ବିଦ୍ୟୁତ୍ ଝଟକାରେ ଦନ୍ତା ମଲା!

You are currently viewing ବିଦ୍ୟୁତ୍ ଝଟକାରେ ଦନ୍ତା ମଲା!

ଅନୁଗୁଳ: ଅନୁଗୁଳ ବନଖଣ୍ଡ ବନ୍ତଳା ବନାଞ୍ଚଳର ତଳଗଡ଼ ଗାଁ ନିକଟ ଜଙ୍ଗଲରେ ଏକ ଦନ୍ତାହାତୀର ମୃତଦେହ ଶୁକ୍ରବାର ଉଦ୍ଧାର ହୋଇଛି। ବିଦ୍ୟୁତ ଆଘାତ ଯୋଗୁଁ ଦନ୍ତା ହାତୀର ମୃତ୍ୟୁ ହୋଇଥିବା ପାରିପାର୍ଶ୍ବିକ ପରିସ୍ଥିତିରୁ ଜଣାପଡିଛି। ଏହି ଘଟଣାରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିବା ବନ୍ତଳା ବନାଞ୍ଚଳ ଅଧିକାରୀ ମାଧବଚନ୍ଦ୍ର ନାଏକ ସୂଚନା ଦେଇଛନ୍ତି।

Share

Leave a Reply