ପଟାସ ସାରକୁ ଲୁଣ ଭାବି ଖାଇ ପାଞ୍ଚ ଜଣ ଶିଶୁ ଗୁରୁତର, ହସ୍ପିଟାଲରେ ଭର୍ତ୍ତି
ଅନୁଗୁଳ: ପଟାସ ସାରକୁ ଲୁଣ ଭାବି ଭୁଲରେ ଖାଇ ନୂଆଁମୁଣ୍ଡା ଗାଁର ୫ ଶିଶୁ ଗୁରୁତର ହୋଇଛନ୍ତି। ସମସ୍ତ ଗୁରୁତରଙ୍କୁ ପାଳଲହଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସେମାନଙ୍କ ଅବସ୍ଥା ସ୍ଥିର ଥିବା ଡାକ୍ତର କହିଛନ୍ତି। ସୂଚନା ମୁତାବକ, ଆଜି ଅପରାହ୍ନରେ…
