ସୁଭଦ୍ରା ଯୋଜନାର ରୂପରେଖ ଉପରେ ଆଲୋଚନା ଚକ୍ର: ସବୁ ମା’ କିପରି ଲାଭ ପାଇବେ ତାହାକୁ ଗୁରୁତ୍ୱ

ପାଳଲହଡ଼ା: ସୁଭଦ୍ରା ଯୋଜନାର ରୂପରେଖ ଉପରେ ଏକ ଆଲୋଚନା ଚକ୍ର ସ୍ଥାନୀୟ ଶରତ ଚନ୍ଦ୍ର କ୍ଳବ ପରିସରରେ ଅନୁଷ୍ଠିତ ହୋଇଛି। ବରିଷ୍ଠ ବିଜେପି ନେତା ଆଡ଼ଭୋକେଟ ତନ୍ମୟ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କର୍ମଶାଳାରେ ମୁଖ୍ୟ ଅତିଥି ରୂପେ ସ୍ଥାନୀୟ…

Continue Readingସୁଭଦ୍ରା ଯୋଜନାର ରୂପରେଖ ଉପରେ ଆଲୋଚନା ଚକ୍ର: ସବୁ ମା’ କିପରି ଲାଭ ପାଇବେ ତାହାକୁ ଗୁରୁତ୍ୱ

ଅଧା ରହିଗଲା ତାରିଣୀ ଦର୍ଶନ! ଟ୍ରକକୁ ଧକ୍କା ଦେଲା ଯାତ୍ରୀବାହୀ ବୋଲେରୋ, ପୂରା ପରିବାର ଗୁରୁତର

ଅନୁଗୁଳ: ଅଧା ରହିଗଲା ତାରିଣୀ ଦର୍ଶନ। ମଝି ରାସ୍ତାରେ ଟ୍ରକକୁ ଧକ୍କା ଦେଲା ବୋଲେରୋ। ସମସ୍ତ ଯାତ୍ରୀ ଗୁରୁତର। ସୂଚନା ମୁତାବକ, ସୋମବାର ରାତିରେ ଅନୁଗୁଳ ଜିଲ୍ଲା ଛେଳିଆପଡା ଗାଁର ଗୋଟିଏ ପରିବାର ତାରିଣୀ ଦର୍ଶନ କରିବା ପାଇଁ ବୋଲେରୋରେ କେନ୍ଦୁଝର…

Continue Readingଅଧା ରହିଗଲା ତାରିଣୀ ଦର୍ଶନ! ଟ୍ରକକୁ ଧକ୍କା ଦେଲା ଯାତ୍ରୀବାହୀ ବୋଲେରୋ, ପୂରା ପରିବାର ଗୁରୁତର

ପାଳଲହଡ଼ା କେନ୍ଦୁପତ୍ର ତୋଳାଳି ଓ ସିଜିନାଲ କର୍ମଚାରୀ ସଂଘ ପକ୍ଷରୁ ବିଧାୟକଙ୍କୁ ସମ୍ବର୍ଦ୍ଧନା

ପାଳଲହଡ଼ା: ମଙ୍ଗଳବାର ପାଳଲହଡ଼ା ବିଧାୟକ ଅଶୋକ ମହାନ୍ତିଙ୍କୁ ପାଳଲହଡା ନିର୍ବାଚନ ମଣ୍ଡଳୀ କେନ୍ଦୁପତ୍ର ତୋଳାଳି ଓ ସିଜିନାଲ କର୍ମଚାରୀ ସଂଘ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ବିଧାୟକଙ୍କୁ ସ୍ଥାନୀୟ ଜାତୀୟ ରାଜପଥ ଡାକ ବଙ୍ଗଳା ଠାରୁ କେନ୍ଦୁପତ୍ର କାର୍ଯ୍ୟାଳୟ ପର୍ଯ୍ୟନ୍ତ ପାଛୋଟି ନିଆଯାଇଥିଲା।…

Continue Readingପାଳଲହଡ଼ା କେନ୍ଦୁପତ୍ର ତୋଳାଳି ଓ ସିଜିନାଲ କର୍ମଚାରୀ ସଂଘ ପକ୍ଷରୁ ବିଧାୟକଙ୍କୁ ସମ୍ବର୍ଦ୍ଧନା

ପରକ୍ରିୟା ପ୍ରୀତି ସନ୍ଦେହ! ସାଙ୍ଗକୁ ଟ୍ରକ ଚପାଇ ମାରିଲା ସାଙ୍ଗ

ପାଳଲହଡ଼ା: ପାଳଲହଡ଼ା ଥାନା ଅନ୍ତର୍ଗତ କରଡ଼ାପାଳ ପଞ୍ଚାୟତ ଧାରିପଥର ଗ୍ରାମରେ ସାଙ୍ଗକୁ ଟ୍ରକ ମଡ଼ାଇ ହତ୍ୟା କରିଛି ସାଙ୍ଗ। ପରକୀୟା ପ୍ରୀତି ସନ୍ଦେହରେ ଏପରି କାଣ୍ଡ ଘଟାଇଥିବା ଜଣାଯାଇଛି। ସୂଚନା ମୁତାବକ, କରଡ଼ାପାଳ ପଞ୍ଚାୟତ ବାଂଖୁଲ ଗ୍ରାମର ଟ୍ରକ ଡ୍ରାଇଭର ସନ୍ତୋଷ…

Continue Readingପରକ୍ରିୟା ପ୍ରୀତି ସନ୍ଦେହ! ସାଙ୍ଗକୁ ଟ୍ରକ ଚପାଇ ମାରିଲା ସାଙ୍ଗ

ବିଦ୍ୟୁତ ବିଭାଗର ଅପାରଗତା! କାଳବୈଶାଖୀ ଭାଙ୍ଗିଲା ଇଲେକ୍ଟ୍ରିକ ଟାୱାର, ପୁନଃ ସଂଯୋଗ ଦେବାକୁ ଲାଗିଗଲା ୨୪ ଘଣ୍ଟା

  ପାଳଲହଡ଼ା: କାଳ ବୈଶାଖୀ ତାଣ୍ଡବରେ ୨୪ ଘଣ୍ଟା ପାଇଁ ବିଦ୍ୟୁତ ଯୋଗାଣ ଠପ୍ ହୋଇଯାଇଛି। ଶନିବାର ସନ୍ଧ୍ୟାରୁ ବିଦ୍ୟୁତ ବିଚ୍ଛିନ୍ନ ହେବା ପରେ ପୁନଃ ସଂଯୋଗ ପାଇଁ ପାଳଲହଡା ବିଦ୍ୟୁତ ବିଭାଗକୁ ପୂରା ଗୋଟିଏ ଦିନ ଲାଗିଯାଇଥିଲା। ସୂଚନା ଅନୁସାରେ,…

Continue Readingବିଦ୍ୟୁତ ବିଭାଗର ଅପାରଗତା! କାଳବୈଶାଖୀ ଭାଙ୍ଗିଲା ଇଲେକ୍ଟ୍ରିକ ଟାୱାର, ପୁନଃ ସଂଯୋଗ ଦେବାକୁ ଲାଗିଗଲା ୨୪ ଘଣ୍ଟା

ଶ୍ୱଶୁର ଘରୁ ଫେରିବା ବେଳେ ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ, ଜଣେ ଗୁରୁତର

ପାଳଲହଡା: ପାଳଲହଡା ଥାନା ଅନ୍ତର୍ଗତ ବତିସୁଂଆ ପଞ୍ଚାୟତ ପୁରୁଣାପାଣି ଛକ ନିକଟରେ ଏକ ସ୍କୁଟିକୁ ଅଜଣା ଗାଡ଼ି ଧକ୍କା ଦେବାରୁ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ଗୁରୁତର ହୋଇଛନ୍ତି। ସୂଚନା ଅନୁସାରେ, ଖମାର ଥାନା ଅନ୍ତର୍ଗତ କୁରୁମୁଳା ଗ୍ରାମର…

Continue Readingଶ୍ୱଶୁର ଘରୁ ଫେରିବା ବେଳେ ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ, ଜଣେ ଗୁରୁତର

ନିର୍ବାଚନ ଗଣତି ପାଇଁ ତିନି ଥାକିଆ ସୁରକ୍ଷା ବ୍ୟବସ୍ଥା

ଅନୁଗୁଳ: ଚଳିତ ନିର୍ବାଚନ ଭୋଟ ଗଣତି ପାଇଁ ତିନିଥାକିଆ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଚଳିତ ଥର ଅନୁଗୁଳ କଲେଜ୍,ଆଠମଲ୍ଲିକ କଲେଜ୍, ମାଲ୍ୟଗିରି କଲେଜ୍ ପାଲଲହଡ଼ା ଓ ତାଳଚେର କଲେଜ୍ ପରିସରରେ ଭୋଟ ଗଣତି କରାଯିବ। ସୁରକ୍ଷା ବ୍ୟବସ୍ଥାରେ ପ୍ରଥମେ ଲୋକାଲ…

Continue Readingନିର୍ବାଚନ ଗଣତି ପାଇଁ ତିନି ଥାକିଆ ସୁରକ୍ଷା ବ୍ୟବସ୍ଥା

ଚଳିତ ନିର୍ବାଚନ ପାଇଁ ଭୋଟ ଗଣତି ପ୍ରସ୍ତୁତି ଚୂଡାନ୍ତ

ଅନୁଗୁଳ: ଚଳିତ ନିର୍ବାଚନ ପାଇଁ ନିର୍ବାଚନ କମିଶନ ପକ୍ଷରୁ ପ୍ରସ୍ତୁତି ପର୍ବ ଶେଷ ହୋଇଛି।ଭୋଟ ଗଣତି ପାଇଁ ପାଲଲହଡ଼ାରେ ୧୧୬ ଜଣ କର୍ମଚାରୀ,ତାଳଚେରରେ ୧୨୦,ଅନୁଗୁଳରେ ୧୨୦,ଛେଣ୍ଡିପଦାରେ ୧୧୬ ଓ ଆଠମଲ୍ଲିକରେ ୧୨୦ ଏଭଳି ମୋଟ ୫୯୨ ଜଣ କର୍ମଚାରୀଙ୍କୁ ନିଯୁକ୍ତି ମିଳିଛି।…

Continue Readingଚଳିତ ନିର୍ବାଚନ ପାଇଁ ଭୋଟ ଗଣତି ପ୍ରସ୍ତୁତି ଚୂଡାନ୍ତ

ପ୍ରକାଶିତ ହେଲା ମ୍ୟାଟ୍ରିକ ପରୀକ୍ଷା ଫଳ ରତିକାନ୍ତ ୫୭୭ ନମ୍ୱର ରଖି ଜିଲ୍ଲା ଟପର

ଅନୁଗୁଳ: ଆଜି ପୂର୍ବାହ୍ନରେ ରାଜ୍ୟ ମ୍ୟାଟ୍ରିକ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ଅନୁଗୁଳ ଜିଲ୍ଲାରେ ମୋଟ ୧୬୪୮୬ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ଏମାନଙ୍କ ମଧ୍ୟରୁ ୯୬.୬୩ ପ୍ରତିଶତ ପିଲା ପଶ କରିଛନ୍ତି।ଚଳିତ ବର୍ଷ ଏ ୱାନ ରେ ୫୮ ଜଣ…

Continue Readingପ୍ରକାଶିତ ହେଲା ମ୍ୟାଟ୍ରିକ ପରୀକ୍ଷା ଫଳ ରତିକାନ୍ତ ୫୭୭ ନମ୍ୱର ରଖି ଜିଲ୍ଲା ଟପର

ସମ୍ପର୍କୀୟଙ୍କ ଗାଁକୁ ବୁଲିବାକୁ ଆସି ଗାଧୋଇବା ବେଳେ ପୋଖରୀରେ ବୁଡ଼ି ଯୁବକ ମୃତ

  ପାଳଲହଡ଼ା: ପାଳଲହଡ଼ା ଥାନା ଜୋକପାଣି ଗାଁରେ ଗାଧୋଇବା ବେଳେ ପୋଖରୀରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ହେଲେ ଖମାର ଥାନା ବଡସଡ଼ା ପଞ୍ଚାୟତ ରୋହିରା ଗ୍ରାମର ଲିଙ୍ଗରାଜ ବେହେରା (୨୧)। ସୂଚନା ମୁତାବକ, ଲିଙ୍ଗରାଜ ରବିବାର…

Continue Readingସମ୍ପର୍କୀୟଙ୍କ ଗାଁକୁ ବୁଲିବାକୁ ଆସି ଗାଧୋଇବା ବେଳେ ପୋଖରୀରେ ବୁଡ଼ି ଯୁବକ ମୃତ