ଅନୁଗୁଳ: ଆଜି ସନ୍ଧ୍ୟାରେ ଅମଲାପଡା ଦଶହରା ମଣ୍ଡପ ପାଖ ରାସ୍ତା ନିକଟରୁ ଜଣେ ଯୁବକଙ୍କ ଶବ ଉଦ୍ଧାର କରାଯାଇଛି। ଯୁବକଙ୍କ ପକେଟରୁ ମିଳିଥିବା ଡିଏଲ ଅନୁସାରେ ତାଙ୍କ ନାମ ଅମ୍ଳାନ ରାଉତ,ଘର ଠିକଣା ତୁରଙ୍ଗ ବୋଲି ଲେଖା ଯାଇଛି।ଖବରପାଇ ତାଙ୍କ ଘର ଲୋକ ଅନୁଗୁଳ ଡାକ୍ତରଖାନାରେ ପହଞ୍ଚିଛନ୍ତି। ଶବ ବ୍ୟବଛେଦ ପରେ କେଉଁ ପରିସ୍ଥିତିରେ ଅମ୍ଳାନଙ୍କ ମୃତ୍ୟୁ ଘଟିଲା ତାହା ଜଣାପଡିବ।
ଦଶହରା ମଣ୍ଡପ ନିକଟରୁ ଯୁବକର ଶବ ଉଦ୍ଧାର
- Post published:December 5, 2022
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Biswaranjan Pattnaik

Tags: Angul