ବକେୟା ଦରମା ସହ ସୁରକ୍ଷା ଉପକରଣ ଦାବି: ଟାଟା କାର୍ଯ୍ୟାଳୟରେ ତାଲା ପକାଇ ବିଦ୍ୟୁତ ଠିକା କର୍ମଚାରୀଙ୍କ ଧାରଣା

ପାଳଲହଡା: ପାଳଲହଡା ବିଦ୍ୟୁତ ବିଭାଗରେ କାର୍ଯ୍ୟରତ ଠିକା କର୍ମଚାରୀମାନେ ତିନି ମାସ ହେବ ଦରମା ପାଇନଥିବାରୁ ଟାଟା କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି। ଏ ଅବସରରେ ସେମାନେ ତିନି ମାସର ବକେୟା ଦରମା, ସୁରକ୍ଷା ଉପକରଣ ଓ ନିଯୁକ୍ତି ପତ୍ର, ଇପିଏଫ,…

Continue Readingବକେୟା ଦରମା ସହ ସୁରକ୍ଷା ଉପକରଣ ଦାବି: ଟାଟା କାର୍ଯ୍ୟାଳୟରେ ତାଲା ପକାଇ ବିଦ୍ୟୁତ ଠିକା କର୍ମଚାରୀଙ୍କ ଧାରଣା

ରେଙ୍ଗାଳୀ ବୁଡ଼ି କ୍ଷତିଗ୍ରସ୍ତଙ୍କୁ ଭେଟିଲେ ଅନୁଗୁଳ ଜିଲ୍ଲା ବିଜେପିର ପ୍ରତିନିଧି ଦଳ, କାଲି ରାଜ୍ୟପାଳଙ୍କୁ ଦେବେ ଦାବି ପତ୍ର

ପାଳଲହଡ଼ା: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ସଭାପତି ଦିଲେଶ୍ଵର ପ୍ରଧାନଙ୍କ ନେତୃତ୍ଵରେ ଆଜି ବିଜେପିର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ରେଙ୍ଗାଳୀ ବୁଡ଼ି କ୍ଷତିଗ୍ରସ୍ତଙ୍କୁ ଭେଟିଛନ୍ତି। ସେମାନେ ଗୁରୁଜାଙ୍ଗ ପଞ୍ଚାୟତ ଦ୍ଵିତୀୟ ଚିଲିକାରେ ପହଞ୍ଚି ପାଣି ଭିତରେ ପଶି ଆନ୍ଦୋଳନକାରୀଙ୍କ…

Continue Readingରେଙ୍ଗାଳୀ ବୁଡ଼ି କ୍ଷତିଗ୍ରସ୍ତଙ୍କୁ ଭେଟିଲେ ଅନୁଗୁଳ ଜିଲ୍ଲା ବିଜେପିର ପ୍ରତିନିଧି ଦଳ, କାଲି ରାଜ୍ୟପାଳଙ୍କୁ ଦେବେ ଦାବି ପତ୍ର

ବିଜେପି ଯୁବମୋର୍ଚ୍ଚାର ଦିନିକିଆ ପ୍ରଶିକ୍ଷଣ ଶିବିର: ପାଳଲହଡାର ରାଜନୈତିକ ପରିସ୍ଥିତି ଉପରେ କଲେ ଆଲୋଚନା, ବିଜେଡିକୁ ଟାର୍ଗେଟ

ଖମାର: ପାଳଲହଡ଼ା ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଖମାରସ୍ଥିତ କଲ୍ଯାଣ ମଣ୍ଡପରେ ଏକ ଦିନିକିଆ ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଛି। ଶିବିରରେ ମୁଖ୍ୟ ଅତିଥି ରୂପେ ରାଜ୍ଯ କାର୍ଯ୍ୟକାରିଣୀ ସଦସ୍ୟ ଅଶୋକ ମହାନ୍ତି ଯୋଗଦେଇ ପାଳଲହଡାର ରାଜନୈତିକ ପରିସ୍ଥିତି ଉପରେ ଆଲୋକପାତ କରିଥିଲେ।…

Continue Readingବିଜେପି ଯୁବମୋର୍ଚ୍ଚାର ଦିନିକିଆ ପ୍ରଶିକ୍ଷଣ ଶିବିର: ପାଳଲହଡାର ରାଜନୈତିକ ପରିସ୍ଥିତି ଉପରେ କଲେ ଆଲୋଚନା, ବିଜେଡିକୁ ଟାର୍ଗେଟ

ରେଙ୍ଗାଳୀ ବୁଡ଼ି କ୍ଷତିଗ୍ରସ୍ତଙ୍କ ସତ୍ୟାଗ୍ରହ ଆନ୍ଦୋଳନକୁ ବିଜେପିର ସମର୍ଥନ

ପାଳଲହଡ଼ା : ପାଳଲହଡ଼ା ବୁଡ଼ି କ୍ଷତିଗ୍ରସ୍ତ ଜନସାଧାରଣଙ୍କୁ ରାଜ୍ଯ ସରକାର ଅବହେଳା କରୁଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି ବିଜେପି ରାଜ୍ଯ କାର୍ଯ୍ୟକାରିଣୀ ସଦସ୍ୟ ଅଶୋକ ମହାନ୍ତି। ୨୫୬ଟି ଗାଁ ରେଙ୍ଗାଳୀରେ ବୁଡ଼ି କ୍ଷତିଗ୍ରସ୍ତ ହୋଇଥିଲେ ମଧ୍ୟ ଏବେ ସୁଦ୍ଧା କ୍ଷତି ପୂରଣ…

Continue Readingରେଙ୍ଗାଳୀ ବୁଡ଼ି କ୍ଷତିଗ୍ରସ୍ତଙ୍କ ସତ୍ୟାଗ୍ରହ ଆନ୍ଦୋଳନକୁ ବିଜେପିର ସମର୍ଥନ

ଏତେ ବେପରୁଆ ଡ୍ରାଇଭର! ବିନା ଟାୟାରରେ ୧୨ କିମି ଡ୍ରାଇଭିଂ କରି ପଥଚାରୀଙ୍କୁ ପିଟିଲା କାର

ପାଳଲହଡ଼ା: ବିନା ଟାୟାରରେ ଏକ କାର ୧୨ କିମି ଚାଲି ଦୁଇ ଦୁଇଟି ଦୁର୍ଘଟଣା ଘଟାଇଛି। ଆଜି ପାଳଲହଡ଼ା ଅଞ୍ଚଳରେ ଏଭଳି ଘଟଣା ସାମ୍ନାକୁ ଆସିଛି। ସୂଚନା ଅନୁସାରେ, ବାରକୋଟରୁ ପାଳଲହଡ଼ା ଅଭିମୁଖେ ଆସୁଥିବା ଏକ ଡିଜାୟାର କାର (OD14Z8844) ର…

Continue Readingଏତେ ବେପରୁଆ ଡ୍ରାଇଭର! ବିନା ଟାୟାରରେ ୧୨ କିମି ଡ୍ରାଇଭିଂ କରି ପଥଚାରୀଙ୍କୁ ପିଟିଲା କାର

ଭିଜିଲାନ୍ସ ଜାଲରେ ପାଳଲହଡ଼ା ସର୍ବଶିକ୍ଷା ଅଭିଯାନର ଜେଇ ପ୍ରସନ୍ନ ପାଣି, ଏକାଧିକ ସ୍ଥାନରେ ଚାଲିଛି ରେଡ୍

ଅନୁଗୁଳ: ଭିଜିଲାନ୍ସ ଜାଲରେ ସର୍ବ ଶିକ୍ଷା ଅଭିଯାନର ଜେଇ। ଅନୁଗୁଳ ପାଳଲହଡ଼ାରେ କାର୍ଯ୍ୟରତ ପ୍ରସନ୍ନ ପାଣିଙ୍କ ଘରେ ଆଜି ସକାଳୁ ଭିଜିଲାନ୍ସ ବିଭାଗ ଚଢ଼ଉ କରିଛି। ତାଙ୍କ ସୁନ୍ଦରପଦା ଓ ବାରଙ୍ଗରେ ପ୍ଲଟ ନମ୍ବର ୩୬୬ ଓ ୩୬୭ ରେ ଛାପା…

Continue Readingଭିଜିଲାନ୍ସ ଜାଲରେ ପାଳଲହଡ଼ା ସର୍ବଶିକ୍ଷା ଅଭିଯାନର ଜେଇ ପ୍ରସନ୍ନ ପାଣି, ଏକାଧିକ ସ୍ଥାନରେ ଚାଲିଛି ରେଡ୍

ନଦୀରେ ବୁଡ଼ି ଯୁବକ ମୃତ, ଦିନକ ପରେ ଉଦ୍ଧାର ହେଲା ମୃତଦେହ

ପାଳଲହଡ଼ା: ଅନୁଗୁଳ ଜିଲ୍ଲା ପାଳଲହଡ଼ା ଥାନା ଅନ୍ତର୍ଗତ ମୁଚୁରିଗାଡିଆ ଗାଁରେ ମାଙ୍କଡ଼ା ନଦୀରେ ଭାସିଯାଇଥିବା ଯୁବକଙ୍କୁ ମୃତ ଦେହ ଠାବ ହୋଇଛି। ମୃତକ ହେଲେ ମୁଚୁରିଗାଡିଆ ଗାଁର ବିଶ୍ଵନାଥ ଖାନ୍ଦିଆ(୩୫)। ସୂଚନା ମୁତାବକ, ବିଶ୍ୱନାଥ ଶନିବାର ଦିନ ପାଖ ଗାଁରୁ କାମ…

Continue Readingନଦୀରେ ବୁଡ଼ି ଯୁବକ ମୃତ, ଦିନକ ପରେ ଉଦ୍ଧାର ହେଲା ମୃତଦେହ

ପ୍ରାତଃ ଭ୍ରମଣରେ ଯାଇଥିବା ବେଳେ ମାଡ଼ିଗଲା ଟ୍ରକ, ଘଟଣାସ୍ଥଳରେ ୨ ମୃତ

ଅନୁଗୁଳ : ସକାଳେ ପ୍ରାତଃ ଭ୍ରମଣରେ ଯାଇଥିବା ବେଳେ ମାଡ଼ିଗଲା ଟ୍ରକ। ଘଟଣାସ୍ଥଳରେ ଗଲା ଦୁଇ ଜୀବନ। ମୃତକ ୨ ଜଣ ମୁକ୍ତାପୁର ଅଞ୍ଚଳର ମାଧବ ସାବାଡ ଏବଂ ରାକେଶ ଶୁଣ୍ଠି ବୋଲି ଜଣାପଡ଼ିଛନ୍ତି। ସୂଚନା ମୁତାବକ, ମାଧବ ଓ ରାକେଶ…

Continue Readingପ୍ରାତଃ ଭ୍ରମଣରେ ଯାଇଥିବା ବେଳେ ମାଡ଼ିଗଲା ଟ୍ରକ, ଘଟଣାସ୍ଥଳରେ ୨ ମୃତ

ଜମି ପାଇଁ ଭାଇ ନେଲା ଜୀବନ: ବଡ଼ ଭାଇକୁ ହତ୍ୟା କରି ଆତ୍ମ ସମର୍ପଣ କଲା ସାନଭାଇ

ପାଳଲହଡ଼ା: ଅନୁଗୁଳ ଜିଲ୍ଲା ପାଳଲହଡ଼ା ଉପଖଣ୍ଡ ଖମାର ଥାନା ଅନ୍ତର୍ଗତ ପଦାପଶି ଗ୍ରାମରେ ଜମି ଜମା ବିବାଦକୁ କେନ୍ଦ୍ର କରି ବଡ଼ ଭାଇକୁ ଗଳା କାଟି ହତ୍ୟା କରିଛି ସାନ ଭାଇ। ସୂଚନା ଅନୁସାରେ, ସ୍ଥାନୀୟ ପଦାପଶି ଗ୍ରାମର ଖଜୁରୀ କିସାନ…

Continue Readingଜମି ପାଇଁ ଭାଇ ନେଲା ଜୀବନ: ବଡ଼ ଭାଇକୁ ହତ୍ୟା କରି ଆତ୍ମ ସମର୍ପଣ କଲା ସାନଭାଇ

ପାଳଲହଡ଼ା ବସଷ୍ଟାଣ୍ଡ ନିକଟସ୍ଥ ଶୌଚାଳୟ ଡ୍ରେନ୍‌ରୁ ମୃତ ଶିଶୁ ପୁତ୍ର ଉଦ୍ଧାର

ଅନୁଗୁଳ: ଅନୁଗୁଳ ଜିଲ୍ଲା ପାଳଲହଡା ବସଷ୍ଟାଣ୍ଡ ନିକଟ ଶୌଚାଳୟ ଡ୍ରେନରୁ ଆଜି ଏକ ମୃତ ଶିଶୁ ପୁତ୍ର ଉଦ୍ଧାର ହୋଇଛି। ସୂଚନା ଅନୁସାରେ, ବସଷ୍ଟାଣ୍ଡ ନିକଟସ୍ଥ ଶୌଚାଳୟର ଡ୍ରେନ ଭିତରେ ଏକ ଶିଶୁ ପୁତ୍ର ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ପାଳଲହଡା…

Continue Readingପାଳଲହଡ଼ା ବସଷ୍ଟାଣ୍ଡ ନିକଟସ୍ଥ ଶୌଚାଳୟ ଡ୍ରେନ୍‌ରୁ ମୃତ ଶିଶୁ ପୁତ୍ର ଉଦ୍ଧାର