ଦେଶର ପ୍ରଥମ ଉଡ଼ନ୍ତା ଟ୍ୟାକ୍ସିର ଅନାବରଣ

You are currently viewing ଦେଶର ପ୍ରଥମ ଉଡ଼ନ୍ତା ଟ୍ୟାକ୍ସିର ଅନାବରଣ

ଅନୁଗୁଳ: ବେଙ୍ଗାଲୁରୁର ଭାରତ ଗ୍ଲୋବାଲ ମୋବିଲିଟି ଏକ୍ସପୋରେ ଦେଶର ପ୍ରଥମ ଉଡ଼ନ୍ତା ଟ୍ୟାକ୍ସିର ଅନାବରଣ କରାଯାଇଛି। ଏହାକୁ ଦେଖିବାକୁ ଗ୍ରାହକଙ୍କ ଭିଡ ଲାଗିଛି। ସ୍ଥାନୀୟ ସରଳା ଏଭିଏସନ ପକ୍ଷରୁ ଏହାକୁ ନିର୍ମାଣ କରାଯାଇଛି। ଏଥିରେ ଛ’ ଜଣ ବସିପାରିବେ। ଘଣ୍ଟା ପ୍ରତି ୨୫୦ କିମି ବେଗରେ ଏହା ଉଡି ପାରିବ। ପ୍ରାରମ୍ଭିକ ଅବସ୍ଥାରେ ଏହା କୋଡିଏ ରୁ ତିରିଶ କିମି ପର୍ଯ୍ୟନ୍ତ ଉଡ଼ିବ। ୨୦୨୮ ମସିହାରେ ଏହା ବଜାରକୁ ଆସିବ ବୋଲି ଜଣାପଡିଛି।

Share

Leave a Reply