ତାଳଚେର: ବିକ୍ରମପୁର ଥାନା ଇଲାକା ମୁଣ୍ତାବଜାର ନିକଟରେ ଜଣେ ଯୁବକ ଲୁଟ୍ପାଟର ଶିକାର ହୋଇଛନ୍ତି। ଦୁଇ ଦୁବୃର୍ତ୍ତ ତାଙ୍କୁ ମାର୍ପିଟ୍ କରବା ସହ ତାଙ୍କ ଠାରୁ ମୋବାଇଲ୍ ଛଡ଼ାଇ ନେଇଥିବା ଅଭିଯୋଗ ହୋଇଛି। ପୁଲିସ୍ର ସୂଚନା ମୁତାବକ, ଲୁଟ୍ର ଶିକାର ହୋଇଥିବା ଯୁବକ ହେଲେ କଟକ ମାହାଙ୍ଗା ଥାନା ଇଲାକା ବେନ୍ତପୁରା ଗ୍ରାମର ସତ୍ୟଜିତ୍ ବାଗ୍ (୩୮)। ସେ ତାଳଚେର ଏଫ୍ସିଆଇରେ କାମ କରୁଥିବା ସରଜନ୍ କମ୍ପାନିର କର୍ମଚାରୀ।
ଯୁବକଙ୍କୁ ଲୁଟ୍ପାଟ, ଛଡେ଼ଇ ନେଲେ ମୋବାଇଲ୍
- Post published:January 28, 2021
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Sanjeeb Biswal
