ଅନୁଗୁଳ: କଟକ ଠାରେ ଅନୁଷ୍ଠିତ ହେବାକୁ ଥିବା ୧୬ ବର୍ଷରୁ କମ ଆନ୍ତଃଜିଲ୍ଲା କ୍ରିକେଟ ଟୁର୍ଣ୍ଣାମେଣ୍ଟ ପାଇଁ ଅନୁଗୁଳ ଜିଲ୍ଲାର ୧୬ ଜଣ ଖେଳାଳୀ କୋଚ ମିଲନ ସାହୁଙ୍କ ତତ୍ୱବାଧାନରେ ଗସ୍ତ କରିଛନ୍ତି। ରବିବାର ଅନୁଗୁଳ ତାର ପ୍ରଥମ ମ୍ୟାଚରେ ସୁନ୍ଦରଗଡ଼କୁ ଭେଟିଛି। ଡି ଗ୍ରୁପରେ ଅନୁଗୁଳକୁ ମିଶାଇ ସୁନ୍ଦରଗଡ଼,କଟକ -ଏ ନବରଙ୍ଗପୁର,ଗଂଜାମ,ପାରାଦୀପ ଆଦି
ଦଳ ରହିଛନ୍ତି।
୧୬ ବର୍ଷରୁ କମ କ୍ରିକେଟ ଟିମର କଟକ ଗସ୍ତ
