ନାରୀ ସୁରକ୍ଷା ଓ ନିଶା ମୁକ୍ତି ନେଇ ଭାରତ ଭ୍ରମଣ

You are currently viewing ନାରୀ ସୁରକ୍ଷା ଓ ନିଶା ମୁକ୍ତି ନେଇ ଭାରତ ଭ୍ରମଣ

ଅନୁଗୁଳ: ନାଗପୁର ଅଞ୍ଚଳର ଜଣେ ଅବସରପ୍ରାପ୍ତ କର୍ମଚାରୀ ଦିଲୀପ ଭରତ ମଲିକ ନିଶା ମୁକ୍ତି , ନାରୀ ସୁରକ୍ଷା , ବେଟି ବଚାଓ ବେଟି ପଢ଼ାଓ, ଯୋଗ ଦ୍ୱାରା ସୁସ୍ଥ ଶରୀର ଏବଂ ଯୁଦ୍ଧରେ ସହିଦ ହୋଇଥିବା ଭାରତୀୟ ଯବାନ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବାପାଇଁ ସାଇକଲରେ ବିଭିନ୍ନ ଅଞ୍ଚଳ ଗସ୍ତ କରିବା ପରିପ୍ରେକ୍ଷିରେ ଅନୁଗୁଳରେ ଆସି ପହଞ୍ଚିଥିଲେ।

ଏଠାରେ ତାଙ୍କୁ କିଛି ଯୁବ ସ୍ଵେଚ୍ଛାସେବୀ ସ୍ଵାଗତ କରିଥିଲେ। ଜାନୁୟାରୀ ମାସରୁ ଲେହରୁ ଯାତ୍ରା ଆରମ୍ଭ କରି ଶ୍ରୀ ମଲିକ ଏପର୍ଯ୍ୟନ୍ତ ପ୍ରାୟ ୫୦ ହଜାର କିମି ଯାତ୍ରା କରି ସାରିଲେଣି ।

Share

Leave a Reply