ଅନୁଗୁଳ: ଗତ ଶୁକ୍ରବାର ଅନୁଗଳର ବର୍ତ୍ତମାନ ସର୍ବନିମ୍ନ ତାପମାତ୍ରା ୧୪.୬ ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଛି। ଡିସେମ୍ବରରେ ଅନୁଗୁଳର ତାପମାତ୍ରା ପ୍ରାୟ ୧୫ ଡିଗ୍ରୀ ସେଲ୍ସିୟସ୍ ରହିଥାଏ। ତେଣୁ ନଭେମ୍ବର ଆରମ୍ଭରୁ ଶୀତ ଲହରୀ ପୂର୍ବାଭାସ ଦେଇଛି। ଶୀତକୁ ଦେଖି ଶୀତପୋଷାକ ବେପାରୀମାନେ ଛକ ବଜାରରେ ପସରା ଖୋଲିଲେଣି। ଦିଲ୍ଲୀ, ଲୁଧିଆନାରୁ ଶୀତ ପୋଷାକ ଆଣି ଏଠାରେ ବିକ୍ରି କରୁଛନ୍ତି। ଶୀତ ଯୋଗୁଁ ଚଳିତ ବର୍ଷ ଭଲ ବେପାର ହେବ ବୋଲି ସେମାନେ ଆଶା ବାନ୍ଧି ବସିଛନ୍ତି।
ଅନୁଗୁଳରେ ତାପମାତ୍ରା ଖସୁଛି
- Post published:November 8, 2020
- Post category:ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau
Tags: Angul
You Might Also Like
ଅନୁଗୁଳରେ ଭୋଟ ଦାନର ପ୍ରତିଶତ ବଢ଼ାଇବା ପାଇଁ ଜିଲ୍ଲା ପ୍ରଶାସନ ତତ୍ପର: ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଭୋଟରଙ୍କୁ ସଚେତନ କରିବାକୁ ନିଷ୍ପତ୍ତି
ଜଗତଗୁରୁ ଶଙ୍କରାଚାର୍ଯ୍ୟ ପୀଠ ତାଳଚେର ଶାଖାର କାର୍ଯ୍ୟକାରିଣୀ ବୈଠକ: ଭାରତକୁ ହିନ୍ଦୁରାଷ୍ଟ୍ର କରିବା ପାଇଁ ଶଙ୍କରାଚାର୍ଯ୍ୟଙ୍କ ବାଣୀ ଉପରେ ଗୁରୁତ୍ୱ





