କାମ ସରିବା ପରେ ହିଁ ଶୁଭାରମ୍ଭ ଦାବି, ଅକ୍ଟୋବର ସୁଦ୍ଧା ତ୍ରୁଟି ସଂଶୋଧନ ଆଶ୍ୱାସନା

ଅନୁଗୋଳ: ତାଳଚେର ହାଣ୍ଡିଧୂଆଁ ଗ୍ରାମର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ଏବଂ ଏମସିଏଲ ଦ୍ୱାରା ନିର୍ମିତ ବିଶୁଦ୍ଧ ପାନୀୟ ଜଳ ପ୍ରକଳ୍ପର ଶୁଭ ଉଦଘାଟନକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଭାରତ ସରକାରଙ୍କ କୋଇଲା ମନ୍ତ୍ରାଳୟ ପକ୍ଷରୁ ଉଦଘାଟନ ପାଇଁ…

Continue Readingକାମ ସରିବା ପରେ ହିଁ ଶୁଭାରମ୍ଭ ଦାବି, ଅକ୍ଟୋବର ସୁଦ୍ଧା ତ୍ରୁଟି ସଂଶୋଧନ ଆଶ୍ୱାସନା

ଦୁଇ ଦିନର ଅଚଳାବସ୍ଥାର ଅନ୍ତ: କଣିହାଁ କୋଇଲା ଖଣିରେ ସ୍ୱାଭାବିକ ହେଲା ଉତ୍ତୋଳନ ଓ ପରିବହନ

ଅନୁଗୋଳ: ସ୍ଥାନୀୟ କଣିହାଁ କୋଇଲା ଖଣିରେ ଗତ ଦୁଇ ଦିନ ଧରି ଲାଗି ରହିଥିବା ଅଚଳାବସ୍ଥାର ଅନ୍ତ ଘଟିଛି। ଶୁକ୍ରବାର ଅପରାହ୍ନଠାରୁ ଖଣିରେ କୋଇଲା ଉତ୍ତୋଳନ ଓ ପରିବହନ କାର୍ଯ୍ୟ ପୁଣିଥରେ ସ୍ୱାଭାବିକ ହୋଇଛି। ସୂଚନା ଅନୁଯାୟୀ, ତାଳଚେର ଉପଜିଲ୍ଲାପାଳ ଆଶିଷ…

Continue Readingଦୁଇ ଦିନର ଅଚଳାବସ୍ଥାର ଅନ୍ତ: କଣିହାଁ କୋଇଲା ଖଣିରେ ସ୍ୱାଭାବିକ ହେଲା ଉତ୍ତୋଳନ ଓ ପରିବହନ

ଠିକା ଶ୍ରମିକଙ୍କ ନିଯୁକ୍ତି ଦାବିରେ ଆନ୍ଦୋଳନ, ସାମିଲ ହେଲେ ବିଧାୟକ

ଅନୁଗୋଳ: କଣିହାଁ ଅଞ୍ଚଳର କୋଇଲା ଖଣି କମ୍ପାନୀଗୁଡ଼ିକରେ ପୂର୍ବରୁ କାର୍ଯ୍ୟରତ ଠିକା ଶ୍ରମିକମାନଙ୍କୁ ନୂତନ କମ୍ପାନୀରେ ନିଯୁକ୍ତି ପ୍ରଦାନ ଦାବିରେ ଚାଲିଥିବା ଆନ୍ଦୋଳନରେ ତାଳଚେର ବିଧାୟକ ତଥା ଜିଲ୍ଲା ବିଜୁ ଜନତା ଦଳ ସଭାପତି ବ୍ରଜକିଶୋର ପ୍ରଧାନ ସାମିଲ ହୋଇଛନ୍ତି। ଶ୍ରମିକମାନଙ୍କ…

Continue Readingଠିକା ଶ୍ରମିକଙ୍କ ନିଯୁକ୍ତି ଦାବିରେ ଆନ୍ଦୋଳନ, ସାମିଲ ହେଲେ ବିଧାୟକ

ଦେବସ୍ନାନ ପୂର୍ଣ୍ଣିମାରେ ହାଣ୍ଡିଧୂଆଁ ଜଗନ୍ନାଥ ମନ୍ଦିର ଦର୍ଶନ କଲେ ବିଧାୟକ ବ୍ରଜକିଶୋର

ତାଳଚେର: ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ତାଳଚେର ହାଣ୍ଡିଧୂଆଁସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିରରେ ଭକ୍ତିମୟ ପରିବେଶ ଦେଖିବାକୁ ମିଳିଥିଲା। ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳର ସଭାପତି ତଥା ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ମନ୍ଦିର ପରିଦର୍ଶନ କରି ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିଥିଲେ।…

Continue Readingଦେବସ୍ନାନ ପୂର୍ଣ୍ଣିମାରେ ହାଣ୍ଡିଧୂଆଁ ଜଗନ୍ନାଥ ମନ୍ଦିର ଦର୍ଶନ କଲେ ବିଧାୟକ ବ୍ରଜକିଶୋର

ଗୋପବନ୍ଧୁ ଜରାଶ୍ରମ ପରିଦର୍ଶନ କଲେ ବିଧାୟକ ବ୍ରଜକିଶୋର ପ୍ରଧାନ, ବୟସ୍କଙ୍କଠାରୁ ନେଲେ ଆଶୀର୍ବାଦ

ଅନୁଗୋଳ: ତାଳଚେର ବ୍ଲକ ଅନ୍ତର୍ଗତ କଳମଛୁଇଁ ଗ୍ରାମରେ ଗୋପବନ୍ଧୁ ମାନବ କଲ୍ୟାଣ ସମିତି ଦ୍ୱାରା ପରିଚାଳିତ ‘ଗୋପବନ୍ଧୁ ଜରାଶ୍ରମ’କୁ ଆଜି ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳ ସଭାପତି ତଥା ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ପରିଦର୍ଶନ କରିଛନ୍ତି।ଜରାଶ୍ରମରେ ଆଶ୍ରୟ ନେଇଥିବା…

Continue Readingଗୋପବନ୍ଧୁ ଜରାଶ୍ରମ ପରିଦର୍ଶନ କଲେ ବିଧାୟକ ବ୍ରଜକିଶୋର ପ୍ରଧାନ, ବୟସ୍କଙ୍କଠାରୁ ନେଲେ ଆଶୀର୍ବାଦ

ଭୁବନେଶ୍ୱର କେୟାର ହସ୍ପିଟାଲରେ ରୋଗୀଙ୍କୁ ଭେଟିଲେ ବିଧାୟକ ବ୍ରଜକିଶୋର ପ୍ରଧାନ

ଭୁବନେଶ୍ୱର: ଅନୁଗୋଳ ଜିଲ୍ଲା ବିଜୁ ଜନତା ଦଳ ସଭାପତି ତଥା ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ଆଜି ଭୁବନେଶ୍ୱର କେୟାର ହସ୍ପିଟାଲ ପରିଦର୍ଶନ କରିଛନ୍ତି। ସେଠାରେ ଚିକିତ୍ସିତ ହେଉଥିବା ତାଳଚେର ନିର୍ବାଚନମଣ୍ଡଳୀ ଓ ଅନୁଗୋଳ ଜିଲ୍ଲାର ବିଭିନ୍ନ ଅଞ୍ଚଳର ରୋଗୀମାନଙ୍କୁ ଭେଟି…

Continue Readingଭୁବନେଶ୍ୱର କେୟାର ହସ୍ପିଟାଲରେ ରୋଗୀଙ୍କୁ ଭେଟିଲେ ବିଧାୟକ ବ୍ରଜକିଶୋର ପ୍ରଧାନ

ଶିକ୍ଷା ପାଇଁ ରାସ୍ତାରେ ନାବାଳିକା: ତାଳଚେରରେ ଉତ୍ତେଜନା

ଅନୁଗୋଳ: ଶିକ୍ଷା ଅଧିକାରରୁ ବଞ୍ଚିତ ହେବା ପରେ ନିଜ ଭବିଷ୍ୟତ ପାଇଁ ରାସ୍ତାକୁ ଓହ୍ଲାଇଲେ ଦୁଇ ନାବାଳିକା ଭଉଣୀ। ଅନୁଗୋଳ ଜିଲ୍ଲା ତାଳଚେର ବ୍ଲକ ହେସମୂଳ ଗ୍ରାମର ଜଣେ କ୍ଷତିଗ୍ରସ୍ତ ପ୍ରଜାଙ୍କ ଦୁଇ ଜାଆଁଳା ଝିଅ, ଯେଉଁମାନେ ଷଷ୍ଠ ଶ୍ରେଣୀରେ ପଢୁଛନ୍ତି,…

Continue Readingଶିକ୍ଷା ପାଇଁ ରାସ୍ତାରେ ନାବାଳିକା: ତାଳଚେରରେ ଉତ୍ତେଜନା

ଏନଟିପିସି ତାଳଚେର ଥର୍ମାଲ ପକ୍ଷରୁ ସୁରକ୍ଷା ତାଲିମ ଶିବିର

ତାଳଚେର: କର୍ମକ୍ଷେତ୍ରରେ ସୁରକ୍ଷା ଓ ସ୍ୱାସ୍ଥ୍ୟକୁ ପ୍ରାଥମିକତା ଦେଇ ଏନଟିପିସି ତାଳଚେର ଥର୍ମାଲ ପାୱାର ପ୍ରଜେକ୍ଟ ପକ୍ଷରୁ ‘ଉଚ୍ଚତାରେ କାର୍ଯ୍ୟ ଏବଂ ସୁରକ୍ଷା ଅଭ୍ୟାସ’ ଶୀର୍ଷକ ଏକ ବ୍ୟାପକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ସରକାରଙ୍କ କାରଖାନା ଓ ବୟୋଲର୍ସ…

Continue Readingଏନଟିପିସି ତାଳଚେର ଥର୍ମାଲ ପକ୍ଷରୁ ସୁରକ୍ଷା ତାଲିମ ଶିବିର

ଜିଲ୍ଲାସ୍ତରୀୟ ମିଳିତ ଜନଶୁଣାଣି: ୬୬ ଅଭିଯୋଗ ମଧ୍ୟରୁ ୫ଟିର ତୁରନ୍ତ ସମାଧାନ

ଅନୁଗୋଳ: ଜିଲ୍ଲାପାଳ ଅବଦାଲ୍ ମୁହମ୍ମଦ ଅଖତରଙ୍କ ଅଧ୍ୟକ୍ଷତାରେ ଆଜି ତାଳଚେର ପଞ୍ଚାୟତ ସମିତି ସଭାଗୃହରେ ଜିଲ୍ଲା ସ୍ତରୀୟ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଶିବିରରେ ୬୬ଟି ଅଭିଯୋଗ ଗ୍ରହଣ ହୋଇଥିଲା। ସେଥିମଧ୍ୟରୁ ୫୨ଟି ବ୍ୟକ୍ତିଗତ ଓ ୧୪ଟି ଗ୍ରାମ୍ୟଭିତ୍ତିକ। ୫ଟି…

Continue Readingଜିଲ୍ଲାସ୍ତରୀୟ ମିଳିତ ଜନଶୁଣାଣି: ୬୬ ଅଭିଯୋଗ ମଧ୍ୟରୁ ୫ଟିର ତୁରନ୍ତ ସମାଧାନ

ଏମସିଏଲ ସମସ୍ୟା ନେଇ ବିଧାୟକଙ୍କୁ ଭେଟିଲେ କୁସୁମପାଳ ଗ୍ରାମବାସୀ, ତୁରନ୍ତ ସମାଧାନ ପ୍ରତିଶ୍ରୁତି

ଅନୁଗୋଳ: ଅନୁଗୋଳ ଜିଲ୍ଲା ତାଳଚେର ବ୍ଲକ କୁସୁମପାଳ ଗ୍ରାମବାସୀ ବିଧାୟକ ତଥା ଅନୁଗୁଳ ଜିଲ୍ଲା ବିଜେଡି ସଭାପତି ବ୍ରଜକିଶୋର ପ୍ରଧାନଙ୍କୁ ଭେଟି ଏମସିଏଲ ସମ୍ବନ୍ଧୀୟ ବିଭିନ୍ନ ସମସ୍ୟା ଜଣାଇଛନ୍ତି। ଗ୍ରାମବାସୀ ବିଧାୟକଙ୍କ ସହ ଗ୍ରାମର ବିକାଶମୂଳକ କାର୍ଯ୍ୟ ନେଇ ମଧ୍ୟ ବିସ୍ତୃତ…

Continue Readingଏମସିଏଲ ସମସ୍ୟା ନେଇ ବିଧାୟକଙ୍କୁ ଭେଟିଲେ କୁସୁମପାଳ ଗ୍ରାମବାସୀ, ତୁରନ୍ତ ସମାଧାନ ପ୍ରତିଶ୍ରୁତି