କରୋନା ମୃତକଙ୍କ ପାଇଁ କାଠ ଅଭାବ!

You are currently viewing କରୋନା ମୃତକଙ୍କ ପାଇଁ କାଠ ଅଭାବ!

ଅନୁଗୁଳ: ନଭେମ୍ବର ଦ୍ବିତୀୟ ସପ୍ତାହ ଶେଷ ସୁଦ୍ଧା ଅନୁଗୁଳ ଜିଲ୍ଲାରେ ଥିବା ମୃତକ କରୋନା ରୋଗୀଙ୍କୁ କରଡ଼ାଗାଡ଼ିଆସ୍ଥିତ ସ୍ବତନ୍ତ୍ର ଶ୍ମଶାନ ପୀଠରେ ଦାହ କରାଯାଉଛି। ଏଥିପାଇଁ ପର୍ଯ୍ୟାପ୍ତ କାଠର ଆବଶ୍ୟକତା ରହିଛି। ଅନୁଗୁଳରେ ପର୍ଯ୍ୟାପ୍ତ କାଠ ଉପଲବ୍ଧ ନଥିବା ଜଣାଯାଇଛି। କାଠର ଅଭାବ ହେତୁ ତାଳଚେରରୁ କିଣାଯାଉଛି। କରୋନାର ୨ ପର୍ଯ୍ୟାୟ ସ˚କ୍ରମଣ ଭୟାବହ ହୁଏ ତେବେ ପରିସ୍ଥିତିର ମୁକାବିଲା କରିବା ପ୍ରଶାସନ ପାଇଁ କଷ୍ଟକର ହୋଇ ପଡ଼ିବ ବୋଲି କୁହାଯାଇଛି l

Share

Leave a Reply