ବିପଦ ସଂକୁଳ ପୌରପାଳିକା ମାର୍କେଟ

You are currently viewing ବିପଦ ସଂକୁଳ ପୌରପାଳିକା ମାର୍କେଟ

ଅନୁଗୁଳ: ଆଜି ବଡି ଭୋର ସମୟରେ ଅନୁଗୁଳ ଅମଲାପଡ଼ା ଶିଶୁ ଉଦ୍ୟାନ ପାଖ ଜୟଦୁର୍ଗା ମାର୍କେଟର ଦୋକାନ ଛାତ ଫିନ ଭାଙ୍ଗିଯାଇ ସିମେଣ୍ଟ ଚକଡ଼ା ଖସି ପଡିଥିଲା ଓ ବଡ ଖଣ୍ଡେ ଛଡ଼ ସହ ଝୁଲି ରହିଥିଲା। ଦୋକାନସବୁ ବନ୍ଦ ଥିବାରୁ କାହାରି କ୍ଷତି ହୋଇନାହିଁ। ତେବେ ଏହି ପୁରୁଣା ମାର୍କେଟର କିଛି କାନ୍ଥ ଫାଟିଲାଣି। ପୌରପାଳିକା ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି।

Share

Leave a Reply