୧୨ ଘଣ୍ଟିଆ ତାଳଚେର ବନ୍ଦ: ଗାଡ଼ି ଚଳାଚଳ ଓ ଖଣି କାର୍ଯ୍ୟ ପ୍ରଭାବିତ
ଅନୁଗୋଳ: ୪ ଦଫା ଦାବିକୁ ନେଇ ଜାତୀୟ କଂଗ୍ରେସ ପକ୍ଷରୁ ଗୁରୁବାର ତାଳଚେର ଉପଖଣ୍ଡରେ ବିକ୍ଷୋଭ ସହ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି। ଏହାର ପ୍ରଭାବରେ ତାଳଚେରରେ ଦୋକାନବଜାର, ବ୍ୟାଙ୍କ, ବସ୍ ଚଳାଚଳ ସମେତ ଖଣି କାର୍ଯ୍ୟ ଓ କୋଇଲା…
ଅନୁଗୋଳ: ୪ ଦଫା ଦାବିକୁ ନେଇ ଜାତୀୟ କଂଗ୍ରେସ ପକ୍ଷରୁ ଗୁରୁବାର ତାଳଚେର ଉପଖଣ୍ଡରେ ବିକ୍ଷୋଭ ସହ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି। ଏହାର ପ୍ରଭାବରେ ତାଳଚେରରେ ଦୋକାନବଜାର, ବ୍ୟାଙ୍କ, ବସ୍ ଚଳାଚଳ ସମେତ ଖଣି କାର୍ଯ୍ୟ ଓ କୋଇଲା…
ଅନୁଗୋଳ: ଆନ୍ତଃରାଜ୍ୟ ଭଲିବଲ ପ୍ରତିଯୋଗିତାରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ନୂଆହତା ପଞ୍ଚାୟତର ତାଳବାହାଳ ବାଳିକା ଭଲିବଲ ଦଳ। ଆସାମର ଗୁଆହାଟୀରେ ଅନୁଷ୍ଠିତ ପ୍ରତିଯୋଗିତାରେ ଓଡ଼ିଶା ସମେତ ୫ଟି ରାଜ୍ୟର ଦଳ ଭାଗ ନେଇଥିଲେ। ତାଳବାହାଳ…
ଅନୁଗୋଳ: କଳାହିରା ସହର ତାଳଚେରରେ ଭାରତୀୟ ଜନତା ପାର୍ଟିକୁ ବଡ଼ ଝଟକା ଲାଗିଛି। ବିଜେପିର ୨ଟି ଆଞ୍ଚଳିକ ଶ୍ରମିକ ସଂଘର ୭୦ରୁ ଉର୍ଦ୍ଧ୍ୱ ସକ୍ରିୟ କାର୍ଯ୍ୟକର୍ତ୍ତା ଆଜି ବିଜେପି ଛାଡ଼ି ବିଜୁ ଜନତା ଦଳରେ ବିଧିବଦ୍ଧ ଭାବେ ସାମିଲ ହୋଇଛନ୍ତି। ଅନୁଗୋଳ…
ଅନୁଗୋଳ: ତାଳଚେର କଳାହୀରା ସହରର ୧୪୯ନଂ ଜାତୀୟ ରାଜପଥ ଦୀର୍ଘ ବର୍ଷ ହେବ ବିପର୍ଯ୍ୟସ୍ତ ହୋଇ ପଡ଼ିଛି। ରାସ୍ତାରେ ଯାତାୟାତ କରିବା ସମ୍ଭବ ହେଉନାହିଁ। ପ୍ରତ୍ୟେକ ଦିନ ଏହି ରାସ୍ତାରେ ଦୁର୍ଘଟଣା ଘଟୁଥିବାର ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ରାସ୍ତାରେ…
ଅନୁଗୋଳ: ସମୟ ବଦଳିଛି, ବୟସ ବଢ଼ିଛି, ହେଲେ ବନ୍ଧୁତ୍ୱରେ ଆସିନାହିଁ କୌଣସି ଭଟ୍ଟା। ଦୀର୍ଘ ୫୧ ବର୍ଷ ପରେ ଏକାଠି ହୋଇ ପୁରୁଣା ଦିନର ସ୍ମୃତି ସାଉଁଟିଛନ୍ତି ପାଞ୍ଚ ସହପାଠୀ। ୧୯୭୩ ମସିହାରେ ଛେଣ୍ଡିପଦା ଶିକ୍ଷକ ତାଲିମ କେନ୍ଦ୍ରରେ ତାଲିମ ନେବା…
ଅନୁଗୋଳ: ଅନୁଗୋଳ ଜିଲ୍ଲା ତାଳଚେର ସହରକୁ ସ୍ୱଚ୍ଛ ଓ ପରିମଳମୁକ୍ତ ରଖିବା ସହ ଧୂଳିଧୂଆଁ ପ୍ରଦୂଷଣ ହ୍ରାସ କରିବା ଲକ୍ଷ୍ୟରେ ପୌରପରିଷଦ ପକ୍ଷରୁ ସ୍ୱଚ୍ଛତା ସଚେତନତା ଅଭିଯାନ ଆୟୋଜିତ ହୋଇଛି। ଏହି ଅବସରରେ ସହରରେ ଏକ ସଚେତନତା ଶୋଭାଯାତ୍ରା ବାହାରି ଲୋକଙ୍କୁ…
ଅନୁଗୋଳ: ୧୪୯ ନମ୍ବର ଜାତୀୟ ରାଜପଥର ଦୁର୍ବଳ ଅବସ୍ଥା ଓ ବାରମ୍ବାର ଦୁର୍ଘଟଣାକୁ ନେଇ ପୂର୍ବତନ ସାଂସଦ ତଥା ତାଳଚେର-ପାଳଲହଡ଼ାର ପୂର୍ବତନ ବିଧାୟକ ମହେଶ ସାହୁଙ୍କ ନେତୃତ୍ୱରେ ବୁଧବାର ରାସ୍ତା ଓ ରେଳରୋକ ଆନ୍ଦୋଳନ କରାଯାଇଛି। ତାଳଚେର ବାଙ୍କଧରା ଲେଭଲ୍ କ୍ରସିଂ…
ଅନୁଗୋଳ: ଜାତୀୟ ରାଜପଥ ୧୪୯ର ଶୋଚନୀୟ ଅବସ୍ଥା ପ୍ରତିବାଦରେ ଆଜି ସକାଳେ ତାଳଚେର ଥର୍ମାଲ ନନ୍ଦିନୀ ବ୍ରିଜ ନିକଟରେ ରାସ୍ତାରେ ବସି ଅର୍ଥନୈତିକ ଅବରୋଧ କଲେ ପୂର୍ବତନ ସାଂସଦ ମହେଶ ସାହୁ। ୩ ଘଣ୍ଟା ଧରି ଚାଲିଥିବା ଏହି ପ୍ରତୀକାତ୍ମକ ଅବରୋଧରେ…
ଅନୁଗୋଳ: ହିନ୍ଦ ମଜଦୁର ସଭା (ଏଚ୍ଏମ୍ଏସ୍) ଓଡ଼ିଶା ପକ୍ଷରୁ ଆୟୋଜିତ ୧୫ତମ ଦୁଇଦିନିଆ ରାଜ୍ୟ ସମ୍ମିଳନୀ ରବିବାର ସାଉଥବଲଣ୍ଡାସ୍ଥିତ ଜଗନ୍ନାଥ କଲ୍ୟାଣ ମଣ୍ଡପରେ ଉଦ୍ଯାପିତ ହୋଇଛି। ଏହି ଅବସରରେ ଶ୍ରମିକଙ୍କ ପକ୍ଷରୁ ଏକ ଶୋଭାଯାତ୍ରା ବାହାରିବା ପରେ ସାଧାରଣ ସଭା ଅନୁଷ୍ଠିତ…
ଅନୁଗୋଳ: କଳାହୀରା ସହର ତାଳଚେରର ଗଣପର୍ବ ଗଣେଶ ପୂଜାର ଭସାଣି ଉତ୍ସବ ଶନିବାର ମହାସମାରୋହରେ ଅନୁଷ୍ଠିତ ହୋଇଛି। ବଡ଼ଦାଣ୍ଡ ସାହି ମେଲଣ ପଡ଼ିଆରେ ୩୫ଟି ମେଢ଼ ଏକାଠି ହେବା ପରେ ଅପରାହ୍ନ ୨ଟାରୁ ଶୋଭାଯାତ୍ରା ଆରମ୍ଭ ହୋଇଥିଲା। ବଡ଼ବଜାର, ତାଳଚେର ଥାନା,…