୧୦୮ କେଜି ଗଞ୍ଜେଇ ଜବତ, ୬ ଗିରଫ

You are currently viewing ୧୦୮ କେଜି ଗଞ୍ଜେଇ ଜବତ, ୬ ଗିରଫ

ଅନୁଗୁଳ: ଶୁକ୍ରବାର ଅନୁଗୁଳ ଅବକାରୀ ଅଧିକ୍ଷିକା ମଧୁସ୍ମିତା ନାୟକଙ୍କ ନିର୍ଦ୍ଦେଶ କ୍ରମେ ଦୁଇଟି ଜାଗାରେ ଚଢ଼ାଉ କରାଯାଇଥିଲା।ବିଭାଗ ପକ୍ଷରୁ ମୁଣ୍ଡାସାହି ଛକରେ ଏକ ବଲରୋ (OD27 B 2828)କୁ ଅଟକ ରଖାଯାଇ ୬୦ କେଜି ଗଞ୍ଜେଇ ଜବତ କରାଯିବା ସହ ୩ ଜଣ ଚାଲାଣ କାରୀଙ୍କୁ ଗିରଫ କରାଯାଇଥିଲା। ସେହିଭଳି ବଇଣ୍ଡା ଛକରେ ଏକ ସନ୍ଦିଗ୍ଧ ଅଲ୍ଟୋ କାର (OR05 AF 9740) ଭିତରୁ ୪୮ କେଜି ଗଞ୍ଜେଇ ଜବତ କରାଯାଇଥିଲା। ଏହି ଘଟଣାରେ ମଧ୍ୟ ୩ ଜଣଙ୍କୁ ଗିରଫ କରାଯାଇଥିଲା। ଜବତ ଗଞ୍ଜେଇର ଦାମ ପ୍ରାୟ ୧୦ ଲକ୍ଷ ୮୦ ହଜାର ଟଙ୍କା ହେବ ବୋଲି ଜଣାପଡିଛି।

Share

Leave a Reply