ଚାଷୀଙ୍କ ଘରୁ ଦୁଇଟି ବଳଦ ଚୋରି, ଚାଷ କେମିତି କରିବେ ଚିନ୍ତାରେ ପରିବାର

ଅନୁଗୁଳ: ଅନୁଗୁଳ ଜିଲ୍ଲା ପୁରୁଣାକୋଟ ଥାନା ସରଧାପୁର ଗାଁର ଜଣେ ବ୍ୟକ୍ତିଙ୍କ ଘରୁ ଦୁଇଟି ବଳଦ ଚୋରି ହୋଇଛି। ଗାଁର ଭାରତୀ ପ୍ରଧାନଙ୍କ ଘରୁ ବୁଧବାର ବଳଦ ଚୋରି ହୋଇଥିବା ନେଇ ସେ ଅଭିଯୋଗ କରିଛନ୍ତି। ଏହି ଚାଷୀ ପରିବାରର ସମ୍ପତ୍ତି…

Continue Readingଚାଷୀଙ୍କ ଘରୁ ଦୁଇଟି ବଳଦ ଚୋରି, ଚାଷ କେମିତି କରିବେ ଚିନ୍ତାରେ ପରିବାର

ଯୁବକଙ୍କ ଗଳିତ ଶବ ଉଦ୍ଧାର, ପରିଚୟ ଅସ୍ପଷ୍ଟ

  ଅନୁଗୁଳ: ଅନୁଗୁଳ ଜିଲ୍ଲା ପୁରୁଣାକୋଟ ଥାନା ସରଧାପୁର ପଞ୍ଚାୟତ ପୁଇପାଣି ନିକଟରୁ ଯୁବକଙ୍କ ଗଳିତ ଶବ ଉଦ୍ଧାର ହୋଇଛି। ସୂଚନା ମୁତାବକ, ପୁଇପାଣି ନିକଟକୁ କିଛି ଯୁବକ ସୋମବାର ସକାଳେ ଶୌଚ ହେବାକୁ ଯାଉଥିବା ବେଳେ ଦୁର୍ଗନ୍ଧ ହୋଇଥିଲା। କଣ…

Continue Readingଯୁବକଙ୍କ ଗଳିତ ଶବ ଉଦ୍ଧାର, ପରିଚୟ ଅସ୍ପଷ୍ଟ

ଅନ୍ଧାରରେ ହାତୀକୁ ପିଟିଲା ବାଇକ୍, ଦୁଇ ଗୁରୁତର ହସ୍ପିଟାଲରେ ଭର୍ତ୍ତି

ଅନୁଗୁଳ: ଅନୁଗୁଳ ଜିଲ୍ଲା ପୁରୁଣାକୋଟ ଥାନା ଲବଙ୍ଗି ଗ୍ରାମରେ ଗୁରୁବାର ରାତିରେ ହାତୀ ସାମ୍ନାକୁ ଆସିଯିବାରୁ ବାଇକରୁ ପଡ଼ିହୋଇ ଦୁଇ ଜଣ ଗୁରୁତର ହୋଇଛନ୍ତି। ଉଭୟଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସୂଚନା ମୁତାବକ, ଲବଙ୍ଗି ଗ୍ରାମର ଦୁଇଜଣ ବ୍ୟକ୍ତି…

Continue Readingଅନ୍ଧାରରେ ହାତୀକୁ ପିଟିଲା ବାଇକ୍, ଦୁଇ ଗୁରୁତର ହସ୍ପିଟାଲରେ ଭର୍ତ୍ତି

ଶୋଇଥିବା ବେଳେ ସାପ କାମୁଡ଼ାରେ ଜଣେ ମୃତ

ଅନୁଗୁଳ: ସାପ କାମୁଡ଼ାରେ ପୁରୁଣାକୋଟ ଥାନା ଅନ୍ତର୍ଗତ ଟାଇଁସି ପଞ୍ଚାୟତର ଧରାକୁଠ ଗ୍ରାମର ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ପ୍ରଫୁଲ୍ଲ ମାଟିଆରି(୪୫)। ସୂଚନା ମୁତାବକ, ପ୍ରଫୁଲ୍ଲ ଘରେ ଶୋଇଥିବା ବେଳେ ଏକ ବିଷାକ୍ତ ସାପ ତାଙ୍କୁ କାମୁଡି ଦେଇଥିଲା।…

Continue Readingଶୋଇଥିବା ବେଳେ ସାପ କାମୁଡ଼ାରେ ଜଣେ ମୃତ

ମଞ୍ଚାରେ ଶୋଇଥିଲେ ତଣ୍ଟି କାଟିଦେଲେ ଦୁର୍ବୃତ୍ତ

ଅନୁଗୁଳ: ରବିବାର ରାତିରେ ଅନୁଗୁଳ ଜିଲ୍ଲା ପୁରୁଣା କୋଟ ଥାନା ଓଳାବିର ଗାଁରେ ଏକ ହତ୍ୟାକାଣ୍ଡ ଘଟିଛି। ହତ୍ୟାକାଣ୍ଡର ଶିକାର ହୋଇଥିବା ବ୍ୟକ୍ତି ସେହି ଗାଁର ବିଶ୍ଵନାଥ ବର୍ଗିଆ। ସୂଚନା ଯେ, ବିଶ୍ଵନାଥ ବନ୍ୟଜନ୍ତୁଙ୍କ କବଳରୁ ଫସଲକୁ ରକ୍ଷା କରିବା ପାଇଁ…

Continue Readingମଞ୍ଚାରେ ଶୋଇଥିଲେ ତଣ୍ଟି କାଟିଦେଲେ ଦୁର୍ବୃତ୍ତ

ପୁରୁଣାକୋଟରେ ବିଜେପିର ଜନସମ୍ପର୍କ ଅଭିଯାନ, ବାଣ୍ଟିଲେ ପ୍ରଚାର ପତ୍ର

ଅନୁଗୁଳ: ଅନୁଗୁଳ ଜିଲ୍ଲା ପୁରୁଣାକୋଟ ଗ୍ରାମରେ ବିଜେପିର ଜନ ସମ୍ପର୍କ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ପ୍ରାକ୍ତନ ସାଂସଦ ରୁଦ୍ର ନାରାୟଣ ପାଣି, ରାଜ୍ୟ ସମ୍ପାଦକ କାଳନ୍ଦି ସାମଲ ଘର ଘର ବୁଲି ମୋଦି ସରକାରଙ୍କ ସେବା ସୁଶାସନ ଗରିବ କଲ୍ୟାଣର…

Continue Readingପୁରୁଣାକୋଟରେ ବିଜେପିର ଜନସମ୍ପର୍କ ଅଭିଯାନ, ବାଣ୍ଟିଲେ ପ୍ରଚାର ପତ୍ର

ରାତି ପାହିଲେ ହୋଇଥାନ୍ତା ବିବାହ: ହୋଲି ଖେଳି ସାରି ଗାଧୋଇବା ବେଳେ ପାଣିରେ ବୁଡ଼ି ଯାଇ ଗଲା ବର ଜୀବନ

ଅନୁଗୁଳ: ସରିଥିଲା ସବୁ ପ୍ରସ୍ତୁତି। ହୋଲି ସରିଥିଲେ ପରଦିନ ହୋଇଥାନ୍ତା ରୀତିନୀତି ଅନୁଯାୟୀ ବିବାହ। କିନ୍ତୁ ବିଧିର ବିଧାନ ଥିଲା ଅଲଗା। ବାହା ହୋଇ ବୋହୂକୁ ସସମ୍ମାନେ ଘରକୁ ଆଣିବା ପୂର୍ବରୁ ଚାଲିଗଲା ବର ନିଶା ବେହେରାର ଜୀବନ। ପୁରୁଣାକୋଟ ଥାନା…

Continue Readingରାତି ପାହିଲେ ହୋଇଥାନ୍ତା ବିବାହ: ହୋଲି ଖେଳି ସାରି ଗାଧୋଇବା ବେଳେ ପାଣିରେ ବୁଡ଼ି ଯାଇ ଗଲା ବର ଜୀବନ

ଆରପାରିରେ ଅବସରପ୍ରାପ୍ତ ଶିକ୍ଷକ ତଥା ଆଧ୍ୟାତ୍ମିକ ଚେତନାର ପୂଜାରୀ ବ୍ରଜବନ୍ଧୁ ପ୍ରଧାନ

ଅନୁଗୁଳ: ସ୍ଥାନୀୟ ପୁରୁଣାକୋଟ ଥାନା ଟାଇଁସି ଗାଁର ଅବସରପ୍ରାପ୍ତ ଶିକ୍ଷକ ତଥା ଆଧ୍ୟାତ୍ମିକ ଚେତନାର ପୂଜାରୀ ବ୍ରଜବନ୍ଧୁ ପ୍ରଧାନଙ୍କର ଆଜି ଅପରାହ୍ନରେ ୭୮ ବର୍ଷ ବୟସରେ ପରଲୋକ ହୋଇଛି। କିଛି ଦିନ ହେଲା ସେ ଅସୁସ୍ଥ ଥିଲେ। ତେବେ ଆଜି ହଠାତ…

Continue Readingଆରପାରିରେ ଅବସରପ୍ରାପ୍ତ ଶିକ୍ଷକ ତଥା ଆଧ୍ୟାତ୍ମିକ ଚେତନାର ପୂଜାରୀ ବ୍ରଜବନ୍ଧୁ ପ୍ରଧାନ

ସ୍ବାମୀ ସ୍ତ୍ରୀଙ୍କୁ ମରଣାନ୍ତକ ଆକ୍ରମଣକରି ଯୁବକ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ପୁରୁଣାକୋଟ ଥାନା ଅନ୍ତର୍ଗତ ପୁରୁଣାକୋଟ ଗାଁର ଜଣେ ଯୁବକ ପୂର୍ବ ଶତ୍ରୁତାରୁ ସ୍ବାମୀ ଓ ସ୍ତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗରେ ଗିରଫ ହୋଇଛନ୍ତି। ସୂଚନା ଯେ, ଗାଁର ପିଣ୍ଟୁ ଓରଫ ରମେଶ ଚନ୍ଦ୍ର ଗଡ଼ନାୟକ(୩୦)ଙ୍କ ସହ ପବନା…

Continue Readingସ୍ବାମୀ ସ୍ତ୍ରୀଙ୍କୁ ମରଣାନ୍ତକ ଆକ୍ରମଣକରି ଯୁବକ ଗିରଫ

ବାର୍‌ହା ଆକ୍ରମଣରେ ଗାଈ ଚରାଳି ମୃତ

ଅନୁଗୁଳ: ଆଜି ସକାଳେ ପୁରୁଣା କୋଟ ଥାନା ମଣିକଯୋଡି ପଞ୍ଚାୟତ କୂଳସର ଗାଁର ବିନୋଦ ନାଏକର ବାର୍‌ହା ଆକ୍ରମଣରେ ମୃତ୍ୟୁ ଘଟିଛି। ବିନୋଦ(୩୦)‌ ଅନ୍ୟ ଜଣକୁ ସାଥି କରି ଘର ପାଖ ଜଙ୍ଗଲକୁ ଗାଈ ଚରାଇବାକୁ ଯାଇଥିବା ବେଳେ‌ ବୁଦା ଭିତରୁ…

Continue Readingବାର୍‌ହା ଆକ୍ରମଣରେ ଗାଈ ଚରାଳି ମୃତ