ବିଜେଡିର ହାତ ଛାଡ଼ିଲେ ତାଳଚେରର ନଗରପାଳ ସମେତ ୧୩ ଜଣ କାଉନସିଲର
ଅନୁଗୁଳ: ବିଜେଡିର ହାତ ଛାଡ଼ିଲେ ତାଳଚେରର ନଗରପାଳ ସମେତ ୧୩ ଜଣ କାଉନସିଲର। ସମସ୍ତ କର୍ମକର୍ତ୍ତା ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ଦେଇଛନ୍ତି। ସମସ୍ତେ ଦଳର ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ଓ ଅନୁଗୁଳ ଜିଲ୍ଲା ସଭାପତି…
ଅନୁଗୁଳ: ବିଜେଡିର ହାତ ଛାଡ଼ିଲେ ତାଳଚେରର ନଗରପାଳ ସମେତ ୧୩ ଜଣ କାଉନସିଲର। ସମସ୍ତ କର୍ମକର୍ତ୍ତା ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ଦେଇଛନ୍ତି। ସମସ୍ତେ ଦଳର ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ଓ ଅନୁଗୁଳ ଜିଲ୍ଲା ସଭାପତି…
ଅନୁଗୁଳ: କୋଇଲା ଉତ୍ପାଦନ କ୍ଷେତ୍ରରେ ରାଜ୍ୟରେ ଅନୁଗୁଳ ଜିଲ୍ଲା ୧ ନମ୍ବର ସ୍ଥାନ ହାସଲ କରିଛି ବୋଲି କୋଇଲା ମନ୍ତ୍ରଣାଳୟ ତରଫରୁ ସୂଚନା ଦିଆଯାଇଛି। ରାଜ୍ୟରେ ଝାରସୁଗୁଡ଼ା, ସମ୍ବଲପୁର, ଅନୁଗୁଳ ଓ ସମ୍ବଲପୁର ଜିଲ୍ଲାରେ କୋଇଲା ଉତ୍ପାଦନ ହେଉଛି। ସୂଚନା ଅନୁସାରେ…
ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେରର କୋର୍ଟ- ରେମୁଆଁ ରାସ୍ତାକଡ଼ ପାଚେରୀରେ ଉଠିଥିବା କଣ୍ଟା ଗଛକୁ ସଫା କରିଛନ୍ତି ନଗରପାଳ। ସମାଜସେବୀ ଲଳିତ ବଲ୍ଲଭ ରାଉତ ଉକ୍ତ ଗଛକୁ ପରିଷ୍କାର କରିଥିବା ଦେଖିବାକୁ ମିଳିଛି। ସୂଚନାଯୋଗ୍ୟ ଯେ ରାସ୍ତା ଉପରକୁ କଣ୍ଟା ଗଛ…
ଅନୁଗୁଳ: ଅନୁଗୁଳ ଜିଲ୍ଲା କଣ୍ଢlଳ ପଞ୍ଚାୟତ ଅନ୍ତର୍ଗତ ତାଳବେଡା ଗ୍ରାମର ଡବଲୀନ ଅଞ୍ଚଳରେ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି ମା' ବନ ଦୁର୍ଗା ମନ୍ଦିରର ରତ୍ନମୁଦ ଉତ୍ସବ। ଏନେଇ ସକାଳୁ ମହିଳାମାନେ ନଦୀରୁ ଜଳ ସଂଗ୍ରହ କରି ବିରାଟ ପାଟପଟୁଆରେ କଳସ…
ତାଳଚେର: ଅନୁଗୁଳ ଜିଲ୍ଲା ତାଳଚେର ସହରର ହାଟତୋଟା ଅଞ୍ଚଳରେ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ଯୁବକ ଜଣକ ଜିମ୍ରୁ ବାହାରିବା ସମୟରେ ପୂର୍ବରୁ ଛକି ରହିଥିବା ଦୁର୍ବୃତ୍ତମାନେ ତାଙ୍କ ଉପରେ ଆକ୍ରମଣ କରିଥିଲେ। ମିଳିଥିବା ସୂଚନା ଅନୁଯାୟୀ,…
ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ପକ୍ଷରୁ ରାଜ୍ୟ ସରକାରଙ୍କ ଅଣ ସଂଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡ ଅଧୀନରେ ଶିଶିର ମହୋତ୍ସବ ସ୍ଥାନୀୟ ପଥରମୁଣ୍ଡା ଜଗନ୍ନାଥଙ୍କ ମନ୍ଦିର ନିକଟସ୍ଥ ପଡ଼ିଆରେ ଆୟୋଜିତ ହୋଇଛି। ମୁଖ୍ୟ ଅତିଥି ଭାବେ…
ତାଳଚେର: ତାଳଚେରସ୍ଥିତ ଏମ୍ସିଏଲ୍ ହିଙ୍ଗୁଳା କୋଇଲାଖଣିରେ ଏକ ଠିକା ସଂସ୍ଥାରେ କାର୍ଯ୍ୟ କରୁଥିବା ଜଣେ କର୍ମଚାରୀଙ୍କର ଆଜି ସକାଳେ ମୃତ୍ୟୁ ହୋଇଛି। ମୃତକ ହେଲେ ଗୋପାଳପ୍ରସାଦ ଥାନା ଅନ୍ତର୍ଗତ ସୋଲଡ଼ା ଗ୍ରାମର ମଥୁରା ବେହେରା(୫୯)। ମଥୁରା ଆଜି ସକାଳୁ ସାଇକେଲରେ ହିଙ୍ଗୁଳା…
ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ପୌରପରିଷଦ ଅନ୍ତର୍ଗତ ବାଘୁଆବୋଲ ସ୍ଥିତ ସରକାରୀ ଆଇଟିଆଇ କ୍ୱାର୍ଟର୍ସରେ ନିଆଁ ଲାଗି ସମସ୍ତ ଆସବାବ ପତ୍ର ଜଳିଯାଇଛି। କ୍ୱାର୍ଟର୍ସର ଦୁଇ ମହଲା ଘରେ ନିଆଁ ଯାଇ ହଠାତ୍ ହୁହୁ ହୋଇ ଜଳିଥିଲା। ରୋଷେଇ ଘରୁ ନିଆଁ…
ତାଳଚେର: ଗୁରୁବାର ଅନୁଗୁଳ ଜିଲ୍ଲା ତାଳଚେର ଉପଖଣ୍ଡରେ ପୋଲିସ ପକ୍ଷରୁ 'ସାଇବର ସୁରକ୍ଷା ଅଭିଯାନ ୨୦୨୫' କାର୍ଯ୍ୟକ୍ରମ ସ୍ଥାନୀୟ ତାଳଚେର କଲେଜ ପଡ଼ିଆ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ସଚେତନତା କାର୍ଯ୍ୟକ୍ରମକୁ ତାଳଚେର ଏସ୍ଡିପିଓ ଭରତଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜନ କରାଯାଇଥିଲା।…
ତାଳଚେର: ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକ ଅନ୍ତର୍ଗତ ଧରମପୁର ଗ୍ରାମରେ ପ୍ରତ୍ୟକ୍ଷ ଠାକୁର ଭାବେ ପୂଜା ପାଉଥିବା କୁଶଳେଶ୍ୱର ଶିବ ମନ୍ଦିରର ସୋମବାର ରତ୍ନଗର୍ଭ ମୁଦ ଉତ୍ସବ ବଡ଼ ଧୂମଧାମରେ ଅନୁଷ୍ଠିତ ହୋଇଯାଇଛି। ମନ୍ଦିରର ସୌନ୍ଦର୍ଯ୍ୟକରଣ ଏବଂ ବିଭିନ୍ନ କାରୁକାର୍ଯ୍ୟରେ ସଜାଇବା…