ଅନୁଗୁଳରେ ୧୭ ମୋଟରସାଇକେଲ ଜବତ, ୧.୨୭ ଲକ୍ଷ ଜରିମାନା

You are currently viewing ଅନୁଗୁଳରେ ୧୭ ମୋଟରସାଇକେଲ ଜବତ, ୧.୨୭ ଲକ୍ଷ ଜରିମାନା

ଅନୁଗୁଳ : ସହରରେ ବିକଟାଳ ଶବ୍ଦ କରୁଥିବା ମୋଟରସାଇକେଲ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି ପରିବହନ ବିଭାଗ ଓ ପୋଲିସ । ଆଜି ସନ୍ଧ୍ୟାରେ ଏମ୍‌ଭିଆଇ ବିଭୁ ରଞ୍ଜନଙ୍କ ନେତୃତ୍ୱରେ ହୋଇଥିବା ବିଶେଷ ଜାଞ୍ଚରେ ୧୭ଟି ବୁଲେଟ ମୋଟରସାଇକେଲ ଜବତ କରାଯାଇଛି ।

ଏହି ଜାଞ୍ଚ ବେଳେ ୬ ଚାଳକଙ୍କ ପାଖରେ ଡ୍ରାଇଭିଂ ଲାଇସେନ୍ସ ନଥିବା ବେଳେ ୭ଟି ଗାଡିର ଇନ୍ସୁରାନ୍ସ ନଥିବା ଜଣା ପଡ଼ିଛି। ତେଣୁ ବିକଟାଳ ଶବ୍ଦ, ଲାଇସେନ୍ସ ଓ ଇନ୍ସୁରାନ୍ସ ଉଲ୍ଲଂଘନ ପାଇଁ ସମୁଦାୟରୁ ୧.୨୭ ଲକ୍ଷ ଜରିମାନା କରାଯାଇଛି ।

Share

Leave a Reply