ଢେଙ୍କାନାଳ ସାଂସଦଙ୍କ ଘରୁ ଚୋରି

ଅନୁଗୁଳ: ଢେଙ୍କାନାଳ ସାଂସଦ ମହେଶ ସାହୁଙ୍କ ଘରୁ ଚୋରି। ଗୁରୁବାର ରାତିରେ ପାଳଲହଡ଼ା ଥାନା ଇଲାକା ପେଣ୍ଡରାବସା ସ୍ଥିତ ଘରେ ଦୁର୍ବୃତ୍ତ କଳାକନା ବୁଲାଇଛନ୍ତି । ଲୁଟେରା ତାଙ୍କ ଘରୁ ଏଲସିଡି ଟିଭି ସହିତ ବହୁ ମୂଲ୍ୟବାନ ସମ୍ପତ୍ତି ଲୁଟି ନେଇଥିବା…

Continue Readingଢେଙ୍କାନାଳ ସାଂସଦଙ୍କ ଘରୁ ଚୋରି

ସେଲୁନ ଭାଙ୍ଗି ଟଙ୍କା ଚୋରି

ଅନୁଗୁଳ: ପାଳଲହଡ଼ା ଥାନା ରାଇପାଳ ଗାଁ ଛକରେ ଥିବା ବୀରବର ବାରିକଙ୍କ ସେଲୁନରୁ ଜିନିଷପତ୍ର ଓ ଟଙ୍କା ଚୋରି ହୋଇଥିବା ଅଭିଯୋଗ ହୋଇଛି। ବୀରବର ଏ ସଂପର୍କରେ ଥାନାରେ ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇଛି। ପୁଲିସ…

Continue Readingସେଲୁନ ଭାଙ୍ଗି ଟଙ୍କା ଚୋରି

ପବିତ୍ରନଗର ଅଂଚଳରୁ ବସ ଚଳାଚଳ ଦାବି

ଅନୁଗୁଳ: ତାଳଚେର ପରିବହନ କାର୍ଯ୍ୟାଳୟ ଅଧୀନସ୍ଥ ପବିତ୍ରନଗର ଅଂଚଳର ବିଭିନ୍ନ ରାସ୍ତାରେ ବସ୍‌ ଚଳାଚଳ ବ୍ୟବସ୍ଥା କରାଯିବାକୁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହୋଇଛି । ଏ ଅଞ୍ଚଳରେ ଯାତ୍ରୀବାହୀ ବସ୍ ଚଳାଚଳ କରୁ ନଥିବାରୁ ଜନସାଧାରଣ ନାହିଁ ନଥିବା ହଇରାଣ ହେଉଛନ୍ତି…

Continue Readingପବିତ୍ରନଗର ଅଂଚଳରୁ ବସ ଚଳାଚଳ ଦାବି

ଅନ୍ତର୍ଜାତୀୟ ଫୁଟବଲ ଖେଳାଳି ଭବେଶ ସମ୍ବର୍ଦ୍ଧିତ

ଅନୁଗୁଳ: ୧୭ ବର୍ଷରୁ କମ୍ ଅନ୍ତର୍ଜାତୀୟ ଫୁଟବଲ୍‌ରେ ସ୍ବର୍ଣ୍ଣପଦକ ଲାଭ କରିଥିବା ପାଳଲହଡ଼ା ସାମିଆଁପାଲିର ଭବେଶ କୁମାର ସାହୁଙ୍କୁ ରବିବାର ସ୍ଥାନୀୟ ପଞ୍ଚାୟତ ଭବନଠାରେ ସମ୍ବର୍ଦ୍ଧିତ କରାଯାଇଛି। ପାଳଲହଡ଼ା ବିଧାୟକ ମୁକେଶ ପାଳ ତାଙ୍କୁ ସମ୍ବର୍ଦ୍ଧିତ କରିବା ସହ ତାଙ୍କର ଉତ୍ତରୋତ୍ତର…

Continue Readingଅନ୍ତର୍ଜାତୀୟ ଫୁଟବଲ ଖେଳାଳି ଭବେଶ ସମ୍ବର୍ଦ୍ଧିତ

ଜିଲ୍ଲା ପ୍ରଶାସନର ନୂଆ ପ୍ରୟାସ: ୨୦୨୩ ସୁଦ୍ଧା ଅନୁଗୁଳ ହେବ ଦେଶର ଅନ୍ୟତମ ଶ୍ରେଷ୍ଠ ଜିଲ୍ଲା

ଅନୁଗୁଳ: ଖଣି ଅଧ୍ୟୁଷିତ ଜିଲ୍ଲା ଅନୁଗୁଳକୁ ୨୦୨୩ ସୁଦ୍ଧା ଦେଶର ଅନ୍ୟତମ ଶ୍ରେଷ୍ଠ ଜିଲ୍ଲାରେ ପରିଣତ କରିବା ପାଇଁ ପ୍ରସ୍ତୁତ କରାଯାଇଛି ଭିଜନ-୨୦୨୩। ଏଥିରେ ଜିଲ୍ଲାର ପରିବେଶ ସୁରକ୍ଷା, ସା˚ସ୍କୃତିକ ଐତିହ୍ୟ ସାଙ୍ଗକୁ ମାନବ ସମ୍ବଳର କିଭଳି ବିକାଶ ହେବ ସେଥିନେଇ…

Continue Readingଜିଲ୍ଲା ପ୍ରଶାସନର ନୂଆ ପ୍ରୟାସ: ୨୦୨୩ ସୁଦ୍ଧା ଅନୁଗୁଳ ହେବ ଦେଶର ଅନ୍ୟତମ ଶ୍ରେଷ୍ଠ ଜିଲ୍ଲା

କଳାକନା ବୁଲାଇଲେ ଦୁର୍ବୃତ୍ତ ତାଲା ଭାଙ୍ଗି ଲୁଟିନେଲେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି

ଅନୁଗୁଳ: ପାଳଲହଡ଼ା ଦମକଳ କେନ୍ଦ୍ର ନିକଟ ଏକ ଘରେ କଳାକଳା ବୁଲାଇଛନ୍ତି ଦୁର୍ବୃତ୍ତ । ପୁଲିସ୍‌କୁ ଖୋଲା ଚ୍ୟାଲେଞ୍ଜ ଦେଇ ଜଣେ ଅଗ୍ନିଶମ କର୍ମଚାରୀଙ୍କ ଭଡ଼ାଘରୁ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଲୁଟି ନେଇଛନ୍ତି । ପୁଲିସ୍ ସୂଚନା ମୁତାବକ, ଦେବଗଡ଼ ଜିଲ୍ଲା…

Continue Readingକଳାକନା ବୁଲାଇଲେ ଦୁର୍ବୃତ୍ତ ତାଲା ଭାଙ୍ଗି ଲୁଟିନେଲେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି

ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣି

ଅନୁଗୁଳ: ଅନୁଗୁଳ ଜିଲ୍ଲା ପାଳଲହଡା ଉପଜିଲ୍ଲାପାଳ କାର୍ଯ୍ୟାଳୟର ବରିଷ୍ଠ କିରାଣି ସାଧୁ ଚାତମ୍ବା ଶୁକ୍ରବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। କାଗଜପତ୍ର କାମ ପାଇଁ ଦୁଇ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ କାବୁ କରିନେଇଥିଲେ। ଏକ ଜମିଜମା…

Continue Readingଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣି

ଦୁଇଦିନ ହାଲୁକା ବର୍ଷା ସମ୍ଭାବନା ଅନୁଗୁଳରେ ଘନ କୁହୁଡି ଆଶଙ୍କା

ଅନୁଗୁଳ: ସାମୟିକ ଭାବେ ବଦଳିବ ପାଗ। ଗୁରୁବାର ଓ ଶୁକ୍ରବାର ରାଜ୍ୟର କେତେକ ଜାଗାରେ ଘଡ଼ଘଡ଼ି ସହ ହାଲୁକା ବର୍ଷା ହୋଇପାରେ। ପରେ ରାଜ୍ୟର ଶୀତ ପ୍ରକୋପ ପୁଣି ବଢ଼ିବା ସମ୍ଭାବନା ଅଛି। ସୋଆ ଜଳବାୟୁ ଓ ପରିବେଶ (ସିଇସି) କେନ୍ଦ୍ର…

Continue Readingଦୁଇଦିନ ହାଲୁକା ବର୍ଷା ସମ୍ଭାବନା ଅନୁଗୁଳରେ ଘନ କୁହୁଡି ଆଶଙ୍କା

ଜଙ୍ଗଲରୁ ନବଜାତ ଶିଶୁ ପୁତ୍ର ଉଦ୍ଧାର

ଅନୁଗୁଳ: ବୁଧବାର ପୂର୍ବାହ୍ନରେ ପାଳଲହଡ଼ା ବ୍ଲକ୍ ତଥା ଖମାର ଥାନା କୁଚିଆବେଡା ଜଙ୍ଗଲରୁ ଏକ ନବଜାତ ଶିଶୁପୁତ୍ର ଉଦ୍ଧାର ହୋଇଛି। ଶିଶୁଟି ଗଛ ମୂଳରେ ପଡିଥିବା ବେଳେ ଗ୍ରାମର କିଛି ମହିଳା ଦେଖିଥିଲେ। ଖବର ପାଇ ଖବର ପାଇ ଖମାର ଥାନା…

Continue Readingଜଙ୍ଗଲରୁ ନବଜାତ ଶିଶୁ ପୁତ୍ର ଉଦ୍ଧାର

ଧାନ ମଣ୍ତିରେ ଘୋଟାଲା, ଜିଲ୍ଲାପାଳଙ୍କୁ ଅଭିଯୋଗ

ଖାମର: ପାଳଲହଡ଼ା ବ୍ଲକ୍‌ ଅନ୍ତର୍ଗତ ଖମାର ସେବା ସମବାୟ ଧାନ ମଣ୍ତିରେ ବଡ଼ଧରଣର ଘୋଟାଲା ହୋଇଥିବା ନେଇ ଚାଷୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କୁ ଅଭିଯୋଗ କରିଛନ୍ତି। ଖମାର ଡାକବଙ୍ଗଳାଠାରେ ଜିଲ୍ଲାପାଳ, ଏଡିଏମ୍‌ଙ୍କୁ ଗିରିଶ ପ୍ରଧାନ, ଅଲେଖ ପ୍ରଧାନ, ସଞ୍ଜୟ ପ୍ରଧାନ,…

Continue Readingଧାନ ମଣ୍ତିରେ ଘୋଟାଲା, ଜିଲ୍ଲାପାଳଙ୍କୁ ଅଭିଯୋଗ