ସେଲ୍ସ ଟ୍ୟାକ୍ସ ଟ୍ରିବ୍ୟୁନାଲ୍ ଜୁଡିସିଆଲ୍ ମେମ୍ବର ସତ୍ୟପ୍ରିୟ ମିଶ୍ରଙ୍କ ପରଲୋକ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ଅଞ୍ଚଳର ବିଶିଷ୍ଟ ବ୍ୟକ୍ତିତ୍ୱ ତଥା ସେଲ୍ସ ଟ୍ୟାକ୍ସ ଟ୍ରିବ୍ୟୁନାଲ୍‌ର ଜୁଡିସିଆଲ୍ ମେମ୍ବର ସତ୍ୟପ୍ରିୟ ମିଶ୍ରଙ୍କର ୫୮ ବର୍ଷ ବୟସରେ ଅକାଳ ବିୟୋଗ ହୋଇଛି। ସ୍ୱର୍ଗତ ମିଶ୍ର ତାଳଚେର ଟାଉନ ବ୍ରାହ୍ମଣଶାସନର ବିଶିଷ୍ଟ ଆଇନଜୀବୀ ସ୍ୱର୍ଗତ ଦିବାକର…

Continue Readingସେଲ୍ସ ଟ୍ୟାକ୍ସ ଟ୍ରିବ୍ୟୁନାଲ୍ ଜୁଡିସିଆଲ୍ ମେମ୍ବର ସତ୍ୟପ୍ରିୟ ମିଶ୍ରଙ୍କ ପରଲୋକ

ତାଳଚେରରେ ଜିଲ୍ଲାସ୍ତରୀୟ ମିଳିତ ଜନ ଶୁଣାଣି ଶିବିର: ୬୯ଟି ଅଭିଯୋଗର ଶୁଣାଣି

ଅନୁଗୁଳ: ଅନୁଗୁଳ ଜିଲ୍ଲାପାଳ ଅବଦାଲ ମୁହମ୍ମଦ ଅଖତରଙ୍କ ଅଧ୍ୟକ୍ଷତାରେ ଆଜି ତାଳଚେର ପଞ୍ଚାୟତ ସମିତି ସଭାଗୃହଠାରେ ଜିଲ୍ଲା ସ୍ତରୀୟ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି ଶିବିରରେ ସମୁଦାୟ ୬୯ଟି ଅଭିଯୋଗ ପଞ୍ଜୀକୃତ ହୋଇଥିଲା, ଯେଉଁଥିରେ ୫୩ଟି ବ୍ୟକ୍ତିଗତ ଏବଂ…

Continue Readingତାଳଚେରରେ ଜିଲ୍ଲାସ୍ତରୀୟ ମିଳିତ ଜନ ଶୁଣାଣି ଶିବିର: ୬୯ଟି ଅଭିଯୋଗର ଶୁଣାଣି

ପାନୀୟ ଜଳ ସଙ୍କଟ ନେଇ ଉପଜିଲ୍ଲାପାଳଙ୍କୁ ଦାବିପତ୍ର. , ରାସ୍ତା ଅବରୋଧ ପାଇଁ ଚେତାବନୀ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ବ୍ଳକ କଣ୍ଢାଳ ପଂଚାୟତର ବିଭିନ୍ନ ଗ୍ରାମରେ ଦେଖାଦେଇଥିବା ଉତ୍କଟ ଜଳସଙ୍କଟର ସମାଧାନ ପାଇଁ ସରପଞ୍ଚ ଯଶୋବନ୍ତୀ ବେହେରାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଉପଜିଲ୍ଲାପାଳଙ୍କୁ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରିଛନ୍ତି। ସୂଚନା ଅନୁଯାୟୀ, ପଞ୍ଚାୟତର…

Continue Readingପାନୀୟ ଜଳ ସଙ୍କଟ ନେଇ ଉପଜିଲ୍ଲାପାଳଙ୍କୁ ଦାବିପତ୍ର. , ରାସ୍ତା ଅବରୋଧ ପାଇଁ ଚେତାବନୀ

ତାଳଚେରରେ ଗ୍ରୀଷ୍ମ ପ୍ରବାହ: ଅସହ୍ୟ ତାତି ସାଙ୍ଗକୁ ଗୁଳୁଗୁଳିରେ ଜନଜୀବନ ଅସ୍ତବ୍ୟସ୍ତ

ଅନୁଗୁଳ: ରାଜ୍ୟର ଅନ୍ୟତମ ଉତ୍ତପ୍ତ ସହର ଭାବେ ପରିଚିତ ତାଳଚେରରେ ଗ୍ରୀଷ୍ମର ପ୍ରକୋପ ଅସହ୍ୟ ହେବାରେ ଲାଗିଛି। ଗତ ଦୁଇ ଦିନ ହେବ ପାରଦ ନଖସିବା ଫଳରେ ଅଞ୍ଚଳବାସୀ ଓ ପଥଚାରୀ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ପୂର୍ବରୁ ବାତ୍ୟା…

Continue Readingତାଳଚେରରେ ଗ୍ରୀଷ୍ମ ପ୍ରବାହ: ଅସହ୍ୟ ତାତି ସାଙ୍ଗକୁ ଗୁଳୁଗୁଳିରେ ଜନଜୀବନ ଅସ୍ତବ୍ୟସ୍ତ

ତାଳଚେରରେ ମା’ ହିଙ୍ଗୁଳାଙ୍କ ଶୀତୁଳା ଯାତ୍ରା ସମାପନ: ଲକ୍ଷାଧିକ ଭକ୍ତଙ୍କ ସମାଗମ

ଅନୁଗୁଳ: ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ସୁପ୍ରସିଦ୍ଧ ଶୀତୁଳା ଯାତ୍ରା ଅତ୍ୟନ୍ତ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ସମ୍ପନ୍ନ ହୋଇଛି। ଚଳିତ ବର୍ଷ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସତ୍ତ୍ୱେ ମା’ଙ୍କର ଏହି ଅନନ୍ୟ ଯାତ୍ରା ଦର୍ଶନ କରିବା ପାଇଁ ଅନୁଗୁଳ ଜିଲ୍ଲା…

Continue Readingତାଳଚେରରେ ମା’ ହିଙ୍ଗୁଳାଙ୍କ ଶୀତୁଳା ଯାତ୍ରା ସମାପନ: ଲକ୍ଷାଧିକ ଭକ୍ତଙ୍କ ସମାଗମ

ତାଳଚେର ହିଙ୍ଗୁଳା ଯାତ୍ରାରେ ଅଘଟଣ: ଛିଡ଼ିଲା ଡ୍ରାଗନ ଦୋଳି, ୩ ଗୁରୁତର

ଅନୁଗୁଳ: ତାଳଚେରର ପ୍ରସିଦ୍ଧ ମା’ ହିଙ୍ଗୁଳା ଯାତ୍ରା ଓ ଲୋକ ମହୋତ୍ସବରେ ରବିବାର ସନ୍ଧ୍ୟାରେ ଏକ ବଡ଼ ଅଘଟଣ ଘଟିଯାଇଛି। ଚାଲୁଥିବା ଅବସ୍ଥାରେ ଏକ 'ଡ୍ରାଗନ ଦୋଳି' ହଠାତ୍ ଛିଡ଼ି ପଡ଼ିବାରୁ ୩ ଜଣ ଗୁରୁତର ଆହତ ହୋଇଥିବା ବେଳେ ଜଣେ…

Continue Readingତାଳଚେର ହିଙ୍ଗୁଳା ଯାତ୍ରାରେ ଅଘଟଣ: ଛିଡ଼ିଲା ଡ୍ରାଗନ ଦୋଳି, ୩ ଗୁରୁତର

ତାଳଚେର ହାଉସିଂ ବୋର୍ଡ କଲୋନୀ ଅଧିବାସୀଙ୍କ ସମସ୍ୟା ନେଇ ଉପଜିଲ୍ଲାପାଳଙ୍କ ସହ ଆଲୋଚନା କଲେ ବିଧାୟକ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକ ତେଣ୍ଟୁଲେଇ ପଞ୍ଚାୟତ ଅନ୍ତର୍ଗତ ହାଉସିଂ ବୋର୍ଡ କଲୋନୀ ଅଧିବାସୀଙ୍କ ଦୀର୍ଘଦିନ ସମସ୍ୟା ବାବଦରେ ତାଳଚେର ଉପଜିଲ୍ଲାପାଳଙ୍କ ସହିତ ବିଧାୟକ ବ୍ରଜ କିଶୋର ପ୍ରଧାନ ଆଲୋଚନା କରିଛନ୍ତି। ଏହି ଆଲୋଚନାରେ ପଟ୍ଟା, ଜାତିଗତ ଓ ଆବାସିକ…

Continue Readingତାଳଚେର ହାଉସିଂ ବୋର୍ଡ କଲୋନୀ ଅଧିବାସୀଙ୍କ ସମସ୍ୟା ନେଇ ଉପଜିଲ୍ଲାପାଳଙ୍କ ସହ ଆଲୋଚନା କଲେ ବିଧାୟକ

​ମା’ ହିଙ୍ଗୁଳାଙ୍କ ଯାତ୍ରାରେ ଖାଦ୍ୟର ମାନ ଯାଞ୍ଚ: ଅପମିଶ୍ରଣ ଅଭିଯୋଗରେ ୬ ହଜାର ଟଙ୍କା ଫାଇନ୍

ଅନୁଗୁଳ: ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ପୂଜା ମହୋତ୍ସବ ଅବସରରେ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଇଛି। ଯାତ୍ରା ପଡ଼ିଆରେ ବିଭିନ୍ନ ପ୍ରାନ୍ତରୁ ଆସି ପସରା ମେଲାଇଥିବା ଅସ୍ଥାୟୀ ଚଟପଟି…

Continue Reading​ମା’ ହିଙ୍ଗୁଳାଙ୍କ ଯାତ୍ରାରେ ଖାଦ୍ୟର ମାନ ଯାଞ୍ଚ: ଅପମିଶ୍ରଣ ଅଭିଯୋଗରେ ୬ ହଜାର ଟଙ୍କା ଫାଇନ୍

ତାଳଚେର ହିଙ୍ଗୁଳା ପୀଠରେ ସ୍ତମ୍ଭଶ୍ଵରୀ ଉପାସନା: ଏକ ଅନନ୍ୟ ଶକ୍ତି ପରମ୍ପରା

ତାଳଚେର: ଓଡ଼ିଶାର ଅଷ୍ଟଶକ୍ତି ପୀଠ ମଧ୍ୟରୁ ଅନ୍ୟତମ ତାଳଚେରର ମା’ ହିଙ୍ଗୁଳାଙ୍କ ପୀଠ ଏକ ବିରଳ ଓ ପ୍ରାଚୀନ ପରମ୍ପରାର ମୂକସାକ୍ଷୀ। ଏଠାରେ ମା’ ହିଙ୍ଗୁଳାଙ୍କ ସହିତ ମା’ କୁଟେଇଶୁଣୀ, ମା’ କରଡେଇ, ଅନ୍ଦାରୀ ମହାଦେବ, ଚଣ୍ଡୀ ଏବଂ ଖମ୍ବେଶ୍ଵରୀ ପୂଜା…

Continue Readingତାଳଚେର ହିଙ୍ଗୁଳା ପୀଠରେ ସ୍ତମ୍ଭଶ୍ଵରୀ ଉପାସନା: ଏକ ଅନନ୍ୟ ଶକ୍ତି ପରମ୍ପରା

ତାଳଚେରର କଳା ହୀରା ଓ ମା’ ହିଙ୍ଗୁଳା: ‘ଚରାପଥର’ରୁ ‘କୋଇଲା’ ହେବାର ଅଜଣା କାହାଣୀ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ପଶ୍ଚିମ ପଟେ ସିଂହଡ଼ା ନଦୀ କୂଳରେ ଅବସ୍ଥିତ ମା’ ହିଙ୍ଗୁଳାଙ୍କ ପୀଠ ଏକ ଅତ୍ୟନ୍ତ ପବିତ୍ର ଶକ୍ତିପୀଠ ଭାବେ ଜଣାଶୁଣା। ଆଜି ଯେଉଁ କୋଇଲା ପାଇଁ ତାଳଚେର ସମଗ୍ର ବିଶ୍ୱରେ ‘ବ୍ଲାକ୍ ଡାଇମଣ୍ଡ୍’ ବା କଳା…

Continue Readingତାଳଚେରର କଳା ହୀରା ଓ ମା’ ହିଙ୍ଗୁଳା: ‘ଚରାପଥର’ରୁ ‘କୋଇଲା’ ହେବାର ଅଜଣା କାହାଣୀ