ଅନୁଗୁଳ: ସମ୍ବଲପୁର ସାଂସଦ ନିତେଶ ଗଙ୍ଗଦେବଙ୍କ ଅନୁମୋଦନ କ୍ରମେ ଆଠମଲ୍ଲିକ ବିଧାନସଭା କ୍ଷେତ୍ର ତଥା କିଶୋରନଗର ବ୍ଲକ ଘୋଷର- ଡାଳପକା ସେତୁ ନିର୍ମାଣ ପାଇଁ ଜିଲ୍ଲା ଖଣିଜ ପାଣ୍ଠିରୁ ମଞ୍ଜୁରି ମିଳିଛି l ଏହି ସେତୁ ନିର୍ମାଣ ହେବା ଦ୍ଵାରା ୪ଟି ପଞ୍ଚାୟତ- ଯଥା ଝରlବେରିଣୀ, ଆମ୍ବପାଳ, ହିମିତିରା ଓ ସଞ୍ଜମୁରା ଅଧିବାସୀ ଉପକୃତ ହୋଇପାରିବେ l ସିଧାସଳଖ ୫୫ ନମ୍ବର ଜାତୀୟ ରାଜପଥରୁ ଠାକୁରଗଡ଼କୁ ମଧ୍ଯ ଯୋଗାଯୋଗ ସହଜ ହେବ ବୋଲି କୁହାଯାଇଛି l ଏଥିଲାଗି ସ୍ଥାନୀୟ ବୁଦ୍ଧିଜୀବୀ, ଜନସାଧାରଣଙ୍କ ପକ୍ଷରୁ ସାଂସଦଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି l
ସାଂସଦଙ୍କ ଦ୍ଵାରା ଘୋଷର- ଡାଳପକା ସେତୁକୁ ଅନୁମୋଦନ
- Post published:November 22, 2020
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau
