ମା’ ହିଙ୍ଗୁଳାଙ୍କ ପୀଠରେ ନବରାତ୍ର ପୂଜା, ୩୭ ବର୍ଷର ପରମ୍ପରା ଅବ୍ୟାହତ
ଅନୁଗୋଳ: ଅନୁଗୋଳ ଜିଲ୍ଲା ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ପୀଠରେ ଆରମ୍ଭ ହୋଇଛି ପ୍ରସିଦ୍ଧ ଶାରଦୀୟ ନବରାତ୍ର ପୂଜା। ଦୀର୍ଘ ୩୭ ବର୍ଷ ଧରି ଏଠାରେ ପାରମ୍ପରିକ ରୀତିନୀତିରେ ଏହି ପୂଜା ଅନୁଷ୍ଠିତ ହୋଇଆସୁଛି। ଦଶ ଦିନ ଧରି ଚାଲିବାକୁ…




