ଅନୁଗୁଳ: ଗତ ଚାରିଦିନ ଧରି ଅନୁଗୁଳରେ ଶୀତ ଲହର ଯୋଗୁଁ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ତାପମାତ୍ରା ୮ ଡିଗ୍ରୀରେ ପହଁଚିବାରୁ ସକାଳ ୮ଟା ପୂର୍ବରୁ ଘରୁ ବାହାରି ହେଉନାହିଁ। ଶୀତ ଯୋଗୁଁ ଅନୁଗୁଳ ବଜାରରେ ଶୀତ ବସ୍ତ୍ର ବିକ୍ରୀ ବୃଦ୍ଧି ପାଇଛି। ବିଶେଷକରି ଫୁଟପାଥରେ ଖୋଲିଥିବା ଶୀତ ବସ୍ତ୍ର ଅପେକ୍ଷାକୃତ ଶସ୍ତା ହୋଇଥିବାରୁ ଲୋକେ ସେଠାରେ ଭିଡ ଜମାଉ ଛନ୍ତି।ଚଳିତ ବର୍ଷ ଶୀତ ଋତୁରେ ପ୍ରାୟ ଦେଢ଼ କୋଟି ଟଙ୍କାର ଶୀତ ବସ୍ତ୍ର କାରବାର ହେବ ବୋଲି ଆଶା କରା ଯାଉଛି ।
ଅନୁଗୁଳରେ ଶୀତ ବସ୍ତ୍ର ବିକ୍ରି ବଢୁଛି
- Post published:December 25, 2021
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Biswaranjan Pattnaik
Tags: Angul
You Might Also Like
ପୁରୁଣାକୋଟରେ ବିଜେପିର ଜନସମ୍ପର୍କ ଅଭିଯାନ, ବାଣ୍ଟିଲେ ପ୍ରଚାର ପତ୍ର
ଆମ୍ବମୁଣ୍ଡା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ବାର୍ଷିକ ଉତ୍ସବ: ଶିଶୁ ମନ୍ଦିର ଏକ ସାମାଜିକ ଆଦର୍ଶ ଚେତନା କେନ୍ଦ୍ର ସହ ମଣିଷ ତିଆରି କାରଖାନା: ରୁଦ୍ର ନାରାୟଣ ପାଣି


