କାର୍ତିକେଶ୍ୱର ଭସାଣି ବେଳେ ଯୁବକଙ୍କ ଅଶ୍ଳୀଳ ନୃତ୍ୟଭଙ୍ଗୀ

You are currently viewing କାର୍ତିକେଶ୍ୱର ଭସାଣି ବେଳେ ଯୁବକଙ୍କ ଅଶ୍ଳୀଳ ନୃତ୍ୟଭଙ୍ଗୀ

ଅନୁଗୁଳ:  ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ହମାମୀରା ଗାଁରେ ଗତ ଶନିବାର ସନ୍ଧ୍ୟାରେ କାର୍ତିକେଶ୍ୱର ପୂଜା ଭସାଣି ବେଳେ ଡିଜେ କମ୍ପିଟିସନ୍ ଭିତ୍ତିରେ ବାଜୁ ଥିବା ବେଳେ ଜଣେ ଯୁବକଙ୍କ ଅଶୋଭନୀୟ ଆଚରଣ ଦର୍ଶକଙ୍କୁ ବେଶ ଅସନ୍ତୁଷ୍ଟ କରିଥିଲା। ହଜାର ହଜାର ଲୋକଙ୍କ ଭିଡ଼ ଭିତରେ ଡିଜେ ବାଜୁଥିବା ବେଳେ ସଂପୃକ୍ତ ଯୁବକ ଜଣକ ଗୋଟିଏ ଗାଡ଼ି ଉପରେ ଚଢ଼ି ଯାଇ ନିଜ ପ୍ୟାଣ୍ଟ୍ ଖୋଲି ଦେବା ସହ ଉତ୍ତେଜକ ଭଙ୍ଗୀରେ ନୃତ୍ୟ କରିଥିଲେ।ଭସାଣିରେ ଥିବା ମହିଳା ଛୋଟ ପିଲା ଏଭଳି ଅଶୋଭନୀୟ ନୃତ୍ୟ ଦେଖି ଜାଗା ଛାଡ଼ି ପଳାଇ ଯାଇଥିଲେ। ଏହି ଘଟଣା ଅଞ୍ଚଳରେ ଏବେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି।

Share

Leave a Reply