୧୭ ଲକ୍ଷରେ ୪ ଟନ୍‌ର ଆଜ୍ଞାଲଡ଼ୁ ନିଲାମ: ଡାଇମଣ୍ଡ ଗ୍ରୁପ୍‌ ନେଲା ଲଡ଼ୁ ଓ ଆଜ୍ଞାମାଳ

ଅନୁଗୋଳ: ତାଳଚେରର ଐତିହାସିକ ଗଣେଶ ପୂଜା ପରମ୍ପରାର ଅନନ୍ୟ ଆକର୍ଷଣ ୪ ଟନ୍‌ ଓଜନର ବିଶାଳ ଆଜ୍ଞାଲଡୁ ଶୁକ୍ରବାର ସର୍ବସାଧାରଣ ନିଲାମରେ ବିକ୍ରି ହୋଇଛି। ବଡ଼ଦାଣ୍ଡ ସାହି ମେଲଣ ପଡ଼ିଆରେ କେନ୍ଦ୍ରୀୟ ଗଣେଶ ପୂଜା କମିଟି ପକ୍ଷରୁ ଏହି ନିଲାମ ଅନୁଷ୍ଠିତ…

Continue Reading୧୭ ଲକ୍ଷରେ ୪ ଟନ୍‌ର ଆଜ୍ଞାଲଡ଼ୁ ନିଲାମ: ଡାଇମଣ୍ଡ ଗ୍ରୁପ୍‌ ନେଲା ଲଡ଼ୁ ଓ ଆଜ୍ଞାମାଳ

ଛାତରୁ ପଡ଼ି ଯୁବକଙ୍କ ମୃତ୍ୟୁ, କାରଣ ଅସ୍ପଷ୍ଟ

ଅନୁଗୋଳ: ଅନୁଗୋଳ ଜିଲ୍ଲା ତାଳଚେର ବ୍ଲକ ଅନ୍ତର୍ଗତ ପଦ୍ମାବତୀପୁର ଗ୍ରାମର ଜଣେ ଯୁବକଙ୍କ ଅସ୍ୱାଭାବିକ ମୃତ୍ୟୁକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଦେଖାଦେଇଛି। ମୃତକ ହେଲେ ସୁଧୀର ବାରିକ। ସେ ଡେରା ଅଞ୍ଚଳର ଏକ ଭଡ଼ା ଘରେ ରହୁଥିଲେ। ଗୁରୁବାର ସକାଳେ କୌଣସି…

Continue Readingଛାତରୁ ପଡ଼ି ଯୁବକଙ୍କ ମୃତ୍ୟୁ, କାରଣ ଅସ୍ପଷ୍ଟ

ସହିଦ ବିକା ନାଏକଙ୍କ ୮୯ତମ ସହିଦ ଦିବସ ପାଳିତ

ଅନୁଗୋଳ: ତାଳଚେର ପ୍ରଜାମଣ୍ଡଳ ଆନ୍ଦୋଳନର ପ୍ରଥମ ସହିଦ ବିକା ନାଏକଙ୍କ ୮୯ତମ ସହିଦ ଦିବସ ସୋମବାର କଣିହାଁ ଯାତ୍ରୀ ବିଶ୍ରାମାଗାର ପରିସରରେ ପାଳିତ ହୋଇଛି। ତାଳଚେର ସ୍ୱାଧୀନତା ସଂଗ୍ରାମୀ ମେମୋରିଆଲ ଟ୍ରଷ୍ଟ, କଣିହାଁ ପକ୍ଷରୁ ଆୟୋଜିତ ସ୍ମୃତିସଭାରେ ଟ୍ରଷ୍ଟ ସଭାପତି ବିନାୟକ…

Continue Readingସହିଦ ବିକା ନାଏକଙ୍କ ୮୯ତମ ସହିଦ ଦିବସ ପାଳିତ

ଗଣେଶ ପୂଜା ପାଇଁ ଲୋକାରଣ୍ୟ ତାଳଚେର, ମଣ୍ଡପ ବୁଲିଲେ ନଗରପାଳ ଓ ବିଜେପି ସଭାପତି

ଅନୁଗୋଳ: ପ୍ରସିଦ୍ଧ ତାଳଚେର ଗଣେଶ ପୂଜାର ୭ମ ସନ୍ଧ୍ୟାରେ ସହରରେ ଅଭୂତପୂର୍ବ ଜନଗହଳି ଦେଖିବାକୁ ମିଳିଛି। ଘୋଡ଼ାଶାଳରୁ ହାଣ୍ଡିଧୂଆଁ ପର୍ଯ୍ୟନ୍ତ ୫ କିମି ରାସ୍ତା ଆକର୍ଷକ ଆଲୋକମାଳାରେ ଝଲସୁଛି। ଶତାଧିକ ମଣ୍ଡପରେ ପୂଜାପାଉଥିବା ଗଜାନନଙ୍କୁ ଦର୍ଶନ କରିଛନ୍ତି ତାଳଚେର ପୌରପରିଷଦ ନଗରପାଳ…

Continue Readingଗଣେଶ ପୂଜା ପାଇଁ ଲୋକାରଣ୍ୟ ତାଳଚେର, ମଣ୍ଡପ ବୁଲିଲେ ନଗରପାଳ ଓ ବିଜେପି ସଭାପତି

ତାଳଚେରରେ ଗଣେଶ ମଣ୍ଡପ ବୁଲିଲେ ବିଧାୟକ ବ୍ରଜକିଶୋର

ଅନୁଗୋଳ: ପ୍ରସିଦ୍ଧ ଗଣେଶ ପୂଜା ଅବସରରେ ତାଳଚେର ବିଧାୟକ ତଥା ଅନୁଗୋଳ ଜିଲ୍ଲା ବିଜେଡି ସଭାପତି ବ୍ରଜକିଶୋର ପ୍ରଧାନ ସହରର ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କରିଛନ୍ତି। ବିଶେଷକରି ସାରା ଆକାଶ ପୂଜା କମିଟି ପାଇକ ସାହି, ରୁଦ୍ରସେବକ ମାଳିସାହି, ବଣିଆ…

Continue Readingତାଳଚେରରେ ଗଣେଶ ମଣ୍ଡପ ବୁଲିଲେ ବିଧାୟକ ବ୍ରଜକିଶୋର

ତାଳଚେରରେ ବ୍ରାଉନ୍ ସୁଗାର ଜବତ; ୩ ଗିରଫ,୨ଟି ମୋବାଇଲ୍ ଓ ଅନ୍ୟ ସାମଗ୍ରୀ ଜବତ

ଅନୁଗୋଳ: ତାଳଚେର ଥାନା ବାଘୁଆବୋଲ ଛକ ଶିବ ମନ୍ଦିର ନିକଟରେ ପୋଲିସ ଚଢ଼ାଉ କରି ୮.୬୬୦ ଗ୍ରାମ ବ୍ରାଉନ୍ ସୁଗାର ଜବତ କରିବା ସହ ୩ ଜଣଙ୍କୁ ଗିରଫ କରିଛି।ବିଶ୍ୱସ୍ତ ସୂଚନା ଆଧାରରେ ଗୁରୁବାର ପୋଲିସ ଜଣେ କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ୍ ଓ…

Continue Readingତାଳଚେରରେ ବ୍ରାଉନ୍ ସୁଗାର ଜବତ; ୩ ଗିରଫ,୨ଟି ମୋବାଇଲ୍ ଓ ଅନ୍ୟ ସାମଗ୍ରୀ ଜବତ

ଭିଡ଼ରେ ଛୋଟ ପିଲାଙ୍କୁ ଟାର୍ଗେଟ୍, ଚେନ୍ ଲୁଟ୍ ଅଭିଯୋଗରେ ୪ ଗିରଫ

ଅନୁଗୋଳ: ଗଣେଶ ପୂଜା ଅବସରରେ ମୀନା ବଜାରରେ ଭିଡ଼ର ସୁଯୋଗ ନେଇ ଜଣେ ନାବାଳକଙ୍କ ବେକରୁ ସୁନା ଚେନ୍ ଓ ଲକେଟ୍ ଛଡ଼ାଇ ନେବା ଅଭିଯୋଗରେ ତାଳଚେର ପୋଲିସ ୪ ଜଣଙ୍କୁ ଗିରଫ କରିଛି। ଘଟଣାଟି ୧୬ ତାରିଖ ସନ୍ଧ୍ୟାରେ ତାଳଚେର…

Continue Readingଭିଡ଼ରେ ଛୋଟ ପିଲାଙ୍କୁ ଟାର୍ଗେଟ୍, ଚେନ୍ ଲୁଟ୍ ଅଭିଯୋଗରେ ୪ ଗିରଫ

ପୂଜାରେ ଖାଦ୍ୟ ଦୋକାନରେ ଯାଞ୍ଚ: ବାସି ଖାଦ୍ୟ ନଷ୍ଟ, ଜରିମାନା ଆଦାୟ କଲା ଖାଦ୍ୟ ସୁରକ୍ଷା ବିଭାଗ

ଅନୁଗୋଳ: ତାଳଚେରର ପ୍ରସିଦ୍ଧ ଗଣେଶ ପୂଜାକୁ ଦୃଷ୍ଟିରେ ରଖି ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ଖାଦ୍ୟ ଦୋକାନଗୁଡ଼ିକରେ ଯାଞ୍ଚ କରାଯାଇଛି। ତାଳଚେର କଲେଜ ପଡ଼ିଆ ସମେତ ଆଖପାଖ ଅଞ୍ଚଳରେ ଥିବା ଫାଷ୍ଟଫୁଡ୍‌, ଚାଟ୍‌, ଗୁପଚୁପ୍‌ ଓ ବିଭିନ୍ନ ଖାଦ୍ୟ ଦୋକାନରେ ଟିମ୍‌…

Continue Readingପୂଜାରେ ଖାଦ୍ୟ ଦୋକାନରେ ଯାଞ୍ଚ: ବାସି ଖାଦ୍ୟ ନଷ୍ଟ, ଜରିମାନା ଆଦାୟ କଲା ଖାଦ୍ୟ ସୁରକ୍ଷା ବିଭାଗ

ଅସରାଏ ବର୍ଷାରେ ତାଳଚେରରେ ଜମୁଛି ପାଣି, ଖାଲଖମା ବଢ଼ାଉଛି ଦୁର୍ଘଟଣା ଆଶଙ୍କା

ଅନୁଗୋଳ: ତାଳଚେର ସହରରେ ରାସ୍ତା ଅବ୍ୟବସ୍ଥା ଏବେ ସାଧାରଣ ଲୋକଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଗତ ଦୁଇଦିନ ଧରି ହେଉଥିବା ବର୍ଷା ଯୋଗୁଁ ବିଭିନ୍ନ ରାସ୍ତାରେ ଖାଲଖମା ସୃଷ୍ଟି ହୋଇ ପାଣି ଜମି ରହୁଛି। ବିଶେଷକରି ବାଙ୍କଧରା ଛକଠାରୁ ବହ୍ଲର…

Continue Readingଅସରାଏ ବର୍ଷାରେ ତାଳଚେରରେ ଜମୁଛି ପାଣି, ଖାଲଖମା ବଢ଼ାଉଛି ଦୁର୍ଘଟଣା ଆଶଙ୍କା

୨୧ରେ ମା’ ହିଙ୍ଗୁଳାଙ୍କ ନୂଆଖାଇ ପର୍ବ, ଦିନ ୧ଟା ୧୫ରେ ମା’ଙ୍କ ନିକଟରେ ଲାଗି ହେବ ନବାନ୍ନ ପ୍ରସାଦ

ଅନୁଗୋଳ: ଅନୁଗୋଳ ଜିଲ୍ଲା ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ପ୍ରସିଦ୍ଧ ନୂଆଖାଇ ପର୍ବ ଚଳିତ ମାସ ୨୧ ତାରିଖ ସୋମବାର ଦିନ ପାଳିତ ହେବ। ମା’ଙ୍କ ନବାନ୍ନ ପ୍ରସାଦ ଲାଗି ପାଇଁ ତିଥି ନିର୍ଘଣ୍ଟ କରାଯାଇଛି। ତାଳଚେର ରାଜା ବିଜୟେନ୍ଦ୍ର…

Continue Reading୨୧ରେ ମା’ ହିଙ୍ଗୁଳାଙ୍କ ନୂଆଖାଇ ପର୍ବ, ଦିନ ୧ଟା ୧୫ରେ ମା’ଙ୍କ ନିକଟରେ ଲାଗି ହେବ ନବାନ୍ନ ପ୍ରସାଦ