ଓଡ଼ିଶାରୁ ୨ଜଣ ଓମିକ୍ରନ୍ ପଜିଟିଭ୍

0

ଅନୁଗୁଳ: ଓଡ଼ିଶାରେ ପଶିଲା ଓମିକ୍ରନ୍ । ମଙ୍ଗବାର ଚିହ୍ନଟ ହେଲା ପ୍ରଥମ ଓମିକ୍ରନ୍ ଆକ୍ରାନ୍ତ । ୨ ଜଣ ବିଦେଶ ଫେରନ୍ତା ଓମିକ୍ରନ୍ ସଂକ୍ରମିତ ହୋଇଛନ୍ତି । ଜିନୋମ୍ ସିକ୍ୱେନ୍ସିଂରୁ ସେମାନେ ନୂଆ ଭାରିଆଣ୍ଟରେ ସଂକ୍ରମିତ ହୋଇଥିବା ଜଣା ପଡିଛି । ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ନାଇଜେରିଆ ଓ ଅନ୍ୟ ଜଣେ କାତାରରୁ ଓଡିଶାକୁ ଫେରିଥିଲେ । ସେମାନେ କୋଭିଡ୍ ପଜିଟିଭ୍ ଚିହ୍ନଟ ପରେ ଜିନୋମ୍ ସିକ୍ୱେନ୍ସିଂ କରାଯାଇଥିଲା । ୨ ଜଣଙ୍କ ପାଖରେ ଓମିକ୍ରନ୍ ଭୂତାଣୁ ଥିବା ସ୍ପଷ୍ଟ କରିଛି ଆଇଏଲ୍‌ସ । ଜିନମ ଟେଷ୍ଟିଂ ପାଇଁ ୯ଜଣଙ୍କର ନମୂନା ଯାଇଥିଲା । ସେଥିମଧ୍ୟରୁ ୨ଜଣଙ୍କର ଓମିକ୍ରନ୍ ଭାରିଆଣ୍ଟ ଚିହ୍ନଟ ହୋଇଛନ୍ତି ।

online coaching

Leave A Reply

Your email address will not be published.