ପାଳଲହଡାରେ ‘ପିଏମ୍-ଜନମନ”ର ସୂଚନା, ଶିକ୍ଷା ଓ ଯୋଗାଯୋଗ କାର୍ଯ୍ୟକ୍ରମ ଆରମ୍ଭ

ଅନୁଗୁଳ: ବିଶେଷ ଭାବରେ ଦୁର୍ବଳ ଜନଜାତି ଗୋଷ୍ଠୀ (Particularly Vulnerable Tribal Group- PVTG) ମାନଙ୍କ ସାମାଜିକ ଓ ଅର୍ଥନୈତିକ ସ୍ଥିତିରେ ଉନ୍ନତି ଆଣିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆରମ୍ଭ କରାଯାଇଥିବା ପ୍ରଧାନମନ୍ତ୍ରୀ ଜନଜାତି ଆଦିବାସୀ ନ୍ୟାୟ ମହା ଅଭିଯାନ…

Continue Readingପାଳଲହଡାରେ ‘ପିଏମ୍-ଜନମନ”ର ସୂଚନା, ଶିକ୍ଷା ଓ ଯୋଗାଯୋଗ କାର୍ଯ୍ୟକ୍ରମ ଆରମ୍ଭ

ପାଳଲହଡ଼ା ବିଧାୟକ ଅଶୋକ ମହାନ୍ତି ହେଲେ ଗୃହ ବିଭାଗ ସ୍ଥାୟୀ କମିଟି ସଦସ୍ୟ

  ତାଳଚେର: ବିଧାନସଭାର ୧ନଂ ସ୍ଥାଇ କମିଟି ଗୃହ, ଆଇନ୍, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ, ସଦସ୍ୟ ହେଲେ ପାଳଲହଡ଼ା ମାନ୍ୟବର ବିଧାୟକ ଅଶୋକ ମହାନ୍ତି। ରାଜ୍ଯର ବରିଷ୍ଠ ନେତୃବୃନ୍ଦ ଏହାର ସଦସ୍ୟ ହୋଇ ଥିଲା ବେଳେ ସ୍ଥାଇ…

Continue Readingପାଳଲହଡ଼ା ବିଧାୟକ ଅଶୋକ ମହାନ୍ତି ହେଲେ ଗୃହ ବିଭାଗ ସ୍ଥାୟୀ କମିଟି ସଦସ୍ୟ

ବିଧାନସଭାରେ କଣିହାଁ ବ୍ଲକର ଦଲକ- ଝରଣ ପାଇଁ ପ୍ରଶ୍ନ କଲେ ବିଧାୟକ, ଖୁବ ଶୀଘ୍ର କାର୍ଯ୍ୟକ୍ଷମ କରାଇବାକୁ ଦେଲେ ପ୍ରତିଶ୍ରୁତି

ଅନୁଗୁଳ: ଅନୁଗୁଳ ଜିଲ୍ଲାସ୍ଥିତ କଣିହାଁ ବ୍ଲକ ଦଳକ ପଞ୍ଚାୟତର ଦଲକ- ଝରଣ ଏମଆଇପି ନେଇ ଆଜି ବିଧାନସଭାରେ ପ୍ରଶ୍ନ ଉଠାଇଛନ୍ତି ପାଳଲହଡ଼ା ବିଧାୟକ ଅଶୋକ ମହାନ୍ତି। ଏହାକୁ ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ସେ ଦାବି କରିଛନ୍ତି। ଶ୍ରୀ ମହାନ୍ତି କହିଛନ୍ତି, ୨୦୦୧…

Continue Readingବିଧାନସଭାରେ କଣିହାଁ ବ୍ଲକର ଦଲକ- ଝରଣ ପାଇଁ ପ୍ରଶ୍ନ କଲେ ବିଧାୟକ, ଖୁବ ଶୀଘ୍ର କାର୍ଯ୍ୟକ୍ଷମ କରାଇବାକୁ ଦେଲେ ପ୍ରତିଶ୍ରୁତି

ବିଜେଡିର ସମୀକ୍ଷା ବୈଠକ: ହାର ପାଇଁ ନିରାଶ ନ ହୋଇ ଜନତାଙ୍କ ସେବା ଜାରି ରଖିବାକୁ ଆହ୍ୱାନ

ଅନୁଗୁଳ: ଅନୁଗୁଳ ଜିଲ୍ଲା ପାଳଲହଡ଼ା ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ପକ୍ଷରୁ କଣିହାଁ ବ୍ଲକ ସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ସାଧାରଣ ନିର୍ବାଚନ ୨୦୨୪ରେ ବିଜୁ ଜନତା ଦଳର ବିପର୍ଯ୍ୟୟ ପରେ ଦଳର ଏହା ଥିଲା ପ୍ରଥମ ବୈଠକ।…

Continue Readingବିଜେଡିର ସମୀକ୍ଷା ବୈଠକ: ହାର ପାଇଁ ନିରାଶ ନ ହୋଇ ଜନତାଙ୍କ ସେବା ଜାରି ରଖିବାକୁ ଆହ୍ୱାନ

ଦରମା ବୃଦ୍ଧି ଦାବିରେ ମାଲ୍ୟାଗିରି ମହାବିଦ୍ୟାଳୟର କର୍ମଚାରୀଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ, କଳା ବ୍ୟାଜ୍ ପିନ୍ଧି ଦେଲେ ଧାରଣା

ଅନୁଗୁଳ: ଦରମା ବୃଦ୍ଧି ଦାବିରେ ଅନୁଗୁଳ ଜିଲ୍ଲା ପାଳଲହଡ଼ାସ୍ଥିତ ମାଲ୍ୟାଗିରି ମହାବିଦ୍ୟାଳୟର ଅଧ୍ୟାପକ ଓ ଅଧ୍ୟାପିକା ଅନିର୍ଦ୍ଦିଷ୍ଟ କାଳ ପାଇଁ କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ କରିଛନ୍ତି। ମହାବିଦ୍ୟାଳୟ କର୍ମଚାରୀ ମାନେ କଳା ବ୍ୟାଜ୍ ପିନ୍ଧି ସାମୂହିକ ଧାରଣାରେ ବସିଛନ୍ତି। ମହାବିଦ୍ୟାଳୟର ୮…

Continue Readingଦରମା ବୃଦ୍ଧି ଦାବିରେ ମାଲ୍ୟାଗିରି ମହାବିଦ୍ୟାଳୟର କର୍ମଚାରୀଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ, କଳା ବ୍ୟାଜ୍ ପିନ୍ଧି ଦେଲେ ଧାରଣା

ପାଳଲହଡ଼ାରେ ଲୋମହର୍ଷଣ ଘଟଣା! କାମାନ୍ଧ କକା ଲୁଟିଲା ୫ ବର୍ଷର ଝିଆରୀର ସର୍ବସ୍ବ, କୁର୍‌କୁରେ ଦେବା ବାହାନାରେ ଜବରଦସ୍ତି କଲା ଦୁଷ୍କର୍ମ

ପାଳଲହଡ଼ା: ପୁଣି କାମାନ୍ଧ ସମ୍ପର୍କୀୟ ଲୁଟିଲା କୁନି ଝିଅର ସର୍ବସ୍ବ। ଝିଆରୀର ରକ୍ଷା କବଚ ସାଜିବା ବଦଳରେ ଖୋଦ କକା ପାଲଟିଗଲା ପିଶାଚ। ପାଞ୍ଚ ବର୍ଷର କୁନି ଝିଅକୁ କଲା ଦୁଷ୍କର୍ମ। ଏଭଳି ଛାତିଥରା ଅମାନୁଷିକ ଘଟଣା ଘଟିଛି ଅନୁଗୁଳ ଜିଲ୍ଲା…

Continue Readingପାଳଲହଡ଼ାରେ ଲୋମହର୍ଷଣ ଘଟଣା! କାମାନ୍ଧ କକା ଲୁଟିଲା ୫ ବର୍ଷର ଝିଆରୀର ସର୍ବସ୍ବ, କୁର୍‌କୁରେ ଦେବା ବାହାନାରେ ଜବରଦସ୍ତି କଲା ଦୁଷ୍କର୍ମ

ପାଳଲହଡ଼ା ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳର ବ୍ଲକସ୍ତରୀୟ ସମୀକ୍ଷା ବୈଠକ: ଜନତାଙ୍କ ସେବା ଜାରି ରଖିବାକୁ ଆହ୍ୱାନ

ଅନୁଗୁଳ: ଅନୁଗୁଳ ଜିଲ୍ଲାର ପାଳଲହଡ଼ା ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ପକ୍ଷରୁ ବ୍ଲକ ସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ସାଧାରଣ ନିର୍ବାଚନ ୨୦୨୪ ରେ ବିଜୁ ଜନତା ଦଳର ବିପର୍ଯ୍ୟୟ ପରେ ଦଳ ପକ୍ଷରୁ ଏହା ପ୍ରଥମ ବୈଠକ…

Continue Readingପାଳଲହଡ଼ା ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳର ବ୍ଲକସ୍ତରୀୟ ସମୀକ୍ଷା ବୈଠକ: ଜନତାଙ୍କ ସେବା ଜାରି ରଖିବାକୁ ଆହ୍ୱାନ

ଗାଧୋଇବା ହେଲା କାଳ! ପୋଖରୀରେ ବୁଡ଼ି ଗଲା ଯୁବକଙ୍କ ଜୀବନ

ପାଳଲହଡ଼ା: ପୋଖରୀରେ ବୁଡ଼ି ଗଲା ଯୁବକଙ୍କ ଜୀବନ। ଆଜି ସ୍ଥାନୀୟ ଈଶ୍ୱର ନଗର ପଞ୍ଚାୟତ ବୋଡାପଦା ଗାଁର ଜଣେ ଯୁବକଙ୍କର ପୋଖରୀରେ ବୁଡ଼ି ମୃତ୍ୟୁ ଘଟିଛି। ମୃତକ ହେଲେ ସେହି ଗାଁର ପଦ୍ମ ଲୋଚନ ସାହୁଙ୍କ ପୁଅ ପ୍ରଦୀପ କୁମାର ସାହୁ…

Continue Readingଗାଧୋଇବା ହେଲା କାଳ! ପୋଖରୀରେ ବୁଡ଼ି ଗଲା ଯୁବକଙ୍କ ଜୀବନ

ଅନୁଗୁଳ ଓ ପାଳଲହଡ଼ାରେ ଜନ ଶୁଣାଣି କାର୍ଯ୍ୟକ୍ରମ ଆୟୋଜିତ

ଅନୁଗୁଳ: ଜିଲ୍ଲାପାଳ ମହମ୍ମଦ ଅବଦଲ୍ ଅଖତରଙ୍କ ଅଧ୍ୟକ୍ଷତାରେ ପାଳଲହଡ଼ା ବ୍ଲକ କାର୍ଯ୍ୟଳୟ ପରିସରରେ ସୋମବାର ଜିଲ୍ଲାସ୍ତରୀୟ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଜନଶୁଣାଣି ଶିବିରରେ ସମୁଦାୟ ୫୦ଟି ଅଭିଯୋଗ ଗ୍ରହଣ କରାଯାଇଥିବା ବେଳେ ସେଥିରୁ ୪୪ଟି ବ୍ୟକ୍ତିଗତ ଓ ୦୬ଟି…

Continue Readingଅନୁଗୁଳ ଓ ପାଳଲହଡ଼ାରେ ଜନ ଶୁଣାଣି କାର୍ଯ୍ୟକ୍ରମ ଆୟୋଜିତ

ସଡକ ସୁରକ୍ଷା କମିଟି ବୈଠକ

ଅନୁଗୁଳ: ଜିଲ୍ଲା ସଡକ ସୁରକ୍ଷା କମିଟିର ଏକ ବୈଠକ ଆଜି ପୂର୍ବାହ୍ନରେ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଜିଲ୍ଲାପାଳ ମହମ୍ମଦ ଅଦ୍ଦାଲ୍ ଅଖତରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକର ପ୍ରାରମ୍ଭରେ ଜୁନ୍ ମାସରେ ହୋଇଥିବା ଦୁର୍ଘଟଣା, ନିଆଯାଇଥ‌ିବା କାର୍ଯ୍ୟାନୁଷ୍ଠାନ ଓ ବିଭିନ୍ନ…

Continue Readingସଡକ ସୁରକ୍ଷା କମିଟି ବୈଠକ