ଶୈକ୍ଷିକ ମହାସଂଘ ପକ୍ଷରୁ ନୂତନ ବିଇଓଙ୍କୁ ସମ୍ବର୍ଦ୍ଧନା

You are currently viewing ଶୈକ୍ଷିକ ମହାସଂଘ ପକ୍ଷରୁ ନୂତନ ବିଇଓଙ୍କୁ ସମ୍ବର୍ଦ୍ଧନା

ଅନୁଗୁଳ: ବୁଧବାର ଅଖିଳ ଭାରତୀୟ ରାଷ୍ଟ୍ରୀୟ ଶୈକ୍ଷିକ ମହାସଂଘ ପକ୍ଷରୁ ଅନୁଗୁଳର ନୂତନ ବ୍ଲକ ଶିକ୍ଷା ଅଧିକାରୀ ଅଶୋକ କୁମାର ପ୍ରଧାନଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଶାଖା ପକ୍ଷରୁ ସଭାପତି ସଂଜୀବ କୁମାର ସାହୁ,ସାଧାରଣ ସମ୍ପାଦକ ଦୀପକ କୁମାର ସାହୁଙ୍କ ସମେତ ପ୍ରଶାନ୍ତ କୁମାର ସାହୁ,ସୁଶୀଲ କୁମାର ପ୍ରଧାନ ଓ ପ୍ରଧାନ ଶିକ୍ଷକ କୀର୍ତ୍ତନ ସାହୁ ପ୍ରମୁଖ ନୂତନ ଵିଇଓ ଶ୍ରୀ ପ୍ରଧାନଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିବା ସହ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଧନା ଜଣାଇଥିଲେ। ବିଇଓ ଶ୍ରୀ ପ୍ରଧାନ ଏହାର ଉତ୍ତରରେ ସଂଘ କର୍ମକର୍ତ୍ତା ମାନଙ୍କୁ ଧନ୍ୟବାଦ୍ ଦେବା ସହ ସହଯୋଗ କାମନା କରିଥିଲେ।

Share

Leave a Reply