ଅନୁଗୁଳ: ଶନିବାର ବଡି ଭୋର ସମୟରେ ଅନୁଗୁଳ ମଦନମୋହନପଡ଼ା ମହିଳା ମହା ବିଦ୍ୟାଳୟ ନିକଟରେ ଅଚଳ ହୋଇ ପଡିଥିବା ଏକ କାର୍ରେ ନିଆଁ ଲାଗି ଯାଇଥିଲା। ଚାହୁଁ ଚାହୁଁ କାର୍ଟି ସମ୍ପୁର୍ଣ ପୋଡି ଯାଇଥିଲା। ଅଗ୍ନି କାଣ୍ଡର କାରଣ ଜଣା ପଡି ନାହିଁ। ଖବର ପାଇ ଅନୁଗୁଳ ଅଗ୍ନିଶମ ବାହିନୀ ଆସି ନିଆଁକୁ ଆୟତ୍ତ କରିଥିଲେ।
କାର୍ରେ ନିଆଁ ଲାଗି ଜଳିଗଲା
- Post published:September 3, 2022
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Biswaranjan Pattnaik
Tags: Angul


