ରାଜ୍ୟ ଯୁବ ବିଜେଡ଼ି ଓ ଛାତ୍ର ବିଜେଡ଼ି ସଭାପତିଙ୍କୁ ଯୁବନେତା ସୌମ୍ୟରଞ୍ଜନ ଭେଟିଲେ

You are currently viewing ରାଜ୍ୟ ଯୁବ ବିଜେଡ଼ି ଓ ଛାତ୍ର ବିଜେଡ଼ି ସଭାପତିଙ୍କୁ ଯୁବନେତା ସୌମ୍ୟରଞ୍ଜନ ଭେଟିଲେ

ଅନୁଗୁଳ: ସୋମବାର ଭୁବନେଶ୍ୱର ଶଙ୍ଖ ଭବନରେ ରାଜ୍ୟ ଯୁବ ବିଜେଡ଼ି ଓ ଛାତ୍ର ବିଜେଡ଼ି ର ନବ ନିଯୁକ୍ତ କର୍ମକର୍ତ୍ତାଙ୍କ ଦାୟିତ୍ଵ ଗ୍ରହଣ ସମାରୋହରେ ଅନୁଗୁଳର ଯୁବ ନେତା ସୌମ୍ୟରଞ୍ଜନ ସାହୁ ସେମାନଙ୍କୁ ଭେଟି ଥିଲେ। ରାଜ୍ୟ ଯୁବ ବିଜେଡ଼ି ସଭାପତି ଚିନ୍ମୟ ସାହୁ ଏବଂ ଛାତ୍ର ବିଜେଡ଼ି ସଭାପତି ଇପ୍ସିତା ସାହୁଙ୍କୁ ଭେଟି ଜଗନ୍ନାଥଙ୍କ ସ୍ୱର୍ଣ୍ଣ  ସ୍ମାରକୀ ଭେଟି ଦେଇଥିଲେ।ଏଥି ସହିତ ଅନୁଗୁଳରେ ଯୁବ ଓ ଛାତ୍ର ସଂଗଠନ ସ୍ଥିତି ଓ ଭବିଷ୍ୟତ ସମ୍ପର୍କରେ ସେ ଉଭୟଙ୍କ ସହ ଆଲୋଚନା କରିଥିଲେ।

Share

Leave a Reply