ଡିଜେଲ ଚୋରି ଅଭିଯୋଗରେ ଯୁବକ ଗିରଫ, ୨୫ ଲିଟର ତେଲ ସହ ଆକ୍ଟିଭା ସ୍କୁଟି ଜବତ

ତାଳଚେର: ହିଙ୍ଗୁଳା କୋଇଲା ଖଣି ଅଞ୍ଚଳରୁ ଡିଜେଲ ଚୋରି ରାକେଟ ସକ୍ରିୟ ଥିବା ବେଳେ ଗୋପାଳପ୍ରସାଦ ପୋଲିସ ଗତକାଲି ଜଣେ ଯୁବକକୁ ଗିରଫ କରିଛି। ପୂର୍ବତନ ସରପଞ୍ଚ ବିମ୍ବାଧର ବେହେରାଙ୍କ ଆକ୍ତିଭା ସ୍କୁଟି (OD 35D 0947)ରେ ଏମ୍‌ସିଏଲ୍ ହିଙ୍ଗୁଳା ଖଣିରୁ…

Continue Readingଡିଜେଲ ଚୋରି ଅଭିଯୋଗରେ ଯୁବକ ଗିରଫ, ୨୫ ଲିଟର ତେଲ ସହ ଆକ୍ଟିଭା ସ୍କୁଟି ଜବତ

ଜୁଆଖେଳି ୭ ଗିରଫ: ୪୩ ହଜାର ୪୯୦ ଟଙ୍କା ଜବତ

ତାଳଚେର: ତାଳଚେର କୋଲିୟରୀ ପୋଲିସ ବିଶେଷ ସୂତ୍ରରୁ ଖବର ପାଇ ମଙ୍ଗଳବାର ବିଳମ୍ବିତ ରାତିରେ ଘଂଟପଡ଼ା ହାଇସ୍କୁଲ ଖେଳପଡ଼ିଆରୁ ୭ ଜଣ ଜୁଆଖେଳାଳିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଆଇଆଇସିଙ୍କ ନିର୍ଦ୍ଦେଶକ୍ରମେ ଏସଆଇ ବିପୁଲ ନାୟକଙ୍କ ନେତୃତ୍ୱରେ ଗଠିତ ଟିମ୍…

Continue Readingଜୁଆଖେଳି ୭ ଗିରଫ: ୪୩ ହଜାର ୪୯୦ ଟଙ୍କା ଜବତ

ଡଃ ନିମାଇଁ ଚରଣ ପ୍ରଧାନଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ପାଳିତ, ଶତାଧିକ ବ୍ୟକ୍ତିବିଶେଷଙ୍କ ଶ୍ରଦ୍ଧାଞ୍ଜଳି

ତାଳଚେର: ତାଳଚେରର ଅଗ୍ରଣୀ ସାମାଜିକ-ସାଂସ୍କୃତିକ ଅନୁଷ୍ଠାନ "ଆମ ପ୍ରତିଭା ଆମ ପରିଚୟ" ଏବଂ ଦୈନିକ ଖବରକାଗଜ "ଆଗେଇବା" ପକ୍ଷରୁ ଅବସରପ୍ରାପ୍ତ ଅଧ୍ୟାପକ ତଥା 'ଆମ ପ୍ରତିଭା ଆମ ପରିଚୟ'ର ପୂର୍ବତନ ଆଜୀବନ ସାଧାରଣ ସମ୍ପାଦକ ସ୍ୱର୍ଗତ ଡଃ ନିମାଇଁ ଚରଣ ପ୍ରଧାନଙ୍କର…

Continue Readingଡଃ ନିମାଇଁ ଚରଣ ପ୍ରଧାନଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ପାଳିତ, ଶତାଧିକ ବ୍ୟକ୍ତିବିଶେଷଙ୍କ ଶ୍ରଦ୍ଧାଞ୍ଜଳି

ତାଳଚେରରେ କୋଇଲା ଚୋରୀ: ଉଚ୍ଚସ୍ତରୀୟ ତଦନ୍ତ ଦାବି

ତାଳଚେର: ଅନୁଗୁଳ ଜିଲ୍ଲା ତାଳଚେର ଅଞ୍ଚଳରେ ଦିନକୁ ଦିନ ବଢ଼ୁଥିବା କୋଇଲା ଚୋରୀ ରୋକିବା ଓ ଏହାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଘଂଟପଡା ଟ୍ରକ୍ ମାଲିକ ସଂଘ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ତାଳଚେର ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛି। ଦାବିପତ୍ରରେ ଉଲ୍ଲେଖ କରାଯାଇଛି…

Continue Readingତାଳଚେରରେ କୋଇଲା ଚୋରୀ: ଉଚ୍ଚସ୍ତରୀୟ ତଦନ୍ତ ଦାବି

ଶିଶୁ କିଶୋର ପତ୍ରିକା “ଆମ କୁନାକୁନି”ର ଶାରଦୀୟ ବିଶେଷାଙ୍କ  ଉନ୍ମୋଚିତ

ଅନୁଗୁଳ: ତାଳଚେରରୁ ପ୍ରକାଶ ପାଉଥିବା ତ୍ରୈମାସିକ ଶିଶୁ କିଶୋର ପତ୍ରିକା ‘ଆମ କୁନାକୁନି’ର ଶାରଦୀୟ ବିଶେଷାଙ୍କ ଉନ୍ମୋଚିତ ହୋଇଯାଇଛି। କଳମଛୁଇଁ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ରୌପ୍ୟ ଜୟନ୍ତୀ ସମାରୋହର ଉଦ୍‌ଘାଟନୀ ଉତ୍ସବରେ ଏହି ଉନ୍ମୋଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବିଦ୍ୟାଳୟ ପରିଚାଳନା…

Continue Readingଶିଶୁ କିଶୋର ପତ୍ରିକା “ଆମ କୁନାକୁନି”ର ଶାରଦୀୟ ବିଶେଷାଙ୍କ  ଉନ୍ମୋଚିତ

ତାଳଚେରର ବିଭିନ୍ନ ସ୍ଥାନରେ ମହାସମାରୋହରେ ମା’ ଶ୍ୟାମାକାଳୀଙ୍କ ପୂଜା ଅନୁଷ୍ଠିତ

ଅନୁଗୁଳ: ତାଳଚେର ବ୍ଲକ ଅନ୍ତର୍ଗତ ବହୁ ପୁରାତନ ହାଣ୍ଡିଧୁଆଁ, ଡେରା, ନନ୍ଦିରା, ଦେଉଳବେଡ଼ା ଏବଂ ଚମ୍ପାପଶି ଆଦି ଅଞ୍ଚଳରେ ମହା ଆଡ଼ମ୍ବର ସହକାରେ ମା' ଶ୍ୟାମାକାଳୀଙ୍କ ପୂଜା ଅନୁଷ୍ଠିତ ହୋଇଯାଇଛି। ସକାଳୁ ଖଣିର କର୍ମଚାରୀ ଓ କର୍ତ୍ତା ଭାବେ ପ୍ରକଳ୍ପ ଅଧିକାରୀ…

Continue Readingତାଳଚେରର ବିଭିନ୍ନ ସ୍ଥାନରେ ମହାସମାରୋହରେ ମା’ ଶ୍ୟାମାକାଳୀଙ୍କ ପୂଜା ଅନୁଷ୍ଠିତ

ଚୋରା କାଠ ଜବତ ଓ ଲିଟର ଚୋରା ଡିଜେଲ ଜବତ, ଜଣେ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ଅନ୍ତର୍ଗତ ସମଲ ବାଇପାସ ରୋଡ଼ ନିକଟ ଏକ କ୍ୟାମ୍ପରେ ଶୁକ୍ରବାର ଅପରାହ୍ନରେ ତାଳଚେର ଏସଡିପିଓଙ୍କ ନେତୃତ୍ୱରେ ପୋଲିସ ଚଢ଼ାଉ କରି ୧୭୬୦ ଲିଟର ଡିଜେଲ, ସାଗୁଆନ କାଠ ଓ ଚାରୋଟି ଚାରିଚକିଆ ଯାନ ଜବତ…

Continue Readingଚୋରା କାଠ ଜବତ ଓ ଲିଟର ଚୋରା ଡିଜେଲ ଜବତ, ଜଣେ ଗିରଫ

ରାସ୍ତା ନିର୍ମାଣ ଓ ମରାମତି ଦାବିରେ ୧୩ ଦିନରେ ପହଞ୍ଚିଲା ଅର୍ଥନୈତିକ ଅବରୋଧ ଆନ୍ଦୋଳନ

ଅନୁଗୁଳ: ତାଳଚେର ନୂଆ ବଲଣ୍ଡା ଠାରେ ଜାତୀୟ ରାଜପଥ ଓ ଏନଟିପିସି ରାସ୍ତାର ନିର୍ମାଣ ଓ ମରାମତି ଦାବିରେ ତାଳଚେର ସଚେତନ ନାଗରିକ ମଞ୍ଚ ପକ୍ଷରୁ ଚାଲିଥିବା ଶାନ୍ତିପୂର୍ଣ୍ଣ ଅର୍ଥନୈତିକ ଅବରୋଧ ଆନ୍ଦୋଳନ ୧୩ ଦିନରେ ପହଞ୍ଚିଛି। ପୂର୍ବତନ ସାଂସଦ ମହେଶ…

Continue Readingରାସ୍ତା ନିର୍ମାଣ ଓ ମରାମତି ଦାବିରେ ୧୩ ଦିନରେ ପହଞ୍ଚିଲା ଅର୍ଥନୈତିକ ଅବରୋଧ ଆନ୍ଦୋଳନ

ହିଙ୍ଗୁଳା ଖଣିରେ ଦୁର୍ଘଟଣା: ଯୁବକଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ରାସ୍ତାରୋକ

ଅନୁଗୁଳ: ତାଳଚେର ଗୋପାଳପ୍ରସାଦ ଥାନା ଅଧୀନ ହିଙ୍ଗୁଳା ଖଣିର କୋଲକରିଡର ରାସ୍ତାରେ ଟ୍ରକ ଧକ୍କାରେ ଜଣେ ଟ୍ରକ ମାଲିକ ତଥା ଚାଳକ ରଜତ ନାୟକ (୩୩)ଙ୍କର ମୃତ୍ୟୁ ହୋଇଛି। ଏହି ଘଟଣା ଖଣିର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛି। ଅନୁଗୁଳ…

Continue Readingହିଙ୍ଗୁଳା ଖଣିରେ ଦୁର୍ଘଟଣା: ଯୁବକଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ରାସ୍ତାରୋକ

ତାଳଚେର ଡ଼ିଫେନ୍ସ ଭେଟରାନର ଶୁଭାରମ୍ଭ

ଅନୁଗୁଳ: ତାଳଚେର ବିସିଆଇ ହଲ ଠାରେ ତାଳଚେର ଡିଫେନସ ଭେଟେରାନର ଶୁଭାରମ୍ଭ କରାଯାଇଛି। ଏହି ସଭାରେ ଏଡିଭିର ଉପନିୟମ ଅନୁସାରେ ତାଳଚେର ହବର ନୂତନ କାର୍ଯ୍ୟକର୍ତ୍ତା ପାଇଁ ଭୋଟ ପଦ୍ଧତିକୁ ଅନୁସରଣ କରାଯାଇଥିଲା। ଏହି ପ୍ରକ୍ରିୟାରେ ତାଳଚେର ହବର ସଦସ୍ୟମାନେ ଭେଟେରାନ…

Continue Readingତାଳଚେର ଡ଼ିଫେନ୍ସ ଭେଟରାନର ଶୁଭାରମ୍ଭ