ତାଳଚେରରେ ଗଣେଶ ପୂଜା ପ୍ରସ୍ତୁତି: ୧୪ରେ ପୂଜା, ୨୬ରେ ଭସାଣି; ଡିଜେ ବାରଣ
ଅନୁଗୋଳ: ଆଗାମୀ ପ୍ରସିଦ୍ଧ ତାଳଚେର ଗଣେଶ ପୂଜା ପାଇଁ ଦେଉଳବେଡ଼ା ଡିସିଆଇ ହଲ୍ରେ କେନ୍ଦ୍ରୀୟ କମିଟିର ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଉପଜିଲ୍ଲାପାଳ ତଥା କମିଟି ସଭାପତି ଆଶିଷ ରଂଜନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବିଧାୟକ ବ୍ରଜକିଶୋର…




