ଅନୁଗୁଳ: ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ମଝିକା ଅଞ୍ଚଳରେ ଥିବା ଏକ ପରିତ୍ୟକ୍ତ ପ୍ଲାଷ୍ଟିକ୍ କାରଖାନାରୁ ଚୋରି ଅଭିଯୋଗରେ ପୁଲିସ ବୁଧବାର ୨ ଜଣଙ୍କୁ ଗିରଫ କରିଛି। ସୂଚନା ଯେ, ପରଙ୍ଗ ଗାଁର ଅନିଲ ସାହୁ(୩୦) ଓ ଗୋପବନ୍ଧୁ ଭୋଇ(୪୫) କାରଖାନାରୁ ବିଭିନ୍ନ ଯନ୍ତ୍ରାଶଂ ଚୋରିକରି ନେଉଥିବା ବେଳେ ପାଟ୍ରୋଲିଂ କରୁଥିବା ପୁଲିସ ସେମାନଙ୍କୁ ଧରିଥିଲା। ଏ ନେଇ ଥାନାରେ ଏକ ମାମଲା ରୁଜୁକରି ୨ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି।
ଚୋରି ଅଭିଯୋଗରେ ୨ ଗିରଫ
- Post published:January 6, 2022
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Angul TV Bureau
