ସହିଦ ମାନସଙ୍କ ସ୍ମୃତିପୀଠରେ ଶ୍ରଦ୍ଧାଞ୍ଜଳି ଦେଲେ ସେନାଧିକାରୀ

ଅନୁଗୁଳ: ୨୦୨୫ କାରଗିଲ ବିଜୟ ଦିବସର ଅବ୍ୟବହିତ ପୂର୍ବରୁ ସେନାର ୮ ମାଉଣ୍ଟେନ୍ ଡିଭିଜନ ପକ୍ଷରୁ ଯୁଦ୍ଧରେ ସହିଦ ହୋଇଥିବା ସମସ୍ତ ୫୨୭ ଜଣ ସହିଦଙ୍କ ପରିବାର ବର୍ଗଙ୍କୁ ଭେଟିବା ସହ ସ୍ମୃତିପୀଠରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଉଛି। ଏହି କ୍ରମରେ ଆଜିସେନାର…

Continue Readingସହିଦ ମାନସଙ୍କ ସ୍ମୃତିପୀଠରେ ଶ୍ରଦ୍ଧାଞ୍ଜଳି ଦେଲେ ସେନାଧିକାରୀ

ବିଶ୍ବ ମରୁଡ଼ି ଓ ମରୁଭୂମି ପ୍ରତିରୋଧ ଦିବସ ପାଳିତ: ଜୈବିକ କୃଷି, ବୃକ୍ଷର ଉପଯୁକ୍ତ ଯତ୍ନ ଓ ଜୈବବିବିଧତା ସନ୍ତୁଳନ ଉପରେ ଗୁରୁତ୍ୱ

ଅନୁଗୁଳ: ଅନୁଗୁଳ ବ୍ଲକ୍ ଅନ୍ତର୍ଗତ ବେତର ଗ୍ରାମରେ ମରୁଡ଼ି ଓ ମରୁଭୂମି ପ୍ରତିରୋଧ ଦିବସ ପାଳିତ ହୋଇଛି। ୱାର୍ଡ ମେମ୍ବର ହାଡିବନ୍ଧୁ ବେହେରାଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ସଚେତନତା ସଭାରେ ଗ୍ରାମର ଚିତ୍ରସେନ ପଧାନ, ପ୍ରଶାନ୍ତ ପ୍ରଧାନ, ପ୍ରକୃତି ପରିବେଶ ଓ ବନ୍ଯଜୀବନ…

Continue Readingବିଶ୍ବ ମରୁଡ଼ି ଓ ମରୁଭୂମି ପ୍ରତିରୋଧ ଦିବସ ପାଳିତ: ଜୈବିକ କୃଷି, ବୃକ୍ଷର ଉପଯୁକ୍ତ ଯତ୍ନ ଓ ଜୈବବିବିଧତା ସନ୍ତୁଳନ ଉପରେ ଗୁରୁତ୍ୱ

ରକ୍ତଦାନ ଶିବିର: ୬୮ ୟୁନିଟ ରକ୍ତ ସଂଗୃହୀତ

ଅନୁଗୁଳ: ଓଡ଼ିଶା ମୋ ପରିବାର ଜୀବନ ବିନ୍ଦୁ ଆନୁକୂଲ୍ୟରେ ଅନୁଗୁଳ ନିର୍ବାଚନ ମଣ୍ଡଳୀ ଅନୁଗୁଳ ବ୍ଲକ ବଡ଼କେରା ପଞ୍ଚାୟତର ବଡ଼କେରା ପ୍ରାଥମିକ ବିଦ୍ୟାଳୟର ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି। ଶିବିରରେ ଓଡିଶା ମୋ ପରିବାର ସହ ସଂଯୋଜକ ତଥା…

Continue Readingରକ୍ତଦାନ ଶିବିର: ୬୮ ୟୁନିଟ ରକ୍ତ ସଂଗୃହୀତ

ଟଙ୍କା ଦେଲାନି ବୋଲି ବାପାକୁ ହାଣିଲା ପୁଅ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ବଡକେରା ଗାଁରେ ଟଙ୍କା ନ ଦେବାରୁ ବାପାଙ୍କୁ ପନିଖିରେ ଗୋଡ଼ାଇ ହାଣିଛି ପୁଅ। ଶୁକ୍ରବାର ରାତିରେ ଏଭଳି ଅଭାବନୀୟ ଘଟଣା ଘଟିଛି। ସୂଚନା ମୁତାବକ, ବାପା ବିକ୍ରମ ସାହୁଙ୍କ ଆକାଉଣ୍ଟକୁ କୋଭିଡ ସହାୟତା…

Continue Readingଟଙ୍କା ଦେଲାନି ବୋଲି ବାପାକୁ ହାଣିଲା ପୁଅ

ଆମ୍ବୁଲାନ୍ସ ଧକ୍କାରେ ବୃଦ୍ଧାଙ୍କ ଜୀବନ ଗଲା

ଅନୁଗୁଳ: ଆମ୍ବୁଲାନ୍ସ ଧକ୍କାରେ ଗୁରୁତର ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଛି । ମୃତ ବୃଦ୍ଧା ହେଲେ ଜରପଡ଼ା ଥାନା ଇଲାକା ତୁବେ ଗ୍ରାମର ଚୁଇଁ ସାହୁ(୬୫)। ପ୍ରାପ୍ତ ସୂଚନା ମୁତାବକ, ବୁଧବାର ଦିନ…

Continue Readingଆମ୍ବୁଲାନ୍ସ ଧକ୍କାରେ ବୃଦ୍ଧାଙ୍କ ଜୀବନ ଗଲା

ଅଗ୍ନିକାଣ୍ଡରୁ ଅଳ୍ପକେ ବର୍ତ୍ତିଲା ପିଚୁ ବୋଝେଇ ଟ୍ରକ୍

ଅନୁଗୁଳ: ଏକ ବଡ଼ ଅଗ୍ନିକାଣ୍ଡରୁ ଅଳ୍ପକେ ବର୍ତ୍ତିଛି ଏକ ପିଚୁ ବୋଝେଇ ଟ୍ରକ୍ । ଟ୍ୟାଙ୍କରରୁ ଧୂଆଁ ବାହାରିବା ସହ ପିଚୁ ଝରିବା ଦେଖି ଟ୍ରକ୍ ଚାଳକ ଅଗ୍ନିଶମ ବାହିନୀକୁ ଖବର ଦେବା ପରେ ସ୍ଥିତି ଆୟତ୍ତକୁ ଆସିଛି । ସୂଚନା…

Continue Readingଅଗ୍ନିକାଣ୍ଡରୁ ଅଳ୍ପକେ ବର୍ତ୍ତିଲା ପିଚୁ ବୋଝେଇ ଟ୍ରକ୍