ସଟ୍‌ସର୍କିଟରୁ ଜଳିଗଲା ଘର: ଆସବାବପତ୍ର ପୋଡ଼ି ଛାରଖାର୍

ଅନୁଗୋଳ: ଅନୁଗୋଳ ଜିଲ୍ଲା ତାଳଚେର ବ୍ଲକ ଅନ୍ତର୍ଗତ କଣ୍ଢାଳ ପଂଚାୟତ ତାଳବେଡ଼ା ଗ୍ରାମରେ ସର୍ଟସର୍କିଟ୍ ଯୋଗୁଁ ଘରେ ନିଆଁ ଲାଗି ବହୁ ମୂଲ୍ୟବାନ ଆସବାବପତ୍ର ପୋଡ଼ି ନଷ୍ଟ ହୋଇଯାଇଛି।ପ୍ରକାଶ ଯେ, ଗ୍ରାମର ଗୋବିନ୍ଦ ଦଳବେହେରା ପରିବାରକୁ ନେଇ ଚିକିତ୍ସା ପାଇଁ ବାହାରକୁ…

Continue Readingସଟ୍‌ସର୍କିଟରୁ ଜଳିଗଲା ଘର: ଆସବାବପତ୍ର ପୋଡ଼ି ଛାରଖାର୍

ତାଳଚେରରେ ନାବାଳିକା ଅପହରଣ: ଦୁଇ ଗିରଫ, ନାବାଳିକା ଉଦ୍ଧାର

ଅନୁଗୋଳ: ତାଳଚେର ବିକ୍ରମପୁର ଥାନା ଅଞ୍ଚଳରେ ଜଣେ ଷଷ୍ଠ ଶ୍ରେଣୀ ନାବାଳିକା ଛାତ୍ରୀଙ୍କୁ ଅପହରଣ କରାଯାଇଥିବା ଅଭିଯୋଗରେ ପୋଲିସ ଦୁଇଜଣଙ୍କୁ ଗିରଫ କରିଛି। ପୋଲିସ ତତ୍ପରତା ପ୍ରକାଶ କରି ନାବାଳିକାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବାରେ ସଫଳ ହୋଇଛି। ସୂଚନା ଅନୁଯାୟୀ,…

Continue Readingତାଳଚେରରେ ନାବାଳିକା ଅପହରଣ: ଦୁଇ ଗିରଫ, ନାବାଳିକା ଉଦ୍ଧାର

ତାଳଚେରରେ ଏମସିଏଲ ର “COALNEER” ପାନୀୟ ଜଳ ପ୍ରକଳ୍ପ ଉଦ୍‌ଘାଟିତ

ଅନୁଗୋଳ: ତାଳଚେର ହାଣ୍ଡିଧୁଆ ଭୂତଳ ଖଣି ପରିସରରେ ମହାନଦୀ କୋଲଫିଲ୍ଡସ୍ ଲିମିଟେଡ୍ (ଏମସିଏଲ) ଆନୁକୂଲ୍ୟରେ ପ୍ରତିଷ୍ଠିତ "COALNEER" ପ୍ୟାକେଜ୍ ପାନୀୟ ଜଳ ପ୍ରକଳ୍ପର ଶୁଭ ଉଦ୍‌ଘାଟନ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରକଳ୍ପକୁ କେନ୍ଦ୍ର କୋଇଲା ଏବଂ ଖଣି ମନ୍ତ୍ରୀ ଜି.…

Continue Readingତାଳଚେରରେ ଏମସିଏଲ ର “COALNEER” ପାନୀୟ ଜଳ ପ୍ରକଳ୍ପ ଉଦ୍‌ଘାଟିତ

NEET ରେ ସଫଳତା: ତାଳଚେରର ଶୁଭସ୍ମିତାଙ୍କୁ ଅଭିନନ୍ଦନ ଜଣାଇଲେ ବିଧାୟକ ବ୍ରଜକିଶୋର ପ୍ରଧାନ

ଅନୁଗୋଳ,୨୩/୭: NEET ପରୀକ୍ଷାରେ ସଫଳତା ହାସଲ କରିଛନ୍ତି ତାଳଚେର ବ୍ଲକ୍ କଳମଛୁଇଁ ପଞ୍ଚାୟତ ଅନ୍ତର୍ଗତ ସୋଲଡା ଗ୍ରାମର ଅଶୋକ ବେହେରାଙ୍କ ସୁକନ୍ୟା ଶୁଭସ୍ମିତା ବେହେରା। ଶୁଭସ୍ମିତା ସର୍ବଭାରତୀୟ NEET ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବାରୁ ତାଳଚେର ବିଧାୟକ ତଥା ଅନୁଗୁଳ ଜିଲ୍ଲା ବିଜୁ…

Continue ReadingNEET ରେ ସଫଳତା: ତାଳଚେରର ଶୁଭସ୍ମିତାଙ୍କୁ ଅଭିନନ୍ଦନ ଜଣାଇଲେ ବିଧାୟକ ବ୍ରଜକିଶୋର ପ୍ରଧାନ

ତାଳଚେର ପୌରପାଳିକାରେ ହଙ୍ଗାମା: ୱାର୍ଡ ସମସ୍ୟା ନେଇ ହାତାହାତି, ଥାନାରେ ବୁଝାମଣା

ଅନୁଗୋଳ: ତାଳଚେର ପୌରପାଳିକାରେ ଏକ ଅଭାବନୀୟ ଘଟଣା ଘଟିଛି। ୱାର୍ଡରେ ଲାଇଟ୍ ଲଗାଇବା ପ୍ରସଙ୍ଗକୁ ନେଇ ପୌରାଧ୍ୟକ୍ଷ ଜଣେ କାଉନସିଲରଙ୍କୁ ମାଡ ମାରିବା ସହ ତଣ୍ଟି ଚିପି ଦେଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, ପୌରପାଳିକାର ୧୨ ନମ୍ବର ୱାର୍ଡ କାଉନସିଲର…

Continue Readingତାଳଚେର ପୌରପାଳିକାରେ ହଙ୍ଗାମା: ୱାର୍ଡ ସମସ୍ୟା ନେଇ ହାତାହାତି, ଥାନାରେ ବୁଝାମଣା

ଜେଲରୁ ମୁକ୍ତ ହେଲେ ତାଳଚେରର ଯୁବନେତା ମନୋଜ ସାହୁ, ବିଧାୟକ ବାପୁ ପ୍ରଧାନ ଦେଲେ ସମ୍ବର୍ଦ୍ଧନା

ଅନୁଗୋଳ: ଅନ୍ୟାୟ ଓ ଅତ୍ୟାଚାର ବିରୁଦ୍ଧରେ ସର୍ବଦା ସ୍ୱର ଉତ୍ତୋଳନ କରି ଆସୁଥିବା ତାଳଚେର ବ୍ଲକ ଯୁବ ନେତା ମନୋଜ ସାହୁ ଆଜି ସମ୍ମାନର ସହ ଜେଲରୁ ମୁକ୍ତ ହୋଇଛନ୍ତି। ତାଳଚେର ମେଡିକାଲ କଲେଜରେ ଜାଲ ସାର୍ଟିଫିକେଟ୍ ଦେଇ ଷ୍ଟାଫ୍ ନର୍ସ…

Continue Readingଜେଲରୁ ମୁକ୍ତ ହେଲେ ତାଳଚେରର ଯୁବନେତା ମନୋଜ ସାହୁ, ବିଧାୟକ ବାପୁ ପ୍ରଧାନ ଦେଲେ ସମ୍ବର୍ଦ୍ଧନା

ତାଳଚେର ମା’ ହିଙ୍ଗୁଳା ପୀଠରେ ହୁଣ୍ଡି ଗଣତି: ସଂଗୃହୀତ ହେଲା ୩,୧୨,୩୮୦ ଟଙ୍କା

ଅନୁଗୋଳ: ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ଗୋପାଳପ୍ରସାଦ ପୀଠରେ ଶନିବାର ସ୍ୱତନ୍ତ୍ର ପ୍ରାଶାସନିକ ତତ୍ତ୍ଵାବଧାନରେ ମନ୍ଦିର ହୁଣ୍ଡି ଖୋଲାଯାଇଛି। ଏହି ପ୍ରକ୍ରିୟାରେ ୩,୧୨,୩୮୦ ଟଙ୍କା ସଂଗୃହୀତ ହୋଇଥିବା ସୂଚନା ମିଳିଛି।ତାଳଚେର ଡେପୁଟି କଲେକ୍ଟର ଧର୍ମେନ୍ଦ୍ର କୁମାର ଶତପଥୀଙ୍କ ଉପସ୍ଥିତିରେ ଏହି…

Continue Readingତାଳଚେର ମା’ ହିଙ୍ଗୁଳା ପୀଠରେ ହୁଣ୍ଡି ଗଣତି: ସଂଗୃହୀତ ହେଲା ୩,୧୨,୩୮୦ ଟଙ୍କା

ତାଳଚେର ସହର ପାଇଁ ୬୫ କୋଟିର ପ୍ରକଳ୍ପ: ଜନ୍ମଦିନରେ ନଗରପାଳଙ୍କ ବଡ଼ ଘୋଷଣା

ଅନୁଗୋଳ: ସ୍ଥାନୀୟ ତାଳଚେର ପୌର ପରିଷଦର ନଗରପାଳ ପବିତ୍ର ଭୂତିଆ ନିଜ ଜନ୍ମଦିନ ଅବସରରେ ସହର ପାଇଁ ୬୫ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ନୂତନ ପ୍ରକଳ୍ପ ଘୋଷଣା କରିଛନ୍ତି। ଜିଲ୍ଲା ଖଣିଜ ପାଣ୍ଠି (DMF) ଅନୁଦାନରେ ଏହି ବିକାଶମୂଳକ କାର୍ଯ୍ୟ ହେବ…

Continue Readingତାଳଚେର ସହର ପାଇଁ ୬୫ କୋଟିର ପ୍ରକଳ୍ପ: ଜନ୍ମଦିନରେ ନଗରପାଳଙ୍କ ବଡ଼ ଘୋଷଣା

ଅନୁଗୋଳରେ ଚୋରି ଘଟଣାର ପର୍ଦ୍ଦାଫାସ: ୭ ଗିରଫ, ନଗଦ ଟଙ୍କା ଓ ସୁନା ଜବତ

ଅନୁଗୋଳ: ଅନୁଗୋଳ ପୋଲିସ ଏକ ଚୋରି ଘଟଣାର ତଦନ୍ତ କରି ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗତ ଜୁଲାଇ ୨ ତାରିଖରେ ଡେରା ସ୍ଥିତ ସାର୍ଥକ ସିଂଘଲଙ୍କ କ୍ୱାର୍ଟରରୁ ଦିନ ଦ୍ୱିପହରରେ ପ୍ରାୟ ୬୦ ଗ୍ରାମ ସୁନା ଗହଣା ଚୋରି…

Continue Readingଅନୁଗୋଳରେ ଚୋରି ଘଟଣାର ପର୍ଦ୍ଦାଫାସ: ୭ ଗିରଫ, ନଗଦ ଟଙ୍କା ଓ ସୁନା ଜବତ

ସାଇବର ଠକଙ୍କ ଚକ୍ରବ୍ୟୂହ: ନଗ୍ନ ଫଟୋ ଭାଇରାଲ୍ କରିବା ଧମକ ଦେଇ ଲୁଟିଲେ ଲକ୍ଷାଧିକ ଟଙ୍କା

ଅନୁଗୋଳ: ସାଇବର ଠକଙ୍କ ବ୍ଲାକମେଲିଂର ଶିକାର ହୋଇଛନ୍ତି ତାଳଚେର ସହରର ଜଣେ ବ୍ୟକ୍ତି। ବଡ଼ଦାଣ୍ଡ ସାହିର ତ୍ରିନାଥ ବାରିକଙ୍କୁ ଲୋନ୍ ଦେବା ନାମରେ ଫସାଇ ସାଇବର ଠକମାନେ ଲକ୍ଷାଧିକ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ଘଟଣା ଅନୁଯାୟୀ, ତ୍ରିନାଥଙ୍କ ମୋବାଇଲକୁ…

Continue Readingସାଇବର ଠକଙ୍କ ଚକ୍ରବ୍ୟୂହ: ନଗ୍ନ ଫଟୋ ଭାଇରାଲ୍ କରିବା ଧମକ ଦେଇ ଲୁଟିଲେ ଲକ୍ଷାଧିକ ଟଙ୍କା