ଦୀପାବଳି ବଜାର ସରଗରମ

You are currently viewing ଦୀପାବଳି ବଜାର ସରଗରମ

ଅନୁଗୁଳ: ଦୀପାବଳି ବଜାର ଦୀପ, ପୂଜା ସାମଗ୍ରୀ, କାଉଁରିଆ, ତେଲ, ଘିଅ କାରବାରକୁ ନେଇ ସରଗରମ ହୋଇଛି। ଧାର୍ମିକ ମାସ ଯୋଗୁଁ ବହୁ ସ˚ଖ୍ୟାରେ ଲୋକ ଏସବୁ ସାମଗ୍ରୀ କିଣୁଥିବା ଦେଖିବାକୁ ମିଳୁଛି। କିନ୍ତୁ କିଛି ଅସାଧୁ ଦୋକାନୀ ନିମ୍ନମାନର ଘିଅ, ରାଶିତେଲ, ଜଡ଼ା ତେଲ ଆଦି ବିିକି ଲୋକଙ୍କୁ ଠକୁଥିବା ନଜରକୁ ଆସିଛି। ବିଭିନ୍ନ ରାସାୟନିକ ପଦାର୍ଥରୁ ତିଆରି ଏହି ତେଲ ବାବଦରେ ଅନେକ ଲୋକ ଅଜଣା ଥିବାରୁ ଗ୍ରାହକମାନେ ବିନା ଦ୍ବିଧାରେ କିଣୁଥିବା ଦେଖିବାକୁ ମିଳୁଛି।

Share

Leave a Reply