solar
Browsing Tag

Athamallik

୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ୍‌ର ମଇମୁରା ନିକଟରେ ଶନିବାର ସନ୍ଧ୍ୟାରେ ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହୋଇଛି। ରୋଗୀ ଆଣିବାକୁ ଠାକୁରଗଡ଼ ଦେଇ ମଇମୁରା ଗ୍ରାମକୁ ଯାଉଥିବା ବେଳେ ହଠାତ୍ ଏକ ବାଇକ୍ ସାମ୍‌ନାକୁ…
Read More...

ଏସିଆ ବୁକ୍ ଅଫ୍ ରେକର୍ଡରେ ରୁବେଲାଲ୍

ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ୍ କୁରୁମଟାପ ପଞ୍ଚାୟତର ରଘୁନାଥ ପ୍ରଧାନଙ୍କ ପୁଅ ରୁବେଲାଲ୍ ପ୍ରଧାନଙ୍କର ୧୨୧୪୪ ବର୍ଗ ଫୁଟ ବିଶିଷ୍ଟ ବାଲୁକା କଳା ଏସିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଛି । ଯାହା ଫଳରେ ତାଙ୍କୁ…
Read More...

ପାଣିରେ ବୁଡି ଦୁଇ ନାବାଳିକା ମୃତ

ଅନୁଗୁଳ: ଗୁରୁବାର ଦିନ ପ୍ରାୟ ବାରଟା ବେଳକୁ ଠାକୁରଗଡ଼ ଥାନା କୁରୁମଛକ ନିକଟସ୍ଥ ଏକ ପୋଖରୀ ରେ ବୁଡି ଦୁଇ ଜଣ ନାବାଳିକା ପ୍ରାଣ ହରାଇଥିବା ଜଣାପଡିଛି।ସେ ଦୁହିଁଙ୍କ ବୟସ ପ୍ରାୟ ଦଶ ବର୍ଷ ହେବ। ଗୁରୁବାର ହାଟ ପାଳି ଥିବାରୁ…
Read More...

ବାଇକ ଧକ୍କାରେ ବୃଦ୍ଧ ମୃତ

ଅନୁଗୁଳ: ସୋମବାର ସକାଳେ ପାଇକ ସାହି ନିକଟରେ ଏକ ସଡକ ଦୁର୍ଘଟଣାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ଅଜିତ ସାହୁ ଏବଂ ବୃନ୍ଦାବନ ସାହୁ ଏକ ବାଇକ ଯୋଗେ ଭଗାମୁଣ୍ଡା ରୁ ଖଡରାମୁଣ୍ଡା ଯାଉଥିବାବେଳେ ବିପରୀତ ଦିଗରୁ ଆସୁଥିବା ଅନ୍ୟ…
Read More...

ଭତ୍ତା ଟଙ୍କା ଚୋରି, ହିତାଧିକାରୀ ନିରାଶ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ୍ ଟାପଢୋଲ ପଞ୍ଚାୟତରେ ଭତ୍ତା ଟଙ୍କା ଚୋରି ହୋଇଯାଇଥିବାରୁ ଶତାଧିକ ହିତାଧିକାରୀଙ୍କୁ ନିରାଶ ହେବାକୁ ପଡ଼ିଛି। ଭତ୍ତା ମିଳିବାରେ ବିଳମ୍ବ ହେଉଥିବାରୁ ହିତାଧିକାରୀଙ୍କ ମଧ୍ୟରେ ନାନା…
Read More...

ଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଅନୁଗୁଳ: ଆଠମଲ୍ଲିକ ଥାନା ଇଲାକା ଏକ ଆମ୍ବ ଗଛରୁ ସୋମବାର ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ଯୁବକ ଆଠମଲ୍ଲିକ ଏନଏସି ୧୦ ନମ୍ବର ଓ୍ବାର୍ଡର କାଳିଆ ସାହୁଙ୍କ ପୁଅ ସତ୍ୟଜିତ ସାହୁ (୨୫) ବୋଲି ଜଣାପଡ଼ିଛି। ସୂଚନା…
Read More...

ନକଲି ଶିକ୍ଷକ ଧରାପଡ଼ିଲେ

ଅନୁଗୁଳ: ଜିଲ୍ଲା ଶିକ୍ଷା ବିଭାଗ ଆଖିରେ ଆଙ୍ଗୁଳି ଗେଞ୍ଜି ବର୍ଷେ କି ଦୁଇ ବର୍ଷ ନୁହଁ, ଦୀର୍ଘ ୧୦ ବର୍ଷ ହେଲା ଜଣେ ଯୁବକ କରିଆସୁଥିଲେ ଶିକ୍ଷକତା। ଯୋଗ୍ୟତା ନଥାଇ କେବଳ ପିଲାଙ୍କୁ ପଢ଼ାଇ ନଥିଲେ, ବରଂ ମାସକୁ ମାସ ଦରମା ମଧ୍ୟ…
Read More...

ଅବକାରୀ ଚଢଉ,୩ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଅବକାରୀ ବିଭାଗ ପକ୍ଷରୁ ମଙ୍ଗଳବାର ହଣ୍ଡପା ଓ ଠାକୁରଗଡ ଥାନା ଅଞ୍ଚଳରେ ଚଢଉ କରି ୫୨ ଲିଟର ଦେଶୀ ମହୁଲି ମଦ ସହ ଏକ ବାଇକକୁ ଜବତ କରିଛି । ଏଥରେ ୩ ଜଣଙ୍କୁ ଗିରଫ କରିଛି । ହଣ୍ଡପା ଥାନା…
Read More...

ଜଗନ୍ନାଥ ମନ୍ଦିରରୁ ଚୋରି

ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ସହରରେ ଥିବା ଜଗନ୍ନାଥ ମନ୍ଦିରରୁ ଶୁକ୍ରବାର ରାତିରେ ପିତ୍ତଳ ସାମଗ୍ରୀ ଚୋରି ହୋଇଛି । ସୂଚନା ଅନୁଯାୟୀ ମନ୍ଦିର ପୂଜଳ ଚିତ୍ତରଞ୍ଜନ ପାଣିଗ୍ରାହୀ ଶନିବାର ସକାଳେ ପୂଜାକରିବାକୁ ଆସି…
Read More...

ଅବକାରୀ ଚଢାଉ ୨ ଗିରଫ

ଅନୁଗୁଳ: ଆଠମଲ୍ଲିକ ଅବକାରୀ ବିଭାଗ ପକ୍ଷରୁ ଶନିବାର ଠାକୁରଗଡ ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଚଢାଉକରି ୫୫ ଲିଟର ଦେଶୀ ମହୁଲି ମଦ ଜବତ କରିବା ସହ ୨ ଜଣଙ୍କୁ ଗିରଫ କରାଯାଇଛି। ମିଣ୍ଡୋଳ ଗ୍ରାମର ତରୁଣୀ ସେଠୀଙ୍କ ଘରୁ ୩୫…
Read More...