବ୍ଲକ କୁଞ୍ଜାମ ଇଁଜିଡି ରୋହିଲା ମୁଣ୍ଡୁରି ବେଡ ପଞ୍ଚାୟତରେ ସ୍ୱଳ୍ପ ବର୍ଷା ଯୋଗୁ ମରୁଡ଼ି ପରିସ୍ଥିତି ଉତ୍ପନ୍ନ ହୋଇଛି। ଫଳରେ ଚଳିତବର୍ଷ ଗାଁରେ ଭଲ ଧାନ ଫସଲ ହୋଇନାହିଁ। ଏ ନେଇ ସୋମବାର ବିଜେପି ନେତା ଅଶୋକ…

Continue Readingପାଳଲହଡ଼ାରେ ମରୁଡ଼ି ସ୍ଥିତି, ଜିଲ୍ଲାପାଳଙ୍କୁ ଭେଟିଲେ ଗ୍ରାମବାସୀ