ଅନୁଗୁଳ: କେନ୍ଦ୍ର ଶିକ୍ଷା ଦକ୍ଷତା ବିକାଶ ଓ ଉଦ୍ୟମିତା ବିଭାଗ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ଦିନିକିଆ ଅନୁଗୁଳ ଜିଲ୍ଲା ଗସ୍ତ ଆସିବେ। ଆସନ୍ତାକାଲି ସେ ଅନୁଗୁଳ ଜିଲ୍ଲାର ନାଲକୋ ଠାରେ ପହଞ୍ଚି ଜାତୀୟ ସ୍ତରର ଆଦିବାସୀ ମେଳା “ପରିଚୟ”କୁ ଉଦଘାଟନ କରିବେ। କେନ୍ଦ୍ରମନ୍ତ୍ରୀଙ୍କ ଗସ୍ତକୁ ନେଇ ବିଜେପି ଜିଲ୍ଲା ସଭାପତି ଦିଲେଶ୍ୱର ପ୍ରଧାନ ସୂଚନା ପ୍ରଦାନ କରିବା ସହ ବିଜେପି ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି ବୋଲି ପ୍ରକାଶ କରିଛନ୍ତି।
ଆସନ୍ତାକାଲି ନାଲକୋରେ ଜାତୀୟ ଆଦିବାସୀ ମେଳା ‘ପରିଚୟ’ ଉଦଘାଟନ କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
- Post published:August 17, 2023
- Post category:ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau
Tags: Angul


