ଆସନ୍ତାକାଲି ଦିନିକିଆ ଅନୁଗୁଳ ଓ ଢେଙ୍କାନାଳ ଗସ୍ତରେ ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମାଘ ମେଳାରେ ଦେବେ ଯୋଗ

You are currently viewing ଆସନ୍ତାକାଲି ଦିନିକିଆ ଅନୁଗୁଳ ଓ ଢେଙ୍କାନାଳ ଗସ୍ତରେ ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମାଘ ମେଳାରେ ଦେବେ ଯୋଗ

ଅନୁଗୁଳ: କେନ୍ଦ୍ର ଶିକ୍ଷା ଦକ୍ଷତା ବିକାଶ ଓ ଉଦ୍ୟମିତା ବିଭାଗ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ଦିନିକିଆ ଗସ୍ତରେ ଅନୁଗୁଳ ଓ ଢେଙ୍କାନାଳ ଆସୁଛନ୍ତି।
ସେ ସକାଳ ୮ ଟାରେ ଭୁବନେଶ୍ୱରରୁ ବାହାରି ୧୧ଟା ବେଳେ ଅନୁଗୁଳ ଅଙ୍ଗାରବନ୍ଧ ମହିମା ଗାଦିରେ ମାଘ ପୂର୍ଣ୍ଣିମାରେ ଯୋଗଦେବେ। ସେଠାରୁ ଢେଙ୍କାନାଳ ଯାଇ ଦିନ ୨.୪୫ ରେ ଢେଙ୍କାନାଳ ଯୋରନ୍ଦା ମହିମା ଗାଦିରେ ଅନୁଷ୍ଠିତ ମାଘ ମେଳାରେ ଯୋଗଦେବେ।
ଧର୍ମେନ୍ଦ୍ରଙ୍କ ଏହି ଗସ୍ତକୁ ନେଇ ବିଜେପି କାର୍ଯ୍ୟକର୍ତ୍ତା ବେଶ୍ ଉତ୍ସାହିତ ଅଛନ୍ତି।

Share

Leave a Reply