ନବମ ଅଲ ଓଡ଼ିଶା କୁଣ୍ଡେଶ୍ୱର ଫୁଟବଲ କପ୍ ଉଦଯାପିତ, ବରଗଡ଼ ବିଜୟୀ

You are currently viewing ନବମ ଅଲ ଓଡ଼ିଶା କୁଣ୍ଡେଶ୍ୱର ଫୁଟବଲ କପ୍ ଉଦଯାପିତ, ବରଗଡ଼ ବିଜୟୀ

ଅନୁଗୁଳ: ନବମ ଅଲ ଓଡ଼ିଶା କୁଣ୍ଡେଶ୍ୱର ଫୁଟବଲ କପ୍ ୨୦୧୩ ଆଜି ଉଦଯାପିତ ହୋଇଛି। ଉଦଯାପନୀ ଉତ୍ସବରେ ବରଗଡର ୟୁନାଇଟେଡ଼ କ୍ଲବ ଓ ଝାରସୁଗୁଡ଼ାର ଝାଡେଶ୍ୱର୍ କ୍ଲବ୍ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ଏଥିରେ ଝାରସୁଗୁଡ଼ାକୁ ବରଗଡ ୧-୪ ଗୋଲରେ ପରାସ୍ତ କରିଥିଲା।
ଆଜି ମୁଖ୍ୟ ଅତିଥି ଭାବେ ହିନ୍ଦୋଳ ବିଧାୟିକା ସୀମା ରାଣୀ ନାୟକ, ସମ୍ମାନିତ ଅତିଥି ଭାବେ ଆଦରସ ଗ୍ରୁପ୍ ଚେୟାରମ୍ୟାନ୍ ମହେଶ ଚନ୍ଦ୍ର ଧଳ, ବରୁଣ ସର, ସୁବ୍ରତ ଆଚାର୍ଯ୍ୟ, ବିରଞ୍ଚି ନାରାୟଣ ସାହୁ, ଧରଣୀଧର ନାଥ, ଅରୁଣଉଦୟ କ୍ଲବ୍ ସଭାପତି ସମୀର ବେହେରା, ସମ୍ପାଦକ ବୈଷ୍ଣବ ଚରଣ ଦାସ, ଆତ୍ମୀୟ ଦାସ, ବିବୃତି ଭୂଷଣ ତ୍ରିପାଠୀ, ଗିରିଧାରୀ ଦାସ, ରାଜା ଦାସ, ପିନୁ ଦାସ, ଲିଟୁ ଦାସ, ରାଜୁ ପୁହାଣ, ପାପୁନୁ ବେହେରା, ପିଣ୍ଟୁ ଦାସ, ରାମ ମହାଳିକ, ଗାଙ୍ଗୁଲି ମହାଳିକ, ଚିଣ୍ଟୁ ଦାସ, ପଦ୍ମଚରଣ ଦାସ, ପିଲୁ ତ୍ରିପାଠୀ, ଦୁଷ୍ମନ୍ତ ବେହେରା, ସିଲୁ ତ୍ରିପାଠୀ, ମୁନା ଦାସ, ମଣ୍ଟୁ ଦାସ, ଜଗନ୍ନାଥ ଦାସ, ବଂଶୀ ଦାସ, ଗଣେଶ୍ୱର ଦାସ, ଶିବାଜୀ ଦାସ ସହିତ କ୍ଲବର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।

Share

Leave a Reply