ଛାତ୍ରଛାତ୍ରୀଙ୍କୁ ନେଇ ଟାଟା ମ୍ୟାଜିକ ଗାଡି ଓଲଟିଲା, ୫ ଆହତ: ବେପାରୁଆ ଗାଡି ଚାଳନା ପାଇଁ ଏପରି ଘଟିଥିବା ଅଭିଯୋଗ

ତାଳଚେର: ଅନୁଗୁଳ ଜିଲ୍ଲା ତାଳଚେର ମହୁଳପାଳ ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ପାଠ ପଢ଼ୁଥିବା ପିଲାମାନଙ୍କୁ ନେଇ ଘରକୁ ଯାଉଥିବା ଏକ ଟାଟା ମ୍ୟାଜିକ ଗାଡି ଭାରସାମ୍ୟ ହରାଇ ଓଲଟି ପଡିବାରୁ ପାଞ୍ଚ ଜଣ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି। ସ୍କୁଲ ଛୁଟି…

Continue Readingଛାତ୍ରଛାତ୍ରୀଙ୍କୁ ନେଇ ଟାଟା ମ୍ୟାଜିକ ଗାଡି ଓଲଟିଲା, ୫ ଆହତ: ବେପାରୁଆ ଗାଡି ଚାଳନା ପାଇଁ ଏପରି ଘଟିଥିବା ଅଭିଯୋଗ

ଏମିତି ବି ଆସେ ମୃତ୍ୟୁ! ଅଳିଆ ଗାଡ଼ି ଧକ୍କାରେ ଗଲା କୋମଳମତି ଶିଶୁ ଜୀବନ

ଅନୁଗୁଳ: ଅଳିଆବୁହା ଗାଡ଼ି ଧକ୍କାରେ ଗଲା କୋମଳମତି ଶିଶୁ ଜୀବନ। ଆଜି ଅନୁଗୁଳ ଜିଲ୍ଲା ତାଳଚେର କୋଲିୟରୀ ଥାନା ଅନ୍ତର୍ଗତ ହାଣ୍ଡିଧୂଆଁ ଗଣେଶବିହାରରେ ଏଭଳି ଛାତିଥରା ଘଟଣା ଘଟିଛି। ଏଠାରେ ପୌରପରିଷଦର ଏକ ଅଳିଆବୁହା ଗାଡ଼ି ଏକ ଶିଶୁକୁ ଧକ୍କାଦେବାରୁ ଘଟଣାସ୍ଥଳରେ…

Continue Readingଏମିତି ବି ଆସେ ମୃତ୍ୟୁ! ଅଳିଆ ଗାଡ଼ି ଧକ୍କାରେ ଗଲା କୋମଳମତି ଶିଶୁ ଜୀବନ

ବେସାମରିକ ପ୍ରତିରକ୍ଷା ଦିବସ ପାଳିତ

ତାଳଚେର: ତାଳଚେରରେ ବେସାମରିକ ପ୍ରତିରକ୍ଷା ଦିବସ ସ୍ଥାନୀୟ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଯାଇଛି। ଏହି ଉତ୍ସବରେ ଡେପୁଟି କଲେକ୍ଟର ମାନସ ମୋହନ ସେଠ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏହି ଅବସରରେ ପ୍ୟାରେଡ୍‌ରେ ଅଂଶଗ୍ରହଣ…

Continue Readingବେସାମରିକ ପ୍ରତିରକ୍ଷା ଦିବସ ପାଳିତ

ବଳରାମ କୋଇଲା ଖଣିରେ ଶ୍ରମିକଙ୍କ ଉପରେ ଚଢ଼ିଗଲା ଚେନ୍‌ଡୋଜର୍ ଗାଡ଼ି, ଦୁଇ ଖଣ୍ଡ ହୋଇଗଲା ଗୋଡ଼

ତାଳଚେର: ତାଳଚେର ଅଞ୍ଚଳର ବଳରାମ କୋଇଲା ଖଣିରେ ଅଘଟଣ। ଶନିବାର ସକାଳେ ବଳରାମ କୋଇଲା ଖଣିର ଶ୍ରମିକ ଡିୟୁଟିରେ ଥିବା ବେଳେ ଏକ ଚେନ୍‌ଡୋଜର୍ ଗାଡ଼ି ତାଙ୍କ ଉପରେ ଚଢ଼ି ଯାଇଥିଲା। ଫଳରେ ତାଙ୍କର ଗୋଟିଏ ଗୋଡ଼ ସମ୍ପୂର୍ଣ୍ଣ ଭାବେ କଟି…

Continue Readingବଳରାମ କୋଇଲା ଖଣିରେ ଶ୍ରମିକଙ୍କ ଉପରେ ଚଢ଼ିଗଲା ଚେନ୍‌ଡୋଜର୍ ଗାଡ଼ି, ଦୁଇ ଖଣ୍ଡ ହୋଇଗଲା ଗୋଡ଼

ତାଳଚେରରେ ରେଳରୋକ ଆନ୍ଦୋଳନ: ପାଲଭିଡା ଦାବିରେ ବିକ୍ଷୋଭ

ତାଳଚେର: ମହାନଦୀ କୋଇଲା ଶ୍ରମିକ କଂଗ୍ରେସ ପକ୍ଷରୁ ପାଲଭିଡା ଦାବିରେ ଆଜି ତାଳଚେରରେ ରେଳରୋକ ଆନ୍ଦୋଳନ କରାଯାଇଛି। ଘଂଟପଡା ରେଏୱେ କ୍ରସିଙ୍ଗ ଠାରେ ହୋଇଥିବା ଏହି ଆନ୍ଦୋଳନରେ ପ୍ରାୟ ୫୦୦ ଲୋକ ଭାଗ ନେଇଥିଲେ। ଆନ୍ଦୋଳନକାରୀଙ୍କ ଦାବି ପାଲଭିଡା ନନେଲେ ଆନ୍ଦୋଳନ…

Continue Readingତାଳଚେରରେ ରେଳରୋକ ଆନ୍ଦୋଳନ: ପାଲଭିଡା ଦାବିରେ ବିକ୍ଷୋଭ

ତାଳଚେର ଅଞ୍ଚଳରୁ ଲୋପ ପାଇଲାଣି ବାଉଁଶଗଛ: କୌଳିକ ବୃତ୍ତି ହରାଉଛନ୍ତି ଗାଁ ବ୍ୟବସାୟୀ

ତାଳଚେର: ବାଉଁଶଗଛ ପରିବେଶ ସୁରକ୍ଷା କରିବା ଦିଗରେ ମୁଖ୍ୟ ଭୂମିକା ରହିଛି। ବିଶେଷ କରି ଗାଁ ମୁଣ୍ଡରେ କିମ୍ବା ଫାର୍ମ ହାଉସ୍ ଗୁଡ଼ିକରେ ରହିଥିବା ବାଉଁଶବଣ ବଡ଼ଧରଣର ବାତ୍ୟା ପବନକୁ ଅଟକାଇ ଧନଜୀବନ ରକ୍ଷା କରିବା ଦିଗରେ ସହାୟକ ହୋଇଥାଏ। ର୍ପୂବରୁ…

Continue Readingତାଳଚେର ଅଞ୍ଚଳରୁ ଲୋପ ପାଇଲାଣି ବାଉଁଶଗଛ: କୌଳିକ ବୃତ୍ତି ହରାଉଛନ୍ତି ଗାଁ ବ୍ୟବସାୟୀ

ରେଳୱେ ୱାଗନରେ ପାଲଭିଡାକୁ ନେଇ ରେଳ ରୋକ ଆନ୍ଦୋଳନ

ଅନୁଗୁଳ: ରେଳୱେ ୱାଗନ ଏବଂ ଟ୍ରକ୍‌ରେ ପାଲଭିଡ଼ା ନ ଦିଆଯିବାରୁ ଅଞ୍ଚଳରେ ପ୍ରଦୂଷଣ ବୃଦ୍ଧି ପାଉଥିବା ଅଭିଯୋଗ କରି ତାଳଚେର ମହାନଦୀ କୋଇଲା ଶ୍ରମିକ କଂଗ୍ରେସ ପକ୍ଷରୁ ସୋମବାର ରେଳରୋକ ଆନ୍ଦୋଳନ କରାଯାଇଛି। ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ରାଜକିଶୋର ସାହୁ…

Continue Readingରେଳୱେ ୱାଗନରେ ପାଲଭିଡାକୁ ନେଇ ରେଳ ରୋକ ଆନ୍ଦୋଳନ

ଜାତୀୟ କ୍ୟୁରୋଗି ଓ ପୁମ୍‌ସେ ଚାମ୍ପିଅନସିପ୍‌: ତାଳଚେରର ରାଜଶ୍ରୀ ନାୟକଙ୍କ କାଂସ୍ୟ ପଦକ ଜୟ

ତାଳଚେର: ଉତ୍ତରପ୍ରଦେଶର ବରେଲିରେ ଅନୁଷ୍ଠିତ ୪୧ତମ ବରିଷ୍ଠ ଏବଂ ଅଷ୍ଟମ କ୍ୟାଡେଟ କ୍ୟୁରୋଗି ଓ ପୁମ୍‌ସେ ଚାମ୍ପିଅନସିପ୍‌ରେ ତାଳଚେରର ରାଜଶ୍ରୀ ନାୟକ ବ୍ରୋଞ୍ଜ ପଦକ ଜିତି ରାଜ୍ୟ ଏବଂ ଅନୁଗୁଳ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି। ଏହି ଜାତୀୟସ୍ତରୀୟ ପ୍ରତିଯୋଗିତାରେ ଦେଶର…

Continue Readingଜାତୀୟ କ୍ୟୁରୋଗି ଓ ପୁମ୍‌ସେ ଚାମ୍ପିଅନସିପ୍‌: ତାଳଚେରର ରାଜଶ୍ରୀ ନାୟକଙ୍କ କାଂସ୍ୟ ପଦକ ଜୟ

ଅପମିଶ୍ରଣ ଅଭିଯୋଗ: ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ବ୍ୟାପକ ଚଢ଼ଉ, ଜରିମାନା ଆଦାୟ

ଅନୁଗୁଳ: ଆଜି ତାଳଚେର ପୌରପରିଷଦର ବିଭିନ୍ନ ଦୋକାନରେ ଖାଦ୍ୟ ନିରାପତ୍ତା ପକ୍ଷରୁ ଚଢ଼ଉ କରାଯାଇ ଅପମିଶ୍ରିତ ଖାଦ୍ୟକୁ ନଷ୍ଟ କରାଯାଇଛି। ତାଳଚେର ସହରରେ ଥିବା ଜଳଖିଆ ଦୋକାନ, ଫାଷ୍ଟଫୁଡ଼୍‌, ହୋଟେଲ ଓ ଢାବାଗୁଡ଼ିକରେ ବ୍ୟାପକ ଖାଦ୍ୟ ଅପମିଶ୍ରଣ ସହିତ ବାସିଖାଦ୍ୟ ଓ…

Continue Readingଅପମିଶ୍ରଣ ଅଭିଯୋଗ: ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ବ୍ୟାପକ ଚଢ଼ଉ, ଜରିମାନା ଆଦାୟ

ତାଳଚେର ଫର୍ଟିଲାଇଜରର ସାମ୍ବାଦିକ ସମ୍ମିଳନୀ: ନୂତନ ପ୍ରକଳ୍ପର ଅଗ୍ରଗତି ନେଇ ସୂଚନା ଦେଲେ ଟିଏଫଏଲର ବରିଷ୍ଠ ଅଧିକାରୀ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ଫର୍ଟିଲାଇଜର ଟାଉନସିପ୍ ସ୍ଥିତ ଭଞ୍ଜ ମଣ୍ଡପ ଠାରେ ଟିଏଫଏଲ୍ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଟିଏଫଏଲର ଏମଡି ବିବେକ ଶ୍ରୀବାସ୍ତବ, ଡାଇରେକ୍ଟର ଅପରେସନ୍ ଶ୍ୟାମଲ ରାୟ ଯୋଗଦେଇ ଜଗନ୍ନାଥଙ୍କ ପାଖରେ ଦୀପ ପ୍ରଜ୍ଜ୍ଵଳନ…

Continue Readingତାଳଚେର ଫର୍ଟିଲାଇଜରର ସାମ୍ବାଦିକ ସମ୍ମିଳନୀ: ନୂତନ ପ୍ରକଳ୍ପର ଅଗ୍ରଗତି ନେଇ ସୂଚନା ଦେଲେ ଟିଏଫଏଲର ବରିଷ୍ଠ ଅଧିକାରୀ