ବିଶ୍ଵ ସିକିଲସେଲ ଦିବସ ପାଳିତ, ରୋଗର ଲକ୍ଷଣ ଓ ପ୍ରତିକାର ନେଇ ସଚେତନ ହେଲେ ଲୋକେ

0

 

ଅନୁଗୁଳ: ଅନୁଗୁଳ ଜିଲ୍ଲା ଚମ୍ପତିମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ରଗଡିଆପଡା ପ୍ରାଥମିକ ବିଦ୍ୟାଳୟରେ ଆଜି ବିଶ୍ଵ ସିକିଲସେଲ ଦିବସ ପାଳିତ ହୋଇଛି। ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ଜୁନ ୧୯ରେ ବିଶ୍ଵ ସିକିଲସେଲ ଦିବସ ଏଠାରେ ବେଶ୍ ଧୁମଧାମରେ ପାଳିତ ହୋଇଛି। ଏହି ଦିବସ ପାଳନ ଅବସରରେ ଲୋକମାନେ କେମିତି ଏହି ରୋଗଠାରୁ ଦୂରେଇ ରହିବେ ଓ ଏହାର ଲକ୍ଷଣ ସମ୍ପର୍କରେ ଲୋକଙ୍କୁ ବୁଝା ଯାଇଥିଲା। ଏହି କାର୍ଯ୍ୟକ୍ରମ ତୁମୁଣୀ ସ୍ୱାସ୍ଥ୍ୟ ଆରୋଗ୍ୟ ଉପକେନ୍ଦ୍ର ଦ୍ଵାରା ହୋଇଥିଲା। କାର୍ଯ୍ୟକ୍ରମରେ ବହୁ ମହିଳା ଉପସ୍ଥିତ ଥିଲେ।

Leave A Reply

Your email address will not be published.

error: Content is protected !!