ତାଳଚେରରେ କାୟା ମେଲାଉଛି ନିଶା ସିରପ୍ ‘ଏସ୍କପ୍’: ପଥଭ୍ରଷ୍ଟ ହେଉଛନ୍ତି ଶିକ୍ଷିତ ଯୁବପିଢ଼ି
ଅନୁଗୁଳ: କଳାହୀରା ସହର ତାଳଚେର ଓ ଏହାର ଆଖପାଖ ଅଞ୍ଚଳରେ ଏବେ ବେଆଇନ ନିଶା ସିରପ୍ 'ଏସ୍କପ୍'ର କାରବାର ବୃଦ୍ଧି ପାଇବାରେ ଲାଗିଛି। ପୂର୍ବରୁ କୋରେକ୍ସ ଉପରେ କଟକଣା ପରେ, ଏବେ ଏହି ନୂଆ ସିରପ୍ ପେଟିପେଟି ବିକ୍ରି ହେଉଥିବା ଅଭିଯୋଗ…




