ଅନୁଗୁଳ: ଅନୁଗୁଳ ସହରରେ ସ୍ବରେଜ୍ ବ୍ୟବସ୍ଥାର ଉନ୍ନତି ପାଇଁ ପୌରପାଳିକା ପକ୍ଷରୁ ପ୍ରସ୍ତୁତି ଜୋର୍ଦାର୍ କରାଯାଇଛି। ଏଥିପାଇଁ ଅମଲାପଡ଼ା କେନାଲ୍ ରୋଡ୍ଠାରୁ ଚନ୍ଦନ ନର୍ସି˚ ହୋମ୍ ଯାଏଁ ରାସ୍ତା କଡ଼ରୁ ଜବରଦଖଲ ଉଚ୍ଛେଦ ପାଇଁ ନିଷ୍ପତ୍ତି ନିଆଯାଇଛି। ଆସନ୍ତା ୭ ତାରିଖ ଦିନ ଉଚ୍ଛେଦ ହେବ ବୋଲି କୁହାଯାଇଛି।
ସ୍ଵରେଜ୍ ବ୍ୟବସ୍ଥା ପାଇଁ ପ୍ରସ୍ତୁତି ଜୋର୍ଦାର୍
- Post published:November 6, 2020
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau
