ଅନୁଗୁଳ ଜିଲ୍ଲାରେ ହସ୍‌ପିଟାଲ୍‌ ଏବ˚ ସ୍କୁଲ୍‌ରେ ମିଳିବ ବ୍ରଡ୍‌ବ୍ୟାଣ୍ତ ସେବା

You are currently viewing ଅନୁଗୁଳ ଜିଲ୍ଲାରେ ହସ୍‌ପିଟାଲ୍‌ ଏବ˚ ସ୍କୁଲ୍‌ରେ ମିଳିବ ବ୍ରଡ୍‌ବ୍ୟାଣ୍ତ ସେବା

ଅନୁଗୁଳ: ରାଜ୍ୟ ସରକାର ଖଣିଜ ପାଣ୍ଠି ରହିଥିବା ଜିଲ୍ଲାଗୁଡ଼ିକରେ ସବୁ ହସ୍‌ପିଟାଲ୍‌ ଏବ˚ ସ୍କୁଲ୍‌କୁ ଏଣିକି ବ୍ରଡ୍‌ବ୍ୟାଣ୍ତ ସେବା ଯୋଗାଇଦେବେ। ଏଥିପାଇଁ ସରକାର ମୋଟ ୨୫୭ କୋଟି ଟଙ୍କା ୮ଟି ପ୍ରକଳ୍ପ ପାଇଁ ବ୍ୟୟ ବରାଦ କରିଛନ୍ତି। ଅନୁଗୁଳ, ଢେଙ୍କାନାଳ ସମେତ ୯ଟି ଜିଲ୍ଲା ଏଥିରୁ ଉପକୃତ ହେବେ। ବ୍ରଡବ୍ୟାଣ୍ତ ସେବା ବ୍ୟତୀତ ସ୍ବାସ୍ଥ୍ୟ ସେବାର ବିକାଶ, ଲାଇବ୍ରେରୀ, ବିଜ୍ଞାନାଗାର, ଉନ୍ନତ ମାନର ଆଇଟିଆଇ, ପଲିଟେକ୍‌ନିକ୍‌, ପ୍ରଶିକ୍ଷଣ କେନ୍ଦ୍ର, ଡାଏରୀ ଫାର୍ମର ବିକାଶ ଆଦି କ୍ଷେତ୍ରରେ ମଧ୍ଯ ଏହି ଅର୍ଥ ଖର୍ଚ୍ଚ ହେବ।

Share

Leave a Reply